ଆଉ ପାଦେ ଆଗେଇଲା JSW-POSCO ପ୍ଲାଣ୍ଟ, ୫୦ ପ୍ରତିଶତ ମିଳିତ ଉଦ୍ୟୋଗରେ ହେବ ପ୍ଲାଣ୍ଟ ନିର୍ମାଣ
ଭୁବନେଶ୍ୱର : ଓଡ଼ିଶାରେ ହେବ JSW-POSCO ପ୍ଲାଣ୍ଟ । ୫୦ ପ୍ରତିଶତ ମିଳିତ ଉଦ୍ୟୋଗରେ ଷ୍ଟିଲ ପ୍ଲାଣ୍ଟ ହେବ ନିର୍ମାଣ । ଷ୍ଟିଲ ପ୍ଲାଣ୍ଟ ନେଇ JSW ଓ POSCO ମଧ୍ୟରେ ହୋଇଥିବା ଚୁକ୍ତିକୁ ଜେଏସଡବ୍ଲ୍ୟୁ ଷ୍ଟିଲ ବୋର୍ଡ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ଦେଇଛି । ୮୮୭ ଏକର ଜମିରେ ନିର୍ମାଣ ହେବାକୁ…