Below header
Browsing Tag

test series

ଅଷ୍ଟ୍ରେଲିଆ ସିରିଜ ପାଇଁ ବିସିସିଆଇର ବଡ ନିଷ୍ପତ୍ତି, ଟେଷ୍ଟ ସିରିଜ ପାଇଁ ଆଉ ନୂଆ ୪ ଖେଳାଳି ସାମିଲ

ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ସିରିଜ ପାଇଁ ପ୍ରସ୍ତୁତ ହୋଇସାରିଛି। ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଏବଂ କୋଚ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ଟିମ୍‌ର ସମସ୍ତ ଖେଳାଳି ଜବରଦସ୍ତ ଅଭ୍ୟାସ କରୁଛନ୍ତି । ହେଲ ସିରିଜ ପୂର୍ବରୁ ଭାରତୀୟ ଟିମ୍‌ରେ ବ ପରିବର୍ତ୍ତନ ଦେଖିବାକୁ ମିଳିଛି। ଟିମରେ ୪…

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍‌ ପଡିବେ ରୋହିତ ଶର୍ମା ! ଦାୟିତ୍ୱ ନେବେ କେଏଲ ରାହୁଲ

ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ ଭାରତ ଟେଷ୍ଟ ସିରିଜ ଖେଳିବ। ଟେଷ୍ଟ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଛି । ଟେଷ୍ଟ ସିରିଜରୁ ବାଦ୍‌ ପଡିପାରନ୍ତି ରୋହିତ ଶର୍ମା ! ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟିମ୍‌ ଇଣ୍ଡିଆର ଦାୟିତ୍ୱ ଉପ ଅଧିନାୟକ କେଏଲ ରାହୁଲଙ୍କୁ…

ବିଗତ ୧୦ ବର୍ଷ ମଧ୍ୟରେ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜ ହାରିନି ଟିମ୍‌ ଇଣ୍ଡିଆ

ଗତ ୧୦ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ ଜିତିଛି । ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜରେ ଦୁଇଥର ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଭାରତୀୟ ଟିମ୍‌ ଗତ ୧୦ ବର୍ଷ ମଧ୍ୟରେ ଘରୋଇ ମାଟିରେ…

ଶ୍ରୀଲଙ୍କା ବିପକ୍ଷ ସିରିଜରେ ନୂଆ ଅଲରାଉଣ୍ଡର ସୌରଭ କୁମାରଙ୍କୁ ମିଳିଲା ସ୍ଥାନ, ଜାଣନ୍ତୁ ସେ କିଏ ?

ଆଜି ଓ୍ଵେଷ୍ଟଇଣ୍ଡିଜ ସହିତ ତୃତୀୟ ଟି-୨୦ ମ୍ୟାଚ ଖେଳିବା ପରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ସହିତ ଟି-୨୦ ଏବଂ ଟେଷ୍ଟ ସିରିଜ ଖେଳିବ। ତେଣୁ ଘରୋଇ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଚୟନକର୍ତ୍ତା ଟେଷ୍ଟ ସିରିଜ୍ ପାଇଁ ଜଣେ ନୂଆ…

ବାଂଲାଦେଶ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍: ଗୋଟିଏ ଇନିଂସରେ ୧୦ ଓ୍ଵିକେଟ ନେଇଥିବା ଏଜାଜ ପଟେଲ ଦଳରୁ ବିଦା

ମୁମ୍ବାଇ: ଗୋଟିଏ ଇନିଂସରେ ୧୦ ଓ୍ଵିକେଟ ନେଇଥିବା ଏଜାଜ ପଟେଲ ଦଳରୁ ବାହାର । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ । ତେବେ ଏହି ଟିମରେ ମୁମ୍ବାଇ ଟେଷ୍ଟର ଗୋଟିଏ ଇନିଂସରେ ୧୦ଟି ଓ୍ଵିକେଟ ନେଇ ଇତିହାସ ରଚିଥିବା ଏଜାଜ ପଟେଲଙ୍କୁ ସ୍ଥାନ ମିଳିନାହିଁ ।…

ଆସନ୍ତାକାଲିରୁ ଆରମ୍ଭ ପ୍ରଥମ ଦିବାରାତ୍ର ପିଙ୍କ ବଲ୍ ଟେଷ୍ଟ, ଟିମ୍ ଚୟନକୁ ନେଇ ଚିନ୍ତାରେ ଇଣ୍ଡିଆ

ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରୁ ଗୁରୁବାରଠୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ। ଦିବା/ରାତ୍ର (ପିଙ୍କ ବଲ୍) ଟେଷ୍ଟ ଜରିଆରେ ଉଭୟ ଦଳ ଟ୍ରଫି ଅଭିଯାନ ଆରମ୍ଭ କରିବେ। ଆଡିଲେଡ୍ରେ ଖେଳାଯିବ ଏହି ପିଙ୍କ ବଲ୍ ଟେଷ୍ଟ। ପ୍ରଥମ କରି ବିଦେଶ ମାଟିରେ ଭାରତ ଦିବା/ରାତ୍ର…

ଭାରତର ସ୍ପିନ ଯାଦୁରେ ଫଶିଲେ ବ୍ରିଟିଶ୍

ଏଜବାଷ୍ଟନ୍ : ଟେଷ୍ଟରେ ଅଶ୍ୱିନଙ୍କ ସ୍ପିନ୍ ଯାଦୁରେ ଫଶିଲା ଇଂଲିଶ ବାହିନୀ । ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଖସି ପଡ଼ିଲା ୯ଟି ଓ୍ଵିକେଟ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୯ ଓ୍ଵିକେଟ ହରାଇ କରିଛି ୨୮୫ ରନ୍ । ଆଜି ଏହିଠାରୁ ଖେଳ ଆରମ୍ଭ କରିବେ ଜେମ୍ସ ଆଣ୍ଡରସନ୍ ଓ ସେମ୍ କୁରେନ୍ । ଦଳ…

ଐତିହାସିକ ମୁହୂର୍ତ୍ତ : ଆଜିଠୁ ଆରମ୍ଭ ଟେଷ୍ଟ ସିରିଜ୍

ନୂଆଦିଲ୍ଳୀ : ଆଜିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ୍। ମୋଟ ୫ଟି ଟେଷ୍ଟ ଖେଳାଯିବ। ପ୍ରଥମ ମ୍ୟାଚ ଖେଳାଯିବ ବର୍ମିଂହମ୍ରେ। ଇଂଲଣ୍ଡରେ ଏହା ହେବ ୧୦୦୦ତମ ଟେଷ୍ଟ ମ୍ୟାଚ୍। ତେଣୁ ବର୍ମିଂହମ୍ ଟେଷ୍ଟ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିବାକୁ ଯାଉଛି। ବର୍ମିଂହମ୍ରେ…