Browsing Tag

suicide

ଛାତ୍ରୀ ନିବାସରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ରାଇରଙ୍ଗପୁର (କେନ୍ୟୁଜ୍) : ଲୋକଲଜ୍ଜାରୁ ଜୀବନ ହାରିଲେ ଅଧ୍ୟାପିକା। ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଉଦ୍ଧାର ହେଲା ଝୁଲନ୍ତା ଅଧ୍ୟାପିକାଙ୍କ ମୃତଦେହ। ମୃତ ଅଧ୍ୟାପିକା ଜଣକ ରାଇରଙ୍ଗପୁର ମହାବିଦ୍ୟାଳୟର କଣ୍ଟ୍ରାକଚୁଆଲ୍‌ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିଲେ। ଅଭିଯୋଗ ଅନୁଯାୟୀ…

ବାଣୀବିହାର କ୍ୟାମ୍ପସରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ପାଠାଗାର ଛାତ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ପାଠାଗାର ଛାତ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ। ତେବେ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଚେଷ୍ଟା କରିବାକୁ ଉଦ୍ୟମ ଜାରି ରହିଚି। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଯୁବକଙ୍କ…

ଗଛରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଜୟପୁର (କେନ୍ୟୁଜ୍) : ଝୁଲିପଡିଲେ ପ୍ରେମୀଯୁଗଳ। ଜୟପୁର ବୋରିଗୁମ୍ମା କୁଦୁରାରାଗୁଡ଼ା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ବଡ ଧୋକା, କଣ ଏମିତି କଲେ ପ୍ରେମିକା ଯେ ଫାଶି ଲଗାଇ ଝୁଲିପଡିଲେ ପ୍ରେମିକ

ଜଣେ ଯୁବକକୁ ତାଙ୍କ ଗାର୍ଲଫ୍ରେଣ୍ଡ ବିବାହ ପାଇଁ ମନା କଲେ ଆଉ ଏହ ଦୁଃଖକୁ ସେ ସହ୍ୟ କରିପାରିଲେନି ଫାଶି ଦେଇ ଆତ୍ମହତ୍ୟା କରିଦେଲେ। କିନ୍ତୁ ମରିବା ପୂର୍ବରୁ ଯୁବକ ଜଣଙ୍କ ସୁଇସାଇଡ୍‌ ନୋଟ୍‌ ଲେଖିବା ସହିତ ଏକ ଭିଡିଓ ମଧ୍ୟ ବନାଛନ୍ତି। ଯୁବକ ଜଣଙ୍କ ମରିବାର କାରଣ ସୁଇସାଇଡ୍‌ ନୋଟ ଏବଂ ସେହି…

ମେଡିକାଲ ଛାତରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା, ମାତ୍ର କିଛି ଦିନ ତଳେ ଜନ୍ମ ଦେଇଥିଲେ ଏକ ପୁତ୍ର ସନ୍ତାନ

ନବରଙ୍ଗପୁର : ସାରା ରାଜ୍ୟର ଚାଞ୍ଚଲ୍ୟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲାରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା । ମୃତ ମହିଳା ହେଲେ କଙ୍ଗାରା ଗାଁର ଜେମା ଭତରା । ୩୧ ତାରିଖରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଆଜି ଜେମା ହଠାତ୍‌ ଉପର ମହଳାରୁ ଡେଇଁ ପଡିଥିଲେ । ଗୁରୁତର ଅବସ୍ଥାରେ…

ନବରଙ୍ଗପୁର: ପ୍ରେମକୁ ମିଳଲାନି ସ୍ୱୀକୃତି, ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ନବରଙ୍ଗପୁର(କେନ୍ୟୁଜ୍): ପ୍ରେମକୁ ମିଳଲାନି ସ୍ୱୀକୃତି। ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଟକି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ପୁଅ ଓ ଝିଅ ଉଭୟ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ଉଭୟଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ। ସେମାନଙ୍କ ପ୍ରେମକୁ…

ଯାଜପୁର: PEO ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଗିରଫ

ଯାଜପୁର ଧର୍ମଶାଳାରେ PEO ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଗିରଫ । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ୍‌ । ମୃତ୍ୟୁ ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଗିରଫ କରାଯାଇଛି । ୧୬ ତାରିଖରେ PEO ଆତ୍ମହତ୍ୟା କରିଥିଲେ । ସରପଞ୍ଚଙ୍କ ଅଫିସରୁ…

ମିଳୁନି କାଠଯୋଡ଼ି ନଦୀକୁ ଡେଇଁଥିବା ଦେବବ୍ରତଙ୍କ ପତ୍ତା, ପହଁରା ଜାଣିଥିବାରୁ କୁଆଡ଼େ ପଳାଇଯାଇଥିବା ସନ୍ଦେହ

କଟକ(କେନ୍ୟୁଜ୍):   କାଠଯୋଡ଼ି ପୋଲରୁ ନଦୀଗର୍ଭକୁ ଡେଇଁଥିବା ଦେବବ୍ରତ ମହାପାତ୍ରଙ୍କ ମିଳିପାରିନି ପତ୍ତା। ଦେବବ୍ରତ ମହାପାତ୍ରଙ୍କୁ ଓଡ୍ରାଫ ଟିମ୍‌ ବହୁ ଖୋଜାଖୋଜି ପରେ ମଧ୍ୟ ପାଇ ପାରି ନାହିଁ। ନଦୀ ଭିତରେ ଓଡ୍ରାଫ ଟିମ ଖୋଜାଖୋଜି କରିଥିବାବେଳେ ନଦୀ କୂଳେ କୂଳେ ଜଗତସିଂହପୁର ପୋଲିସ…

କାଠଯୋଡ଼ି ନଦୀ ଭିତରକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ ଘଟଣା, ଏପର୍ଯ୍ୟନ୍ତ ମିଳୁନି ଯୁବକଙ୍କ ସନ୍ଧାନ

କଟକ(କେନ୍ୟୁଜ୍):  ସ୍ତ୍ରୀ ଓ ଛୁଆ ଆଗରେ କଟକ କାଠଯୋଡ଼ି ନଦୀ ଭିତରକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିଖୋଜ ଯୁବକଙ୍କ ମିଳିନି ସନ୍ଧାନ । ଆଜି ଦ୍ୱିତୀୟ ଦିନରେ ମଧ୍ୟ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। କାଠଯୋଡ଼ିରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ଖୋଜାଖୋଜି ଚଳାଇଛନ୍ତି। କିନ୍ତୁ ଏଯାଏଁ…

ନିଜର ୩ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ମା’, ମଧ୍ୟପ୍ରଦେଶରେ ଘଟିଛି ଏହି ଅଭାବନୀୟ ଘଟଣା

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ମଧ୍ୟପ୍ରଦେଶର ସାଗରରେ ଜଣେ ମହିଳା ନିଜର ୩ ପିଲାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପ୍ରଥମେ ନିଜର ୩ ପିଲାଙ୍କୁ ମାରିବା ପରେ ପରେ ନିଜ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପୋଲିସ୍…

କୋରାପୁଟ : ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ, ସୁଇସାଇଡ ନୋଟ ଜବତ

କୋରାପୁଟ (କେନ୍ୟୁଜ୍) : ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ଯୁବତୀଙ୍କ ନାଁ ପୁଷ୍ପିତା ଜେନା । ସେ ଇଂଜିନିୟରିଂ ପାସ ପରେ ବିଇଡି କରିଥିଲେ । ଲକ୍ଷ୍ମୀପୁର ପୂର୍ତ୍ତ ବିଭାଗରେ କ୍ୟାସିଅର ଭାବେ କାର‌୍ୟ୍ୟରତ କୃପାସିନ୍ଦୁ ଜେନାଙ୍କ ଝିଅ ପୁଷ୍ପିତା ନିଜ ବାସଭବନରେ କେହି ନଥିବା ବେଳେ ଦଉଡ଼ି…

ବାୟୁସେନାର ଅବସରପ୍ରାପ୍ତ ଅଧିକାରୀ ଆହ୍ଲାବାଦର ଏକ ହୋଟେଲରେ କଲେ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟରେ ପି ଚିଦାମ୍ବରମଙ୍କୁ…

ବାୟୁସେନାର ଏକ ରିଟାୟର୍ଡ ଅଧିକାରୀ ବିଜନ ଦାସ ୟୁପିର ଇଲାହାବାଦରେ ଥିବା ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି। ଆସାମରେ ରହୁଥିବା ବିଜନ ଦାସ ୫ ପୃଷ୍ଠାର ଏକ ସୁଇସାଇଡ୍‌ ନୋଟ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଛାଡି ଯାଇଛନ୍ତି। ଆଶ୍ଚର୍ଯ୍ୟର କଥା ଏହା ଯେ ସୁଇସାଇଡ୍‌ ନୋଟରେ ଦେଶର ପୂର୍ବ…