Below header
Browsing Tag

tech news

୧୦ ହଜାର ଟଙ୍କାରେ ମାର୍କେଟକୁ ଆସୁଛି ମୋଟରୋଲା ଫାଷ୍ଟ ଚାର୍ଜିଂ ଏବଂ ପାୱାର ପ୍ରୋସେସର୍  ଫୋନ୍, ଜାଣନ୍ତୁ ଫିଚର୍

ଆଜିର ଦୁନିଆରେ ସବୁ କାମ ସ୍ମାର୍ଟ୍ ଫୋନ୍ ଦ୍ଵାରା ହିଁ ହେଉଛି। ଯେଉଁଥିପାଇଁ କିଛି ଗ୍ରାହକ ଅଧିକ ଚାର୍ଜ ରଖିବା ପରି ଫୋନ୍ କିଣିବାକୁ ପସନ୍ଦ କରୁଛନ୍ତି। ତେବେ ଆପଣ ଯଦି ସେହି ପରି ଫୋନ୍ କିଣିବାକୁ ଇଚ୍ଛା ରଖିଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ଆପଣା ଏବେ ନୂଆ ମୋଟରୋଲା ଫୋନ୍…

ଉବନ୍ ଲଞ୍ଚ କଲା ଟଚ୍ ସପୋର୍ଟ ସହିତ ପ୍ରଥମ ନେକବ୍ୟାଣ୍ଡ, ୩୦ ଘଣ୍ଟା ଚାଲିବ ବ୍ୟାଟେରୀ

ଯଦି ଆପଣ ବର୍ତ୍ତମାନ ବ୍ଲୁତୁଥ କିଣିବାକୁ ଇଚ୍ଛା ରଖିଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ଆପଣ ଏବେ କିଣିପାରିବେ UBON ଟଚ୍ କଣ୍ଟ୍ରୋଲ ସହିତ CL-110 ନାମକ ବ୍ଲୁତୁଥ। କାରଣ ଏହା ଆପଣଙ୍କୁ ପ୍ରାୟ ୩୦ ଘଣ୍ଟାର ବ୍ୟାଟେରୀ ସୁବିଧା ଦେବ। ଘରୋଇ କମ୍ପାନୀ ଉବନ୍ ପ୍ରତ୍ୟେକ ଥର କିଛି ନୂଆ…

ଟ୍ୟାବଲେଟ୍ ମାର୍କେଟରେ apple କୁ ପଛରେ ପକାଇଲା SAMSUNG, ସାମସଙ୍ଗର ମାର୍କେଟ ସେୟାର ଏବେ ୪୦ ପ୍ରତିଶତ

Apple କମ୍ପାନୀର ସବୁ ପ୍ରଡକ୍ଟ ଭଲ ଭାବେ ବିକ୍ରି ହେଉଥିଲା। ଏମିତିକି ଆପଲ୍ ଭାରତୀୟ ବଜାରରେ ଟ୍ୟାବଲେଟ୍ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲା କିନ୍ତୁ ବର୍ତ୍ତମାନ ଟର୍ନ୍ ହୋଇଗଲା ଆପଲ କମ୍ପାନୀର ଭାଗ୍ୟ । ଭାରତୀୟ ବଜାରରେ ଆପଲର ଆଇପ୍ୟାଡ୍, ଆଇପ୍ୟାଡ୍ ମିନି, ଆଇପ୍ୟାଡ୍ ଏୟାର ଏବଂ ଆଇପ୍ୟାଡ୍…

ଇନଷ୍ଟାଗ୍ରାମ ପ୍ରୋଫାଇଲକୁ କଷ୍ଟମାଇଜ୍ କରିବାରେ ସାହାଯ୍ୟ କରିବ ନୂଆ ଫିଚର୍

ବର୍ତ୍ତମାନ ନୂଆ ନୂଆ ଫିଚର୍ ସବୁ ସୋସିଆଲ ମିଡ଼ିଆ ଆପରେ ଆସୁଛି। ଯାହାକି ଉପଭୋକ୍ତାମାନଙ୍କୁ ସୁଯୋଗ ଦେଉଛି କ୍ରିଏଟିଭିଟି ପୋଷ୍ଟ କରିବା ପାଇଁ। ଏବେ ପୁଣି ଇନଷ୍ଟାଗ୍ରାମ ହୋଇଛି ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ । ନୂଆ ଫିଚର୍ ଆସିବ ଇନଷ୍ଟାଗ୍ରାମରେ, ଯାହା ପ୍ରୋଫାଇଲ ପାଇଁ ରହିବ।…

ଜିଓର ଏହି ଶସ୍ତା ପ୍ଲାନରେ ମିଳିବ 30GB ଜିବି ଡାଟା, ଜାଣନ୍ତୁ ଅଫର୍

ପ୍ରାୟ ସମସ୍ତ ଗ୍ରାହକ ଚାହାନ୍ତି କମ୍ ଟଙ୍କାର ଅଧିକ ଡାଟା। ଯାହାକି ତାଙ୍କୁ ଭଲ ପ୍ଲାନରେ ମିଳିବ। କାରଣ ବର୍ତ୍ତମାନ ଇଣ୍ଟରନେଟ ଯୁଗରେ ସବୁ କାମ ଫୋନ୍ ମାଧ୍ୟମରେ ହେଉଛି ଇଣ୍ଟରନେଟ ସାହାଯ୍ୟରେ। ତେଣୁ ଜିଓ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଭଲ ଅଫର୍। JioFi ର ୨୪୯ ଟଙ୍କା ଯୋଜନାରେ ସମୁଦାୟ…

ହ୍ୱାଟ୍ସଆପରେ ଆସିବ ନୂଆ ଫିଚର୍, ଏକା ସାଙ୍ଗରେ ଭଏସ୍ କଲରେ କଥା ହୋଇପାରିବେ ୩୨ ଜଣ ଲୋକ

ହ୍ୱାଟ୍ସଆପ ଦିନକୁ ଦିନ ନୂଆ ନୂଆ ଫିଚର୍ ସବୁ ଲଞ୍ଚ କରୁଛି। ଯାହା ପାଇଁ ହ୍ୱାଟ୍ସଆପ ନିଜ ଉପଭୋକ୍ତାଙ୍କୁ ଭଲ ସୁବିଧା ମଧ୍ୟ ପ୍ରଦାନ କରୁଛି। ବର୍ତ୍ତମାନ ପୁଣି ଏହି ଆପ୍ ଆଣିବାକୁ ଯାଉଛି ଆଉ ଏକ ଦମଦାର ଫିଚର୍। ହ୍ୱାଟ୍ସଆପ୍ ଗୋଷ୍ଠୀର ସଦସ୍ୟଙ୍କ ସଂଖ୍ୟା ୨୫୬ ରେ ସୀମିତ ଥିଲା, କିନ୍ତୁ…

ମେଟାଭର୍ସରେ ୨୧ ବର୍ଷୀୟା ଯୁବତୀଙ୍କ ସହ ଭର୍ଚୁଆଲି ଦୁଷ୍କର୍ମ! ମେଟା କହିଲା, ଯୁବତୀ ବ୍ୟବହାର କରି ନାହାନ୍ତି ସେଫ୍ଟି…

ମେଟା (Meta)ର ଭର୍ଚୁଆଲ୍ ୱାର୍ଲ୍ଡ ମେଟାଭର୍ସ ଅର୍ଥାତ୍ ହୋରାଇଜନ୍‌ ୱାର୍ଲ୍ଡସ୍ ବିବାଦ ଘେରକୁ ଆସିଛି। ଏହି ଭର୍ଚୁଆଲ୍ ଓ୍ଵାର୍ଲ୍ଡରେ ଜଣେ ଯୁବତୀ ଜଣେ ଅଜଣା ବ୍ୟକ୍ତିଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇଛନ୍ତି। ଯୁବତୀଙ୍କ କହିବା ହେଲା, ମେଟାଭର୍ସର ଭର୍ଚୁଆଲ୍ ଦୁନିଆରେ ତାଙ୍କ ଚରିତ୍ର ସହିତ…

ଟାଇପୋଗ୍ରାଫି ସହିତ ବ୍ରାଇଟ ଆଇକନ୍ ଆଣିଲା ଇନଷ୍ଟାଗ୍ରାମ, ଏବେ ବ୍ୟବହାର କରିବା ହେବ ଆହୁରି ସହଜ

ଆଜିର ଦୁନିଆରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆ ବ୍ୟବହାର କରନ୍ତି। ଏଥିରେ ଯୁବଗୋଷ୍ଠିଙ୍କ ସବୁଠାରୁ ପ୍ରିୟ ଫଟୋ ସେୟାର୍ ଆପ୍ ହେଉଛି ଇନଷ୍ଟାଗ୍ରାମ। ଯେଉଁଥିରେ ଉପଭୋକ୍ତାମାନେ ଅନେକ ଫିଚର୍ ପାଆନ୍ତି। କମ୍ପାନୀ ଏହାର ଉପଭୋକ୍ତାମାନଙ୍କ ପାଇଁ ପ୍ରତିଦିନ କିଛି କିଛି ନୂଆ ଫିଚର୍…

ଭାରତରେ ଲଞ୍ଚ ହେଲା ୨ ଟି ନୂଆ ଇଲେକ୍ଟ୍ରିକ୍ ସ୍କୁଟର: 220KM ଦେବ ମାଇଲେଜ୍, ଜାଣନ୍ତୁ ଫିଚର୍

ଗାଡ଼ି ଚାଳକ ସବୁବେଳେ ଚାହାଁନ୍ତି ଭଲ ମାଇଲେଜ୍ ଥିବା ଗାଡ଼ି କିଣିବାକୁ। ଯାହାଦ୍ଵାରା ପେଟ୍ରୋଲ ମଧ୍ୟ କମ୍ ଖର୍ଚ୍ଚ ହେବ। କୋମାକି କମ୍ପାନୀ ଭାରତରେ ଦୁଇଟି ନୂତନ ଇଲେକ୍ଟ୍ରିକ୍ ସ୍କୁଟର କୋମାକି DT 3000 ଏବଂ କୋମାକି LY ଲଞ୍ଚ କରିଛି। କୋମାକି DT 3000 ର ମୂଲ୍ୟ ରହିଛି ୧ ଲକ୍ଷ ୨୨ ହଜାର…

ଭଏସ୍ କଣ୍ଟ୍ରୋଲ୍ ସହିତ ୫ ମିନିଟ୍ ଚାର୍ଜରେ ୩୫ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଇୟରବଡ୍, ଜାଣନ୍ତୁ ସଂପୂର୍ଣ୍ଣ ଫିଚର୍

ବର୍ତ୍ତମାନ ମାର୍କେଟରେ ନୂଆ ନୂଆ ଫୋନ୍, ଇୟରବଡ୍ ସହିତ ଅନେକ ଡିଭାଇସ୍ ଲଞ୍ଚ ହେଉଛି। ତେବେ ବୋଟ ଭାରତରେ ଏକ ସୁଲଭ ମୂଲ୍ୟର ଏକ ନୂଆ ଏୟାରଡପ୍ସ ଇୟରବଡ ଲଞ୍ଚ କରିଛି, ଯାହାର ମୂଲ୍ୟ ୨୦୦୦ ଟଙ୍କାରୁ ମଧ୍ୟ କମ୍ ରହିଛି। ଏହି ଏୟାରଡପ୍ସ ମେ ୨୭ ତାରିଖରୁ ଆମାଜନରେ ବିକ୍ରି ପାଇଁ ଉପଲବ୍ଧ ହେବ। ତେଣୁ…

ଜାଣନ୍ତୁ ବ୍ଲୁଟୁଥ୍ କ’ଣ ଏବଂ ଏହା କିପରି କାମ କରେ

ଦିନକୁ ଦିନ ସ୍ମାର୍ଟଫୋନ ବ୍ୟବହାର ବଢୁଛି। ଏହା ସହ ଫୋନ୍ ସହ ସଂଯୋଗ ହେବା ପାଇଁ ମଧ୍ୟ ନୂଆ ନୂଆ ଡିଭାଇସ୍ ତିଆରି ହେଉଛି। ପୁଣି ସେହି ଡିଭାଇସ୍ ମଧ୍ୟରୁ ସମସ୍ତେ ବ୍ଲୁଟୁଥ୍ ବିଷୟରେ ଜାଣିଛନ୍ତି। ଯାହାକି ଏବେ ଅନେକ ସମୟରେ ଆପଣ ବ୍ଯବହାର କରୁଥିବେ। କହିବାକୁ ଗଲେ ଏହା ସ୍ମାର୍ଟଫୋନର ଏପରି ଏକ…

ଭାରତୀୟ ମାର୍କେଟରେ ଲଞ୍ଚ ହେଲା 6000mAh ବ୍ୟାଟେରୀ ପାୱାର ଥିବା ସ୍ମାର୍ଟଫୋନ, ମୂଲ୍ୟ ରହିଛି ବହୁତ କମ୍

ଯଦି ଆପଣ ଅଧିକ ସମୟ ଫୋନ୍ ବ୍ୟବହାର କରୁଛନ୍ତି ଓ ଆପଣଙ୍କ ବ୍ୟାଟେରୀ ଜଲଦି ସରି ଯାଉଛି। ତେବେ ଆଉ ଚିନ୍ତା କରିବାର ନାହିଁ। କାରଣ ବର୍ତ୍ତମାନ ମାର୍କେଟରେ ଲଞ୍ଚ ହୋଇଛି ୬୦୦୦ ବ୍ୟାଟେରୀ ପାୱାର ଥିବା ସ୍ମାର୍ଟଫୋନ। ଏହି ଫୋନର ମୂଲ୍ୟ ରହିଛି ମାତ୍ର ୮ ହଜାର ୪୯୯ ଟଙ୍କା। ଏହି ଫୋନ୍ ହେଉଛି…