Browsing Tag

thief case

ମନ୍ଦିରରୁ ଚୋରି ତ କଲା ହେଲେ ନିଜେ ଯାଇ ପାରିଲାନି, କାନ୍ଥରେ ଫଶିରହିଲା

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଜାମି ଏଲାମା ମନ୍ଦିରରୁ ଚୋରି । ୯ଗ୍ରାମ ରୂପା ନେଇ ପଳାଉଥିବା ବେଳେ କାନ୍ଥ ମଧ୍ୟରେ ଫଶିଗଲା ଚୋର । ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ଶ୍ରୀକାକୁଲମ ଜିଲ୍ଲାର କାଞ୍ଚିଲି ପୋଲିସ । ଖବର ଅନୁସାରେ ବ୍ୟକ୍ତିର ନାମ ପାପା ରାଓ । ଚୋରି କରିବା ପାଇଁ…

ପୁରୀ ଗଡିଶାଗଦା ଥାନା ଶ୍ରୀମୁକୁନ୍ଦପୁର ଇଶାଣେଶ୍ୱର ମନ୍ଦିରରୁ ଚୋରି

ପୁରୀ (କେନ୍ଯୁଜ୍): ମନ୍ଦିରରୁ ଚୋରି । ପୁରୀ ଗଡିଶାଗଦା ଥାନା ଶ୍ରୀମୁକୁନ୍ଦପୁର ଇଶାଣେଶ୍ୱର ମନ୍ଦିରରୁ ଚୋରି । ସୂଚନା ଥାଉକି,  ପୂରାତନ ମନ୍ଦିରରୁ ରାଧାକୃଷ୍ଣ ଓ ଶିବ ପାର୍ବତୀ ମୂର୍ତ୍ତି ଚୋରି ହୋଇଛି । ଗତକାଲି ପୁରୀ ପୋଲିସ ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରି ନିମାପଡାର ପ୍ରଫୁଲ୍ଲ…

ଘରୁ ଚୋରି କରି ବୃଦ୍ଧାଙ୍କ ପାଇଁ ଛାଡ଼ିଗଲେ ଚିଠି: ‘ଆପଣଙ୍କ ହାଣ୍ଡି ଆମକୁ ପସନ୍ଦ ଆସିଲା, ତେଣୁ ନେଇଗଲୁ; ଏହାର ମୂଲ୍ୟ…

ବ୍ରିଟେନର କର୍ଣ୍ଣୱାଲ କାଉଣ୍ଟିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଚୋରମାନେ ୮୦ ବର୍ଷୀୟା ଜଣେ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ଚିଠି ଛାଡ଼ି ଦେଇଛନ୍ତି, ଯେଉଁଥିରେ ଲେଖା ହୋଇଛି କି, ‘ତୁମେ ସବୁବେଳେ ଖୁସି ଏବଂ ନିରାପଦରେ ରୁହ’ | ନୋଟ୍ ସହିତ ଚୋରମାନେ ଘରେ ଟଙ୍କା ମଧ୍ୟ…

୨୦ଟଙ୍କା ଚୋରି ମାମଲାର ୪୧ ବର୍ଷ ପରେ ଦିଆଗଲା ନ୍ୟାୟ, ଜାଣନ୍ତୁ ପୂରା ଘଟଣା

ମଧ୍ୟପ୍ରଦେଶ: ୪୧ ବର୍ଷର ଏକ ଚୋରି ମାମଲାକୁ ଶନିବାର ଦିନ ନ୍ୟାସନାଲ ଲୋକ ଅଦାଲତରେ ଶୁଣାଣି ହୋଇ କେସକୁ ବନ୍ଦ କରାଯାଇଛି। ଘଟାଣାଟି ୧୯୭୮ ମସିହାର ବୋଲି ଜଣା ପଡିଛି। ବାବୁଲାଲ ନାମକ ଜଣେ ବ୍ୟକ୍ତି ବସରେ ଯାତ୍ରା କରୁଥିବା ସମୟରେ ତାଙ୍କର ୨୦ ଟଙ୍କା ଚୋରି ହୋଇଯାଇଥିଲା । ପୋଲିସ ଏହି ମାମଲାର…

ବ୍ରହ୍ମପୁର : କବାଟ ଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ବ୍ରହ୍ମପୁର (କେନ୍ୟୁଜ୍): ବ୍ରହ୍ମପୁର ସହରର ଅନନ୍ତ ନଗର ପଞ୍ଚମ ଲାଇନ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦଣ୍ଡାସୀ ପାତ୍ର ନାମକ ଜଣଙ୍କ ଘରୁ ଗତକାଲି ସଂଧ୍ୟାରେ ଚୋର ମାନେ କବାଟ ଭାଙ୍ଗି ଘରେ ଭିତରେ ପଶି ଲୁଟ ପାଟ କରି ଫେରାର ହୋଇଯାଇଛନ୍ତି । ଘରୁ ସୁନା…