Browsing Tag

talcher news

ସିସିଟିଭି କ୍ୟାମେରାରେ କଏଦ ହେଲା ଏସି ଚୋର, ଛାତକୁ ଚଢ଼ି ଚୋରୀ କରୁଛି ଏସି ପାଇପ୍‌ ଓ ତାର

ତାଳଚେର (କେନ୍ୟୁଜ) : ସିସିଟିଭି କ୍ୟାମେରାରେ ଏସି ଚୋର। ଆପଣ ବି ଯଦି ଏସି ଲଗାଇଛନ୍ତି ତାହେଲେ ସାବଧାନ ହୋଇଯାନ୍ତୁ। ନଚେତ ଆପଣ ବି ଏମିତି ଚୋର ମାନଙ୍କର ଚୋରୀର ଶିକାର ହୋଇପାରନ୍ତି। ଇଏ ଏମିତି ସେମିତି ଚୋର ନୁହେଁ ଏସି ଚୋର। ଦେଖନ୍ତୁ କେମିତି ରାତି ଅଧରେ ଛାତ ଉପରେ ବସି ଏସି ପାଇପ୍‌ ଚୋରୀ…

ତାଳଚେର: ଭୋଗ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ୬ ପେଟି ବିଦେଶୀ ମଦ ଜବତ, ଦୋକାନୀ ଫେରାର୍

ତାଳଚେର: ତାଳଚେର ସହର ଆଇଟିଆଇ ଛକ ନିକଟରେ ଥିବା ଏକ ଭୋଗ ଦୋକାନରୁ ବିପୁଳ ପରିମାଣର ମଦ ଜବତ କରା ଯାଇଛି । କୌଣସି ସୂତ୍ରରୁ ଖବର ପାଇ ତାଳଚେର ଏନଫୋର୍ସମେଣ୍ଟ ଟିମ ଏହି ଭୋଗ ଦୋକାନରେ ଚଢାଉ କରିଥିଲା । ଚଢାଉ ବେଳେ ଦୋକାନରୁ ବିଭିନ୍ନ ବ୍ରାଣ୍ଡର ୬ ପେଟି ବିଦେଶୀ ମଦ ଜବତ କରାଯାଇଥିଲା ।…

ଇଏ ପାର୍କ ନୁହେଁ ହସ୍ପିଟାଲ୍ ! ଏଠାକାର ପରିବେଶ ଦେଖିଲେ ଆପଣ କିଛି ସମୟ ପାଇଁ ପଡିଯିବେ ଦ୍ୱନ୍ଦ୍ୱରେରେ

ତାଳଚେର: କୁହାଯାଏ ଖରାପ ସମୟ ଓ ପରିସ୍ଥିତି ବେଳେ ମଣିଷ ଭଗବାନଙ୍କୁ ମନେ ପକାଇଥାଏ । ସେମିତି ପରିବାରର କେହି ରୋଗରେ ପଡ଼ି ମେଡିକାଲ ଗଲେ ଭଗବାନଙ୍କୁ ମନେ ପକାଇ ନିଜର ଲୋକଟି କେମିତି ଶୀଘ୍ର ଆରୋଗ୍ୟ ହେବାପାଇଁ କାମନା କରିଥାନ୍ତି । ସେଇଥିପାଇଁ ବୋଧହୁଏ ମେଡିକାଲ ପାଖରେ ଭଗବାନଙ୍କ ମନ୍ଦିର…

ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସିଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ତାଳଚେର : ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସିଲା ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଟ୍ରକଟି ଦୃତ ଗତିରେ ତାଳଚେର ପଟୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡିଥିଲା । ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତାଳଚେର ଚମ୍ପାପସି ଭୂତଳ କୋଇଲା ଖଣିରୁ ବାହାରୁଛି ପାଣି

ତାଳଚେର : କୋଇଲା ଖଣିରୁ ବାହାରୁଛି ପାଣି । ତାଳଚେର ଚମ୍ପାପସି ଭୂତଳ କୋଇଲା ଖଣିରୁ ଅନବରତ ପାଣି ବାହାରୁଛି । ଯାହାକୁ ନେଇ ଭୟଭୀତ ସ୍ଥାନୀୟ ଅଞ୍ଚଳର ଲୋକେ । ଏହି କୋଇଲା ଖଣି ୧୫ ବର୍ଷ ହେବ ବନ୍ଦ ରହିଛି । ପାଣି ବାହାରୁ ଥିବାରୁ ମାଟି ଧସିବା ଆଶଙ୍କା ରହିଛି । ବାଲି ଭର୍ତ୍ତି…

ସିସିଟିଭି ପାଇଁ ଧରାପଡିଗଲେ ବୋଲି ରାଗିଗଲେ କୁକୁର ଚୋର, ଘର ଲୋକଙ୍କ ଉପରେ ଆକ୍ରମଣ କରିବା ସହିତ ଜାଳିଦେଲେ କାର୍

ତାଳଚେର: କୁକୁର ଚୋରକୁ ଧରାଇ ଦେଲେ ବୋଲି ଘର ଉପରେ ଆକ୍ରମଣ । ଘର ଉପରେ ରାତି ଅଧରେ ଆକ୍ରମଣ କରିବା ସହ ଗାଡି ମଧ୍ୟ ପୋଡ଼ିଦେଲେ । ଯାହାର ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି  । ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡା ଗାଁର ବାବୁଲି ସାମଲଙ୍କ ପଡୋଶୀ ଘରୁ ଏକ ଦାମୀ ବିଦେଶୀ କୁକୁର ଚୋରି ହୋଇଥିଲା ।…

ବିଚ୍ ବଜାର ଉପରେ ସ୍ବାମୀକୁ ଘୋଷାଡି ଘୋଷାଡି ମାଡ଼ ମାରିଲା ସ୍ତ୍ରୀ, ଭାଇରାଲ୍ ହେଉଛି ଭିଡିଓ

ତାଳଚେର: ବିଚ ବଜାର ଉପରେ ସ୍ବାମୀକୁ ସ୍ତ୍ରୀର ମାଡ଼ । ସ୍ତ୍ରୀକୁ ପାଖରେ ନ ରଖିବାରୁ ସ୍ୱାମୀକୁ ଘୋଷାଡି ଘୋଷାଡି ମାରୁଛି ସ୍ତ୍ରୀ । ଯାହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି ହେଉଛି  ତାଳଚେର ଶର୍ମା ଛକର । ସହର ମଝିରେ ସ୍ୱାମୀକୁ ନିର୍ଦ୍ଧୁମ ପିଟିଛି ସ୍ତ୍ରୀ । ସ୍ୱାମୀ…

ଅଟକିଲା ତାଳଚେର ସାର କାରଖାନା ନିର୍ମାଣ କାମ, ଚୀନ୍‌ ୱାହାନ ଇଞ୍ଜିନିୟରିଂ କମ୍ପାନୀ ଉପରେ ଲାଗିଲା ରୋକ୍‌

ତାଳଚେର: ଅଟକିଲା ତାଳଚେର ସାର କାରଖାନା ନିର୍ମାଣ କାମ । ଚାଇନାର ଏକ କର୍ମାନୀକୁ ଦିଆଯାଇଥିବା ତାଳଚେର ସାର କାରଖାନା କାର୍ଯ୍ୟ ଏବେ ବନ୍ଦ । କାରଖାନା ପାଇଁ କାମ ପାଇଥିବା ଚୀନ୍‌ ୱାହାନ ଇଞ୍ଜିନିୟରିଂ କମ୍ପାନୀ ଉପରେ ଲାଗିଲା ରୋକ୍‌ । ସୂଚନା ଅନୁଯାୟୀ, ବର୍ତ୍ତମାନ ସୀମାନ୍ତରେ ଭାରତ-ଚୀନ୍‌…