Browsing Tag

superstar prabhas

ରିଲିଜ୍‌ ହେଲା ‘କଲ୍‌କୀ 2898 AD’, ଫିଲ୍ମକୁ ନେଇ ଫ୍ୟାନ୍ସ ଦେଲେ ଭିନ୍ନ ଭିନ୍ନ ପ୍ରତିକ୍ରିୟା

ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ଅଭିନୀତ ‘କଲ୍‌କୀ 2898 AD’ହେଉଛି ୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ । ଏହି ଫିଲ୍ମ ଅନେକ ଦିନ ହେବ ବହୁତ ଚର୍ଚ୍ଚାରେ ରହିଛି । ତେବେ ଏହାର ଜବରଦସ୍ତ ଆଡଭାନ୍ସ ବୁକିଂ ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ଫିଲ୍ମ ‘କଲ୍କୀ 2898…

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି । କିନ୍ତୁ ରିଲିଜ୍‌ ପୂର୍ବରୁ ଫିଲ୍ମକୁ ନେଇ କ୍ରେଜ୍ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଫିଲ୍ମ ବିଷୟରେ ଲୋକଙ୍କ ମଧ୍ୟରେ…

ସାମ୍ନାକୁ ଆସିଲା ଫିଲ୍ମ ‘କଲ୍‌କୀ 2898 AD’ର ଦ୍ୱିତୀୟ ଟ୍ରେଲର, ଦମଦାର ଲୁକ୍‌ରେ ନଜର ଆସିଲେ ପ୍ରଭାସ

ଫିଲ୍ମ ‘କଲ୍‌କୀ 2898 AD’ର ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ଦେଖିବାକୁ ନେଇ ଉତ୍ସାହ ବହୁତ ବଢିଯାଇଛି । ତେବେ ନିର୍ମାତାମାନେ ଫିଲ୍ମକୁ ନେଇ କିଛି ନା କିଛି ପୋଷ୍ଟ ସେୟାର କରିବାକୁ ଲାଗିଛନ୍ତି । ଯେପରି ଟିଜର, ପୋଷ୍ଟର କିମ୍ବା ଟ୍ରେଲର ହେଉ, ନିର୍ମାତାମାନେ ଫିଲ୍ମକୁ ହାଇପିଂ…

କାହିଁକି ଫିଲ୍ମ ‘କଲ୍‌କୀ 2898 AD’ ପ୍ରି-ରିଲିଜ୍ ଇଭେଣ୍ଟରେ ଅଶ୍ୱିନୀ ଦତ୍ତଙ୍କ ପାଦ ଛୁଇଲେ ବିଗ୍‌ ବି,…

ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦିଶା ପାଟାନି ଅଭିନୀତ ଫିଲ୍ମ ‘କଲ୍‌କୀ 2898 AD' ଜୁନ ୨୭ ରେ ସିନେମା ହଲରେ ରିଲିଜ୍‌ ହେବାକୁ ଯାଉଛି । ନିକଟରେ ମୁମ୍ବାଇରେ ଅପ୍‌କମିଂ ଫିଲ୍ମର ଏକ ପ୍ରି-ରିଲିଜ୍ ଇଭେଣ୍ଟ ଆୟୋଜିତ ହୋଇଥିଲା, ଯେଉଁଥିରେ ଫିଲ୍ମର ସମସ୍ତ ଷ୍ଟାର…

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି । ଫ୍ୟାନ୍ସମାନେ ପ୍ରଭାସଙ୍କ ଅଭିନୀତ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି କିଛି ଦିନ ପୂର୍ବରୁ ଫିଲ୍ମରୁ ଷ୍ଟାରମାନଙ୍କର ଅନେକ ଲୁକ୍ ମଧ୍ୟ ସେୟାର…

ସାମ୍ନାକୁ ଆସିଲା ଫିଲ୍ମ ‘କଲ୍କି 2898 AD’ ଟ୍ରେଲରର ରିଲିଜ୍‌ ଡେଟ୍‌, ଭିନ୍ନ ଲୁକ୍‌ରେ ନଜର ଆସିଲେ…

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ 'କଲ୍କି 2898 AD' ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି । ଫ୍ୟାନ୍ସମାନେ ପ୍ରଭାସଙ୍କ ଅଭିନୀତ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି କିଛି ଦିନ ପୂର୍ବରୁ ଫିଲ୍ମରୁ ଷ୍ଟାରମାନଙ୍କର ଅନେକ ଲୁକ୍ ମଧ୍ୟ ସେୟାର…

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କୁ ବିବାହ କରିବାକୁ ଚାହୁଁଛନ୍ତି କୃତି ସାନନ୍‌, ନିଜେ କଲେ ଖୁଲାସା

ଅଭିନେତ୍ରୀ କୃତି ସାନନ୍‌ ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି। ନିକଟରେ ମିମିର ସଫଳତା ପରେ କୃତି ନିଜ ଆଗାମୀ ବିଗ୍‌ ବଜେଟ୍‌ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାମାୟଣ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ରେ କୃତିଙ୍କ ସହ ଲିଡ୍‌ ରୋଲ୍‌ରେ ସାଉଥ୍‌ ସୁପରଷ୍ଟାର ପ୍ରଭାସ…

ଭାଲେଣ୍ଟାଇନ୍ସ ଡେ’ରେ ଫ୍ୟାନ୍‌ଙ୍କୁ ପ୍ରଭାସ ଦେଲେ ସ୍ପେଶାଲ ଗିଫ୍ଟ, ରିଲିଜ୍‌ କଲେ ‘ରାଧେଶ୍ୟାମ୍‌’ର ଟିଜର; ଦେଖନ୍ତୁ…

ସୁପରଷ୍ଟାର ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ରାଧେଶ୍ୟାମ୍‌’ର ଟିଜର ଭାଲେଣ୍ଟାଇନ୍‌ ଡେ’ ଅବସରରେ ରିଲିଜ୍‌ ହୋଇଛି। ଟିଜର ଦେଖିଲେ ଲାଗୁଛି ଯେ ଏହା ଏକ ରୋମାଣ୍ଟିକ୍‌ ଲଭ ଷ୍ଟୋରୀ ଉପରେ ଆଧାରିତ ଫିଲ୍ମ। କିନ୍ତୁ ପ୍ରଭାସ କହିଛନ୍ତି, ସେ ସେହି ରୋମିଓ ନୁହଁନ୍ତି, ଯିଏ ଜୁଲିଏଟ୍‌ ପାଇଁ ଜୀବନ ଦେବେ।…

ପ୍ରଭାସଙ୍କ ଆଉ ଏକ ଧମାକାଦାର ଫିଲ୍ମ ‘ସଲାର୍’ର ଘୋଷଣା, ସାମ୍ନାକୁ ଆସିଲା ଫାଷ୍ଟ ଲୁକ

ସୁପରଷ୍ଟାର ପ୍ରଭାସ ବର୍ତ୍ତମାନ ତାଙ୍କ ନିଜ ଫିଲ୍ମକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି । ଆଦିପୁରୁଷ, ରାଧେ ଶ୍ୟାମ ଏବଂ ଦୀପିକା ପାଦୁକୋନଙ୍କ ସହ ଏକ ସାଇନ୍ସ ଫିକ୍ସନ ଫିଲ୍ମ ପରେ ପ୍ରଭାସ ବର୍ତ୍ତମାନ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ପରବର୍ତ୍ତୀ ଫିଲ୍ମ ସାଇନ କରିଛନ୍ତି । ସୂଚନା ଅନୁଯାୟୀ ଏହି…

ଆସୁଛି ପ୍ରଭାସଙ୍କର ମେଗା ବଜେଟ ଫିଲ୍ମ ଆଦିପୁରୁଷ, ପ୍ରେକ୍ଷାଳୟରେ ଏହିଦିନ ହେବ ରିଲିଜ

ଆଜିକାଲି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ' ଚର୍ଚ୍ଚାରେ ରହିଛି । ଏବେ ଫିଲ୍ମର ରିଲିଜ୍ ତାରିଖ ବି ଘୋଷଣା କରିଦିଆଯାଇଛି । ପ୍ରଭାସଙ୍କ ଏହି ମେଗା ବଜେଟ୍ ଚଳଚ୍ଚିତ୍ର 2022 ମସିହାରେ ମୁକ୍ତିଲାଭ କରିବ ଏନେଇ ପ୍ରଭାସ ନିଜେ ସୂଚନା ଦେଇଛନ୍ତି । ଫିଲ୍ମ ଟାଇଟଲର…