Browsing Tag

sumit tapaswini

ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲା: ମଧ୍ୟସ୍ଥତା ପ୍ରକ୍ରିୟା ସରିଥିବା ବେଳେ ହୋଇପାରିଲାନି ବୁଝାମଣା

କଟକ(କେନ୍ୟୁଜ୍):ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାର ହୋଇପାରିଲାନି ଆପୋସ ସମାଧାନ । ଆଜି ପୁଣି ଦୁହିଁଙ୍କ ମଧ୍ୟରେ ବୁଝାମଣା ବିଫଳ ହୋଇଛି । ମଧ୍ୟସ୍ଥତା ପ୍ରକ୍ରିୟା ସରିଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିନି । କଟକ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ…

ଏକାଠି ହେବେକି ସୁମିତ୍ ଓ ତପସ୍ୱିନୀ? ଆଜି ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହେବ ପାରିବାରିକ ବିବାଦର ଆପୋଷ ସମାଧାନ

କଟକ(କେନ୍ୟୁଜ୍): ଆଜି ହାଇକୋର୍ଟ ଆସିବେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ । ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହେବ ଏହି ପାରିବାରିକ ବିବାଦର ଆପୋଷ ସମାଧାନ। ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ ସମାଧାନ ପାଇଁ ମାର୍ଚ୍ଚ ୩୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ…

ଏପ୍ରିଲ ୯ ତାରିଖରେ ହାଇକୋର୍ଟରେ ହାଜର ହେବେ ସୁମିତ ଓ ତପସ୍ବିନୀ

କଟକ(କେନ୍ୟୁଜ୍):ହାଇକୋର୍ଟରେ ତପସ୍ୱିନୀ। କହିଲେ ସ୍ୱାମୀ କେଉଁଠି ଅଛନ୍ତି ମୁଁ ଜାଣିନି। ହାଇକୋର୍ଟରେ ବହୁଚର୍ଚ୍ଚିତ ବ୍ରହ୍ମପୁର ସୁମିତ ତପସ୍ୱିନୀ ପାରିବାରିକ ବିବାଦ ମାମଲା। ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ପତି ପତ୍ନୀ ଏପ୍ରିଲ ୯ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି…

ବହୁ ଚର୍ଚ୍ଚିତ ବ୍ରହ୍ମପୁର ପାରିବାରିକ ବିବାଦ ମାମଲା: ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବାକୁ ହାଇକୋର୍ଟଙ୍କ…

କଟକ(କେନ୍ଯୁଜ୍): ବହୁ ଚର୍ଚ୍ଚିତ ବ୍ରହ୍ମପୁର ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼। ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଭରଣପୋଷଣ ନେଇ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍‌, SDJM କୋର୍ଟରେ ଡ୍ରାଫ୍ଟ ଆକାରରେ ଜମା କଲେ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍‌। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ତପସ୍ୱିନୀଙ୍କ ଭରଣପୋଷଣ ବାବଦକୁ ୧୭ହଜାର ଟଙ୍କା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ତାଙ୍କ ଓକିଲଙ୍କ ଜରିଆରେ SDJM କୋର୍ଟରେ ଡ୍ରାଫ୍ଟ ଆକାରରେ ଜମା କରିଛନ୍ତି। ପ୍ରଥମେ…

କେବେ ମିଳିବ ୧୭ ହଜାର? ଆଜି ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ପିଟିସନର ହେବ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ ଓ ସୁମିତଙ୍କ ପାରିବାରିକ ବିବାଦ ମାମଲା । ଆଜି ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହେବ ପିଟିସନର ଶୁଣାଣି । ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ପିଟିସନର ଶୁଣାଣି ହେବ । କୋର୍ଟଙ୍କ ଆଦେବଶକୁ ଅବମାନନା କରି ସୁମିତ ମାସିକ ୧୭ ହଜାର ଟଙ୍କା ପୈଠ କରିନଥିବା…

ତପସ୍ୱିନୀ ସୁମିତ ପାରିବାରିକ ମାମଲାରେ ଏସଡିଜେଏମ କୋର୍ଟଙ୍କ ଶୁଣାଣି, ମୂଳ ପିଟିସନର ଶୁଣାଣିକୁ ଆସନ୍ତା ୨୭ ତାରିଖକୁ…

ବ୍ରହ୍ମପୁର(କେନ୍ଯୁଜ୍): ବ୍ରହ୍ମପୁରର ତପସ୍ୱିନୀ ସୁମିତ ପାରିବାରିକ ମାମଲାରେ ଏସଡିଜେଏମ କୋର୍ଟଙ୍କ ଶୁଣାଣି। ଦୁଇଟି ପିଟିସନର ଶୁଣାଣି କରିଛନ୍ତି କୋର୍ଟ। ମୂଳ ପିଟିସନର ଶୁଣାଣିକୁ ଆସନ୍ତା ୨୭ ତାରିଖକୁ ଧାର୍ଯ୍ୟ ହୋଇଛି। ସେହିପରି ମାସିକ ୧୭ ହଜାର ଟଙ୍କା ପ୍ରଦାନ ନେଇ ଆଉ ଏକ ଅଲଗା ପିଟିସନ…

ତପସ୍ୱିନୀ-ସୁମିତଙ୍କ ବିବାଦ କେଉଁ ମୋଡ଼ ନେବ? ଆଜି ବ୍ରହ୍ମପୁର SDJM କୋର୍ଟରେ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍): ଆଗକୁ ତପସ୍ୱିନୀ-ସୁମିତଙ୍କ ବିବାଦ କେଉଁ ମୋଡ଼ ନେଉଛି, ତାରି ଉପରେ ନଜର । ଆଜି ବ୍ରହ୍ମପୁର SDJM କୋର୍ଟରେ ଶୁଣାଣି । ତପସ୍ୱିନୀଙ୍କ ଶାଶୁ ଓ ଜେଜେମା’ଙ୍କ ପକ୍ଷରୁ ଘରୋଇ ହିଂସା ଆଇନରେ ଦାଖଲ ହୋଇଥିବା ମାମଲାର ଆଜି ଶୁଣାଣି ହେବ । ସେହିପରି ରିଲିଫ ପ୍ରଦାନ ନେଇ…