Browsing Tag

telecom

ସିମ୍‌ କାର୍ଡ ପାଇଁ ବଦଳିଲା ନିୟମ, ୯ରୁ ଅଧିକ ସିମ୍‌ ଥିଲେ ଦେବାକୁ ପଡ଼ିବ ଜରିମାନା

ନୂଆ ଟେଲିକମ୍ ଆକ୍ଟ ୨୦୨୩ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ନୂଆ ଟେଲିକମ୍ ଆକ୍ଟରେ ସିମ୍ କାର୍ଡ କିଣିବା ଠାରୁ ଆରମ୍ଭ କରି ନକଲି କନେକ୍ସନ ଏବଂ କଲ୍ ଟ୍ୟାପିଂ ଉପରେ କଡା ବ୍ୟବସ୍ଥା କରାଯିବ । ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ଲୋକସଭାରେ ନୂଆ ଟେଲିକମ୍ ବିଲ୍ ଆଗତ କରିଥିଲେ । ଏହି…

ମୋବାଇଲକୁ ଏମରଜେନ୍ସୀ ଆଲର୍ଟ ଆସିବା ଉପରେ ସ୍ପଷ୍ଟୀକରଣରେ ଟେଲିକମ୍ ବିଭାଗ: ୯୯ ପ୍ରତିଶତ ପରୀକ୍ଷଣ ସଫଳ ହେଇଛି

କେନ୍ୟୁଜ୍(ବ୍ୟୁରୋ): ବିପର୍ଯ୍ୟୟ ଆସିବା ପୂର୍ବରୁ ଆପଣଙ୍କ ପାଖରେ ପହଞ୍ଚିବ ଜରୁରୀ ସୂଚନା । ଫୋନକୁ ଆସିବ ଟେଲିକମ୍ ବିଭାଗ ପକ୍ଷରୁ ମେସେଜ୍ । ଆଜି କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ପରୀକ୍ଷାମୂଳକ ଭାବରେ ଏଭଳି ବାର୍ତ୍ତା କରାଯାଇଛି । ଯାହାକି ଯୋଜନାବଦ୍ଧ ପରୀକ୍ଷା ପ୍ରକ୍ରିୟାର ଏକ ଅଂଶ ।…

ଜାଣନ୍ତୁ କାହିଁକି ଗୋଟିଏ ପାଖରୁ କଟା ହୋଇଥାଏ ସିମ କାର୍ଡ

ଆପଣମାନେ ସମସ୍ତେ ଫୋନ୍ ବ୍ୟବହାର କରୁଥିବେ ନିଶ୍ଚିତ। ଫୋନରେ ବିଭିନ୍ନ ପ୍ରକାର ସିମ ମଧ୍ୟ ରହୁଛି। ଆଜିର ଆଧୁନିକ ଦୁନିଆରେ ଆମ ସମସ୍ତଙ୍କ ପାଇଁ ସ୍ମାର୍ଟଫୋନ୍ ମୋବାଇଲ୍ ଫୋନ୍ ଆସିବା ପରେ ଦେଶ, ବିଶ୍ୱ ଏବଂ ସମାଜରେ ଏକ ବଡ ପରିବର୍ତ୍ତନ ଦେଖାଯାଉଛି। ପୁଣି ଏହି ସିମ କାର୍ଡରେ ମଧ୍ୟ ଅନେକ…

ନୂଆ ବର୍ଷରୁ ଆସୁଛି ନୂଆ ନିୟମ, ଏବେ ଲ୍ୟାଣ୍ଡଲାଇନରୁ କଲ କଲେ ପ୍ରଥମେ ଡାଏଲ କରିବାକୁ ପଡିବ ଜିରୋ

ସାରା ଦେଶରେ ଏବେ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନକୁ କଲ କରିବା ପାଇଁ ଗ୍ରାହକଙ୍କ ପାଇଁ ଜାନୁଆରୀ 1 ରୁ ନମ୍ବର ପୂର୍ବରୁ ଶୂନ୍ୟ ଲଗାଇବା ବାଧ୍ୟତାମୂଳକ ହେବ । ଦୂରସଞ୍ଚାର ବିଭାଗ ଏନେଇ TRAI ର ପ୍ରସ୍ତାବକୁ ଗ୍ରହଣ କରିଛି । ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଏହିପରି କଲ୍ ପାଇଁ 29…

ଏବେ ଫୋନ ଲଗାଇବା ପୂର୍ବରୁ କରିବାକୁ ହେବ ଏହି କାମ, ବଦଳିଯିବ ସମସ୍ତଙ୍କ ମୋବାଇଲ ନମ୍ବର

କିଛିଦିନ ହେଲା ଫୋନ ନମ୍ବରିଂ ସ୍କିମକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି । ଟେଲିକମ ରେଗ୍ଯୁଲେଟରୀ ଅଫ୍ ଇଣ୍ଡିଆ (TRAI) ନିକଟରେ ଦେଶରେ ୧୧ ଅଙ୍କ ଥିବା ମୋବାଇଲ ନମ୍ବର ବ୍ଯବହାର କରିବା ପାଇଁ ଏକ ପ୍ରସ୍ତାବ ଦେଇଥିଲା । କାରଣ ଟ୍ରାଇର କହିବା ଅନୁଯାୟୀ ୧୦ ଅଙ୍କ ବିଶିଷ୍ଟ ନମ୍ବରକୁ ୧୧…