Below header
Browsing Tag

stepfather

୩ ବର୍ଷର ପୁଅକୁ ବିଷ ଦେଇ ମାରିଲା ସାବତ ବାପା, ଥାନାରେ ଅଭିଯୋଗ କଲା ମା’

ନବରଙ୍ଗପୁର (କେନ୍ୟୁଜ): ୩ ବର୍ଷର ଶିଶୁ ପୁତ୍ରକୁ ବିଷ ଦେଇ ମାରିଲା ସାବତ ବାପା। ଏ ନେଇ ନବରଙ୍ଗପୁର ଜିଲ୍ଲାର କୁନ୍ଦେଇ ଥାନାରେ ଅଭିଯୋଗ କରିଛି ମା'। ସୂଚନା ଅନୁଯାୟୀ, ଗତକାଲି ପୁଅର କାଶ ହେବାରୁ ଗାୟତ୍ରୀ ଗଣ୍ଡ ତାକୁ କାଶ ଔଷଧ ଦେବା ପାଇଁ ସ୍ୱାମୀ ବିଶ୍ୱନାଥ ଗଣ୍ଡଙ୍କୁ କହିଥିଲେ।…

ଛି.. କି ଲଜ୍ଜା ! ନାବାଳିକା ଝିଅକୁ ଦୁଷ୍କର୍ମ କରି ଜେଲ୍ ଗଲା ସାବତ ବାପା

ଉଦଳା(କେନ୍ୟୁଜ୍): ସାବତ ବାପା ସାଜିଲା ପିଶାଚ । ନାବାଳିକା ଝିଅକୁ କରିଲା ବାରମ୍ବାର ଦୁଷ୍କର୍ମ । ଆଉ ଅନ୍ତଚିରି ଜନ୍ମ ଦେଇଥିବା ମା ବି ଭୁଲିଗଲା ସ୍ନେହ ମମତା । ସାବତ ବାପାକୁ ଏଭଳି ଏକ ଘଟଣାରେ କରିଲା ସହଯୋଗ । ଶେଷରେ ନିଜ ଜୀବନ ବଞ୍ଚାଇବା ପାଇଁ ପୋଲିସର ଦ୍ୱାରସ୍ଥ ହେଲା ନାବାଳିକା । ଏଭଳି…