Below header
Browsing Tag

tangy and tasty

ଆଜି ହିଁ ଘରେ ବନାନ୍ତୁ ଟେଷ୍ଟି ଫ୍ରାଏଡ୍ ଆଳୁ ଚାଟ୍, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ବେଳେ ବେଳେ ସନ୍ଧ୍ୟା ସମୟରେ କିଛି ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ । କିନ୍ତୁ ସବୁବେଳେ ବାହାରୁ ଖାଇବା ଦେହ ପାଇଁ ଭଲ ହୋଇନଥାଏ । ଆପଣ ଚାହିଁଲେ ଘରେ ଚଟପଟା ଫ୍ରାଏଡ୍ ଆଳୁ ଚାଟ୍ ତିଆରି କରି ଖାଇପାରିବେ । ଏହା ଖୁବ ସ୍ୱାଦିଷ୍ଟ ହେବା ସହ ତିଆରି କରିବାକୁ ବି ବହୁତ ସହଜ ହୋଇଥାଏ । ଆସନ୍ତୁ…

ଶୀତଦିନେ ଘରେ ବନାନ୍ତୁ ମନ୍‌ଚାଓ ସୁପ୍, ସ୍ୱାଦ ଏକଦମ ଲାଜବାବ୍

ଶୀତଦିନେ ସମସ୍ତଙ୍କୁ କିଛି ନା କିଛି ଗରମ ଜିନିଷ ଖାଇବାକୁ କିମ୍ବା ପିଇବାକୁ ଇଚ୍ଛା ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଗରମା ଗରମ ମନ୍‌ଚାଓ ସୁପ୍ ରେସିପି ନେଇଆସିଛୁ । ସାଧାରଣତଃ ସୁପ୍ ପିଇବା ପାଇଁ ସମସ୍ତେ ରେସ୍ତୋରାଁକୁ ଯାଇଥାନ୍ତି । କିନ୍ତୁ ସବୁବେଳେ ବାହାରୁ ଖାଇବା ଆମ…

କେବେ ପ୍ରସ୍ତୁତ କରିଛନ୍ତି କି ପୁଦିନା ଆଳୁ ରେସିପି, ଚଟାପଟ୍ ହେବା ସହିତ ଖାଇବାକୁ ମଧ୍ୟ ଟେଷ୍ଟି

କରୋନା ସଂକ୍ରମଣ ବଢିବା ଯୋଗୁଁ ସରକାର ଲକଡାଉନ ଘୋଷଣା କରିଛନ୍ତି। ତେଣୁ ଲୋକେ ଘରେ ବସି ବସି ବିରକ୍ତି ହୋଇଗଲେଣି। ଏମିତିରେ ଘର ନୂଆ ନୂଆ ସବୁ ରେସିପି କରିବାରେ ଅଧିକାଂଶ ଲୋକ ବ୍ଯସ୍ତ ରହିଛନ୍ତି। ଆଉ ଏହି କରୋନା କାଳରେ ଇମ୍ଯୁନିଷ୍ଟ ବୁଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ଯ ଖାଇବାକୁ…