Below header
Browsing Tag

telengana

କୂଅରୁ ମିଳିଲା ୯ଟି ଶବ, ପ୍ରବାସୀ ଶ୍ରମିକ କରିଛନ୍ତି ଆତ୍ମହତ୍ୟା ନା ହୋଇଛି ହତ୍ୟା !

ତେଲେଙ୍ଗାନାର ବାରଙ୍ଗଲ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଫ୍ୟାକ୍ଟ୍ରି ପାଖରେ ଥିବା କୂଅରୁ ଏକାସାଙ୍ଗରେ ୯ଟି ଶବ ମିଳିଛି। ଗତକାଲି ଏହି କୂଅରୁ ୪ଟି ଶବ ମିଳିଥିବା ବେଳେ ଆଜି ଆଉ ପାଞ୍ଚଟି ଶବ ମିଳିଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ…

କରୋନା ବନାମ ଭୋକ ଲଢେଇ : ୧୦୦ କିମି ଚାଲିଆସିବା ପରେ ଘରଠାରୁ ମାତ୍ର ୧୪ କିମି ବାଟରେ ଚାଲିଗଲା ବାଳିକାର ଜୀବନ

ମହାମାରୀ କରୋନା ଯୋଗୁଁ ସାରା ଦେଶରେ ଲକଡାଉନ ଚାଲିଛି । ରୋଗ କବଳରୁ ଲୋକଙ୍କୁ ବଞ୍ଚାଇବା ପାଇଁ ସରକାର ଲକଡାଉନ ଘୋଷଣା କରିଥିବାରୁ ସମସ୍ତେ ହାତବନ୍ଧି ବସିଛନ୍ତି । ଏହି କାରଣରୁ ଅନେକ ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକ ଜୀବନଜୀବିକା ହରାଇଛନ୍ତି । ବଡ ସହରରେ ରହୁଥିବା ଲୋକେ ନିଜ ଗ୍ରାମକୁ…

ତେଲେଙ୍ଗାନାରେ ୧୪ ଏପ୍ରିଲ ପରେ ପୁଣି ଦୁଇ ସପ୍ତାହ ଲକଡାଉନ ବୃଦ୍ଧି, ସିଏମ୍‍ଓ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା

ମହାମାରୀ କରୋନା ସମଗ୍ର ବିଶ୍ୱରେ ତାଣ୍ଡବ ରହିବାରେ ଲାଗିଛି । ଏଥିପାଇଁ ବିଶ୍ୱର ସବୁ ଦେଶରେ ଅନେକ ଲୋକଙ୍କର ପ୍ରାଣ ଯାଇଥିବା ବେଳେ ଲକ୍ଷାଧିକ ଆକ୍ରାନ୍ତ ରହିଛନ୍ତି । ଏଥିପାଇଁ ସମଗ୍ର ଭାରତରେ ଲକ୍‍ଡାଉନ ୨୧ଦିନ ପର୍ଯ୍ୟନ୍ତ ଅର୍ଥାତ୍‍ ଏପ୍ରିଲ ୧୪ ତାରିଖ ଯାଏଁ ଲାଗୁ କରାଯାଇଛି । କିନ୍ତୁ…

ତେଲେଙ୍ଗାନାରେ ଆଉ ଏକ ଅନର କିଲିଂ, ଦଳିତଙ୍କୁ ବିବାହ କରିବାରୁ ବାପା କାଟିଲେ ଝିଅର ହାତ

ତେଲେଙ୍ଗାନା : ଦଳିତ ଜ୍ବାଇଁଙ୍କୁ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ସାମ୍ନାରେ ହତ୍ଯା କରିବା ଘଟଣା ସାରା ଦେଶରେ ଦୋହଲାଇ ଥିବା ବେଳେ ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାଠାରେ। ମିଥ୍ଯା ମାନସମ୍ନାନ ପାଇଁ ନିଜର ଝିଅ ଏବଂ ଜ୍ବାଇଁ ଉପରେ ବିଚ୍ ରାସ୍ତା ଉପରେ ଆକ୍ରମଣ କରିଥିଲେ।…

ଜ୍ବାଇଁକୁ ମାରିବା ପାଇଁ ୧କୋଟିର ସୁପାରି, ତେଲେଙ୍ଗାନା ଅନର କିଲିଂ ଉପରୁ ଉଠିଲା ପରଦା

ତେଲେଙ୍ଗାନାରେ ହୋଇଥିବା ଅନର କିଲିଂର ମୁଖ୍ଯ ଅଭିଯୁକ୍ତକୁ  ବିହାର ସମସ୍ତିପୁରରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ କିଛି ଗୁଜୁରାତର ପୂର୍ବ ଗୃହମନ୍ତ୍ରୀ ହରେନ୍ ପାଣ୍ଡିଆଙ୍କ ହତ୍ଯା ମାମଲାରେ ଜାମିନ ହୋଇଥିବା ଜଣାପଡ଼ିଛି। ଘଟଣାରେ ପୋଲିସ ୮ଜଣ ଅଭିଯୁକ୍ତଙ୍କୁ ଗିରଫ…

ତେଲେଙ୍ଗାନାରେ କଂଗ୍ରେସ ଓ ଟିଡିପି ମହାମେଣ୍ଟ, ଆସନ ବୁଝାମଣା ଲାଗି ଦୁଇ ଦଳ ମଧ୍ୟରେ କଥାବାର୍ତ୍ତା

ତେଲେଙ୍ଗାନା(କେନ୍ଯୁଜ୍) : ତେଲେଙ୍ଗାନାରେ କଂଗ୍ରେସ ଓ ଟିଡିପି ମହାମେଣ୍ଟ ଯୋଜନା । ଏପରିକି ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଲାଗି ଦୁଇ ଦଳ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଛି । ସିପିଆଇ ମଧ୍ୟ ମହାମେଣ୍ଟର ସହଯୋଗୀ ଦଳ ହେବ । ଗତକାଲି ତେଲେଙ୍ଗାନା ପ୍ରଦେଶ ମୁଖ୍ୟ ତେଲେଙ୍ଗାନା ଜନ…