Browsing Tag

stolen

ଅଟୋ ଡିକି ଭାଙ୍ଗି ଲୁଟିନେଲେ ୩୦ହଜାର ଟଙ୍କା

ଭୁବନେଶ୍ୱର(କେନ୍ୟୁଜ) : ଚୋରି, ରାହାଜାନି, ଲୁଟ୍, ଡକାୟତିକୁ ବନ୍ଦ କରିବା ପାଇଁ ପୋଲିସ୍ ଅନେକ ପ୍ରୟାସ କରୁଥିଲେ ମଧ୍ୟ ଏସବୁ ଥମିବାର ନା ଧରୁନି । ଯାହା ଗତକାଲି ଘଟିଥିବା ଏକ ଘଟଣାକୁ ଦେଖିଲେ ସ୍ପଷ୍ଟ ଭାବେ ଜଣାପଡୁଛି କି ଚୋର, ଲୁଟେରା ମାନଙ୍କର ଆଉ ଆଇନ ପ୍ରତି ସତେ ଯେମିତି କୌଣସି ଡର ଭୟ…

ଉତ୍ତରପ୍ରଦେଶର ଏକ ଗାଁରୁ ୫୦ ମିଟର ଲମ୍ବର ମୋବାଇଲ୍‌ ଟାଓ୍ଵାର ନେଇ ଗଲେ ଚୋର

ବିହାରରେ ୬୦ ଫୁଟ୍‌ ଲମ୍ବର ଲୁହା ବ୍ରିଜ ଚୋରି ହେବାର ଗୋଟିଏ ବର୍ଷ ପରେ ଉତ୍ତରପ୍ରଦେଶର କୌଷିମ୍ବି ଜିଲ୍ଲାର ଉଜ୍ଜୟିନୀ ଗ୍ରାମରେ ୫୦ ଟନରୁ ଅଧିକ ଓଜନ ବିଶିଷ୍ଟ ୫୦ ମିଟର ଉଚ୍ଚ ମୋବାଇଲ ଟାଓ୍ଵାର ଚୋରି ହୋଇଛି । ସୂଚନା ମୁତାବକ, ବୁଧବାର ଅର୍ଥାତ ନଭେମ୍ବର ୨୯ରେ ଟେକ୍ନିସିଆନ ରାଜେଶ କୁମାର…

ଗୋଟିଏ ଦିନରେ ୭ଟି ବସରେ କଳା କନା ବୁଲାଇଲେ ଚୋର

କଣ୍ଟାବାଞ୍ଜି(କେନ୍ୟୁଜ୍): ଗୋଟିଏ ଦିନରେ ୭ଟି ବସରେ କଳା କନା ବୁଲାଇଲେ ଚୋର । କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କଲା ପୋଲିସ । ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ବସ ଷ୍ଟାଣ୍ଡରେ ରହୁଥିବା ୭ ଟି ବସରୁ ଚୋରି ହୋଇଛି । ଗାଡିରୁ ଟଙ୍କା, କପଡା, ସାଇକେଲ ଟାୟାର, ଟ୍ୟୁବ,ମୋବାଇଲ ଆଦି…

ଦୋକାନର ପଛପଟ କାନ୍ଥ ଫଟାଇ ୩୮ଟି ମୋବାଇଲ ଫୋନ୍ ନେଇ ଛୁ ଚୋର, ସିସିଟିଭିରେ କଏଦ ହେଲା ଭିଜୁଆଲ୍

ଝାରସୁଗୁଡ଼ା(କେନ୍ଯୁଜ୍): ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ । ଝାରସୁଗୁଡ଼ା ରେଙ୍ଗାଲି ଥାନା ଅର୍ନ୍ତଗତ ପଞ୍ଚଗାଁ ଛକରେ ମୋବାଇଲ ଦୋକାନର ପଛପଟ କାନ୍ଥ ଫଟାଇ ଜଣେ ଚୋର ୩୮ଟି ମୋବାଇଲ ଫୋନ ଚୋରି କରି ଫେରାର । ଦୋକାନରେ ଥିବା ଦାମୀ ଫୋନ ସବୁକୁ ନେଇଗଲା ଚୋର । ଚୋରି ବେଳର ପୂରା ଦୃଶ୍ୟ…

ନିଜ ଅଫିସରୁ ୩୦ ଲକ୍ଷ ଗାୟବ କଲେ ମହିଳା ଆକାଉଣ୍ଟାଣ୍ଟ୍, ଟଙ୍କା ଧରି ପ୍ରେମୀ ସହ ମାରିଲେ ଛୁ

ନିଜ ଅଫିସରୁ ଟଙ୍କା ନେଇ ପ୍ରେମୀ ସହ ଫେରାର୍ ହୋଇଗଲେ ଯୁବତୀ । ଘଟଣାଟି ଘଟିଛି ମୁମ୍ବାଇସ୍ଥିତ ଏକ ଡାଇମଣ୍ଡ ଫାର୍ମରେ । ଏଠାରେ ଆକାଉଣ୍ଟାଣ୍ଟ୍ ଭାବେ କାମ କରୁଥିବା ପୂଜା ଦରାଲ୍ ୩୦ ଲକ୍ଷ ଟଙ୍କା ନେଇ ନିଜ ପ୍ରେମୀ ସହ ଫେରାର୍ ହୋଇଯାଇଛନ୍ତି । ମାମଲାଟି ସେତେବେଳେ ସାମ୍ନାକୁ ଆସିଲା…