Browsing Tag

thieves

ଚୋରଙ୍କ ନୂଆ ଷ୍ଟାଇଲ, ଚୋରି ପାଇଁ ନେଲେ ଗୁଗଲ ମ୍ୟାପର ସାହାଯ୍ୟ

ଗୁଗଲ ମ୍ୟାପ ସାହାଯ୍ୟରେ ଚୋରି କରୁଛନ୍ତି ଚୋର । ଚୋରି କରିବା ପାଇଁ ଆପଣାଇଛନ୍ତି ନୂଆ ଷ୍ଟାଇଲ । ଆପଣ ଭାବୁଥିବେ ଗୁଗଲ ମ୍ୟାପରୁ ଚୋରମାନେ କିପରି ଚୋରି କରିବେ । କିନ୍ତୁ ଏଭଳି କିଛି ଆଶ୍ଚର୍ଯ୍ୟକର ଘଟଣା ଗୁଜୁରାଟରେ ଘଟିଛି । ଚୋରି ଡକାୟତି ଭଳି ମାମଲା ତ ଦିନକୁ ଦିନ ବଢ଼ି ଚାଲିଛି । ଏଭଳି…

ସ୍ମାର୍ଟ ଯୁଗର ସ୍ମାର୍ଟ ଚୋର: ୧୦ ଫୁଟ୍‌ ଲମ୍ବ ଟନେଲ ଖୋଳି ଷ୍ଟେଟ୍‌ ବ୍ୟାଙ୍କ୍‌ ଶାଖାରୁ ନେଇଗ‌ଲେ ୧ କୋଟି ଟଙ୍କାର…

ନୂଆଦିଲ୍ଲୀ : ସ୍ମାର୍ଟ ଯୁଗର ସ୍ମାର୍ଟ ଚୋର । ୧୦ ଫୁଟ୍‌ ଲମ୍ବ ଟନେଲ ଖୋଳି ୧.୮ କିଲୋଗ୍ରାମର ସୁନା ଅଳଙ୍କାର ଚୋରି କରିନେଲେ ଚୋର। ଉତ୍ତରପ୍ରଦେଶର କାନପୁରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶାଖାରୁ ସୁନା ଚୋରି କରି ଚୋରମାନେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଭାରତୀୟ ଷ୍ଟେଟ୍‌…

ପୁରୀରେ ଚୋରଙ୍କ ଆତଙ୍କ, ମନ୍ଦିରରୁ ନେଇଗଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବାଦେବୀଙ୍କ ମୂର୍ତ୍ତି

ପୁରୀ (କେନ୍ୟୁଜ): ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ। ମନ୍ଦିର ଭିତରୁ ଦୁର୍ବୁତ୍ତ ମାନେ ଚୋରି କରିନେଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବା ଦେବୀଙ୍କ ମୂର୍ତ୍ତି। ଏଥିସହ ରୂପା ଅଳଙ୍କାର ମଧ୍ୟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ଆଳପୁର…

ଦୁଇ ଚୋରଙ୍କୁ କାବୁ କରି, ହାତ-ଗୋଡ଼ ବାନ୍ଧି ପୋଲିସର ଜିମା ଦେଲେ ଗ୍ରାମବାସୀ

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଷଠୀ ଗ୍ରାମର ଓଡ଼ମ୍ବର ସାହିରେ ଗତ କିଛିଦିନ ଧରି ଲଗାତାର ବିଭିନ୍ନ ଘରୁ ଚୋରି ହେଉଥିଲା। ଶନିବାର ସ୍ଥାନୀୟ ଅଞ୍ଚଳରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ, ଲୋକମାନେ ଘରେ ନଥିବାର ସୁଯୋଗ ନେଇ କପ୍ତିପଦା ଅଞ୍ଚଳର ସାଇନ ଓ ଝାଡ଼ଖଣ୍ଡ ଅଞ୍ଚଳର…

ବାଲେଶ୍ୱର: ଚୋରକୁ ଧରି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ମାଡରେ ଗୁରୁତର ୩ଜଣ ଚୋର ଡାକ୍ତରଖାନାରେ ଭର୍ତ୍ତି

ବାଲେଶ୍ୱର: ଚୋରକୁ ଛେଚା। ଚୋରି କରୁଥିବାବେଳେ ଧରାପଡିଲେ ଆଉ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଶ୍ୟାମରାୟପୁର ଗାଁରେ ଗତକାଲି ରାତିରେ ୩ଜଣ ଚୋର ପଶିଥିଲେ। ଆଉ ଚୋରି କରୁଥିବାବେଳେ ଗାଁ ଲୋକଙ୍କ ହାତରେ ଧରାପଡିଲେ । ତାପରେ ସେମାନଙ୍କ ଉପରେ ବର୍ଷି…

ନୟାଗଡ଼: ଚୋରି କରିବାବେଳେ ଧରାପଡିଲା ଚୋର, ନିସ୍ତୁକ ଛେଚିଲେ ଗାଁଲୋକ

ନୟାଗଡ଼(କେନ୍ୟୁଜ୍): ଛେଚା ଖାଇଲା ଚୋର। ଚୋରି କରିବାବେଳେ ଧରାପଡିଲେ ଚୋର ଦଳ। ନିସ୍ତୁକ ଛେଚିଲେ ଗାଁଲୋକ। ନୟାଗଡ଼ ଫତେଗଡ଼ ଥାନା ବାଇଗୁଣିଆ ଗାଁ ବଡ଼ସାହିରେ ଏହି ଘଟଣା ଘଟିଛି। ଗତକାଲି ରାତିରେ ଏକ ଚୋର ଦଳ ଚୋରି କରିବା ପାଇଁ ଗାଁରେ ପଶିଥିଲେ। ୪ ଜଣ ଯୁବକ ଜଣଙ୍କ ଘରେ କବାଟ ଭାଙ୍ଗି ଟଙ୍କା ଓ…

ଚୋରଙ୍କ ପାଇଁ ଖୁସି ଖବର, ଚାକିରି ସହ ଘଣ୍ଟା ପ୍ରତି ମିଳିବ ୪୫୦୦ ଟଙ୍କା !

ନୂଆଦିଲ୍ଲୀ: ଦିନକୁ ଦୁନିଆରେ ଜନସଂଖ୍ୟା ଏକ ବଡ଼ ସମସ୍ୟା ପାଲଟିବା ସହ ମୁଖ୍ୟ କାରଣ। କିନ୍ତୁ ଖାଲି ଜନସଂଖ୍ୟା ନୁହଁ ବରଂ ବେକାରୀ ସମସ୍ୟା ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି ଯାହା ପାଇଁ କିଛି ବ୍ୟକ୍ତି ଉପାୟଶୂନ୍ୟ ହୋଇ ଚୋରି କରିବା ଆରମ୍ଭ କରୁଛନ୍ତି। ଦିନକୁ ଦିନ ବଢ଼ୁଥିବା ଚୋରି ଏବଂ…