Browsing Tag

temple reopen

ଭୁବନେଶ୍ବରରେ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧର୍ମାନୁଷ୍ଠାନ: କୋଭିଡ କଟକଣାରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ବର(କେନ୍ୟୁଜ୍): କୋଭିଡ କଟକଣାରେ ଆଜିଠୁ ରାଜଧାନୀରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧର୍ମାନୁଷ୍ଠାନ । ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରା ଖୋଲିଛି । କୋଭିଡ କଟକଣାରେ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। କୋଭିଡ ଟିକାର ଦୁଇ ଡୋଜ ନେଇଥିବା ବ୍ୟକ୍ତି କେବଳ ଧର୍ମାନୁଷ୍ଠାନ ପରିସରକୁ…

ଆଜିଠାରୁ ଖୋଲିଲା ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ, ସଂକ୍ରମଣ କମିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଗଲା…

ଯାଜପୁର(କେନ୍ଯୁଜ୍): ଆଜିଠାରୁ ଖୋଲିଲା ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ। ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମନ୍ଦିରକୁ ପ୍ରବେଶ ସମୟରେ ଶ୍ରଦ୍ଧାଳୁମାନେ ମାସ୍କ ପିନ୍ଧିବା ଓ ସାନିଟାଇଜ୍‌ ବ୍ୟବହାର କରିବା…

କୋଭିଡ୍‌ କଟକଣା ଭିତରେ ଆଜିଠୁ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ, କେବଳ ଡବଲ ଡୋଜ୍‌ ଟିକା ନେଇଥିବା…

ଭୁବନେଶ୍ୱର(କେନ୍ଯୁଜ୍): କୋଭିଡ୍‌ କଟକଣା ଭିତରେ ମନ୍ଦିର ମାଳିନୀ ଭୁବନେଶ୍ୱରରେ ଆଜିଠୁ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ। କେବଳ ଡବଲ ଡୋଜ୍‌ ଟିକା ନେଇଥିବା ଭକ୍ତଙ୍କୁ ଧର୍ମାନୁଷ୍ଠାନକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏକାଥରକେ ୨୫ଜଣ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ସମସ୍ତେ କୋଭିଡ୍‌…

ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ବିରଜା

ଯାଜପୁର(କେନ୍ଯୁଜ୍): ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ବିରଜା। ଅଗଷ୍ଟ ଅନ୍‌ଲକ୍‌ ଆରମ୍ଭ ହେବା ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିଛି। କରୋନା କଟକଣା ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ମନ୍ଦିର ଦୀର୍ଘଦିନ ବନ୍ଦ…

ଆଜିଠୁ ପୁରୀରେ ଖୋଲିଛି ସମସ୍ତ ମନ୍ଦିର, ହେଲେ ଖୋଲିବ ନାହିଁ ଶ୍ରୀମନ୍ଦିର

ପୁରୀ(କେନ୍ଯୁଜ୍): ଆଜିଠୁ ପୁରୀରେ ଖୋଲିଛି ସମସ୍ତ ମନ୍ଦିର । ହେଲେ ଶ୍ରୀମନ୍ଦିର ଖୋଲିବ ନାହିଁ । ଜିଲ୍ଲାରେ ଥିବା ସମସ୍ତ ମସ୍‌ଜିଦ, ଚର୍ଚ, ଗୁରୁଦ୍ୱାର, ମଠ, ଆଶ୍ରମ, ଗୁରୁକୁଳ ଆଦି ଖୋଲିଛି । ସପ୍ତାହରେ ୫ ଦିନ ସକାଳ ୬ଟାରୁ ରାତି ୮ ଯାଏ ଖୋଲିବାକୁ ଅନୁମତି ମିଳିଛି । କେବଳ ପୁରୀ ସହରକୁ…

ଆଜିଠୁ ଖୋଲିଲା ଖୋର୍ଦ୍ଧା ସବଡିଭିଜନର ସମସ୍ତ ଧର୍ମାନୁଷ୍ଠାନ : ଜାଣନ୍ତୁ ଦର୍ଶନ ପାଇଁ କ’ଣ ରହିଛି କଟକଣା

ଟାଙ୍ଗୀ(କେନ୍ୟୁଜ୍): ଖୋରଧା ଜିଲ୍ଲା ପ୍ରଶାସନ ଅନୁମତି କ୍ରମେ  ଆଜିଠାରୁ  ଖୋର୍ଦ୍ଧା ସବଡିଭିଜନର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ଟାଙ୍ଗୀ ବ୍ଲକ୍ ସ୍ଥିତ ମା ଉଗ୍ରତାର ପୀଠ, ଟାଙ୍ଗୀ ଲୋକନାଥ, ବେଲୁଙ୍କେଶ୍ୱର,ଚିଲିକା ବ୍ଲକ୍ ସ୍ଥିତ ରାଜ ପ୍ରତିଷ୍ଠିତ ବାବା…

ରାଜଧାନୀରେ ଆସନ୍ତା ୩ ତାରିଖରେ ଖୋଲିବ ପ୍ରତ୍ୟେକ ମନ୍ଦିର, ବଡ଼ଦିନରେ ଖୋଲିବ ସମସ୍ତ ଚର୍ଚ୍ଚ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀବସୀଙ୍କ ପାଇଁ ଖୁସି ଖବର। ଆସନ୍ତା ୩ ତାରିଖରେ ଖୋଲିବ ପ୍ରତ୍ୟେକ ମନ୍ଦିର। ଏଥିପାଇଁ ବିଏମସି ଅନୁମତି ଦେଇଛି। ଲିଙ୍ଗରାଜଙ୍କ ମନ୍ଦିର ବ୍ୟତିତ ଅନ୍ୟ ମନ୍ଦିର ମଧ୍ୟ ଖୋଲିବ । କୋଭିଡ଼ ଗାଇଡ ଲାଇନକୁ ପାଳନ କରାଯାଇ ସବୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି…

ଖୁବ୍‌ଶୀଘ୍ର ଖୋଲିବ ରାଜ୍ୟରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନ, ପ୍ରକ୍ରିୟା ଆରମ୍ଭ ହୋଇଥିବାର କହିଲେ ମୁଖ୍ୟ ଶାସନ ସଚିବ

କେନ୍ୟୁଜ୍(ବ୍ୟୁରୋ):  ପୁରୀ ଶ୍ରୀମନ୍ଦିର ପରେ ଖୁବ୍‌ଶୀଘ୍ର ଖୋଲିବ ରାଜ୍ୟରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନ । ଧର୍ମପୀଠ ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ଅସିତ ତ୍ରିପାଠୀ । ବିଭିନ୍ନ ଜିଲ୍ଲାରେ ଥିବା ଧର୍ମପୀଠ ଖୋଲାଯିବ ।…