Pregnancy: ଯଦି ଶରୀରରେ ଏହି ଲକ୍ଷଣ ଦେଖା ଦେଉଛି, ତ ଜାଣି ଯାଆନ୍ତୁ ଆପଣ ଗର୍ଭବତୀ!
ଯଦି ଆପଣଙ୍କ ପରିୟଡ୍ ମିସ୍ ହୋଇ ଯାଇଛି ଏବଂ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ, ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି, ତା’ ହେଲେ ଏଠାରେ ଆମେ ଆପଣଙ୍କୁ କିଛି ଲକ୍ଷଣ ବିଷୟରେ କହିବୁ, ଯାହା ନିଶ୍ଚିତ କରିଦେବ ଯେ ଆପଣ ଗର୍ଭବତୀ ଅଛନ୍ତି କି ନାହାନ୍ତି। ଯଦିଓ ପ୍ରେଗନାନ୍ସି ଟେଷ୍ଟରୁ ଏହାର ଚିହ୍ନଟ…