Browsing Tag

thunderstorm

ପାଗ ବଦଳିବା ପରେ ଅଚାନକ ଆସିଲା ଘୂର୍ଣ୍ଣିଝଡ଼, ତଳୁ ଉଠାଇ ଉପରକୁ ନେଇଗଲା ବାଲି ଧୂଳି; ଦେଖନ୍ତୁ ଛାତିଥରା ଭିଡିଓ

ଏବେ ଗରମ ବଢ଼ିବା ସହ ଛୋଟ ଛୋଟ ଧୂଳି ଝଡ଼ ବି ହେଉଥିବା ଦେଖିବାକୁ ମିଳୁଛି। ବେଳେ ବେଳେ ଏହି ଧୂଳି ଝଡ଼ ଏତେ ବଡ଼ ଆକାର ଧାରଣ କରେ ଯେ ଘର ଦ୍ୱାର ଓ ଗାଡ଼ି ମଟର ବି ଉପରକୁ ଉଠାଇ ନିଏ। ନିକଟରେ ଆମେରିକାରେ ସେମିତି ଏକ ଧୂଳି ଝଡ଼ ବହିଯାଇଛି। ଏହି ଧୂଳି ଝଡ଼ ଏତେ ଭୟଙ୍କର ଥିଲା ଯେ ଲୋକମାନେ ଏହାକୁ ଛୋଟ…

ବଜ୍ରାଘାତରେ ବିଲ ମଝିରେ ଟଳିପଡିଲେ ବୃଦ୍ଧ, ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନା ନନେଇ ଖତ ଗଦାରେ ପୋତିଦେଲେ ଲୋକେ

ସୋରଡା(କେନ୍ୟୁଜ): ସୋରଡା ଥାନା ଗୋବିନ୍ଦପୁର ଗ୍ରାମରେ ଗତକାଲି ଅପରାହ୍ନରେ ବଜ୍ରାଘାତରେ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି।ଗ୍ରାମର ଜଣେ ବୃଦ୍ଧ  ମୃତ୍ଯୁବରଣ କରିଛନ୍ତି । ମୃତ ବ୍ଯକ୍ତିଙ୍କ ନାମ ମୁରଲୀ ପାତ୍ର । ସେ ଗ୍ରାମ ନିକଟ ବିଲ ମାଳରେ ଗାଈ ଚରାଉଥିଲେ। ହଠାତ କାଳବୈଶାଖୀ ବର୍ଷା ସହ…

ଜାରି ରହିବ ଗ୍ରୀଷ୍ମ ପ୍ରବାହ: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା…

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ନାହିଁ ନିସ୍ତାର। ଆଗାମୀ ପାଞ୍ଚଦିନ ଯାଏ ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ। ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପାଖାପାଖି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ…

ଖେଳ ଚାଲିଥିବାବେଳେ ମାରିଲା ବିଜୁଳି, ଅଧାରେ ଅଟକିଲା ଇଂଲଣ୍ଡ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନର ଟେଷ୍ଟ ମ୍ୟାଚ୍

କେନ୍ଯୁଜ୍: ବିଜୁଳି ମାଡ଼ ପ୍ରଭାବରେ ଅଟକିଲା ଖେଳ। ଆଡିଲେଡ୍‌ ଓଭାଲରେ ଚାଲିଛି ଇଂଲଣ୍ଡ-ଅଷ୍ଟ୍ରେଲିଆ ଆସେସ୍‌ ସିରିଜର ଦ୍ୱିତୀୟ ଟେଷ୍ଟ। ମ୍ୟାଚର ଦ୍ୱିତୀୟ ଦିନର ଶେଷ ଆଡକୁ ବଜ୍ରପାତ ହେବାରୁ ଖେଳକୁ ଆଗୁଆ ବନ୍ଦ କରିବାକୁ ପଡିଲା। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨ ୱିକେଟରେ ୧୭ ରନ୍‌…

ଆସନ୍ତା ୫ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ଆଶଙ୍କା, କମିପାରେ ତାତି

କେନ୍ୟୁଜ୍(ବ୍ୟୁରୋ):  କରୋନା ସାଙ୍ଗକୁ ତାତିରେ ଅସ୍ତବ୍ୟସ୍ତ ଜନଜୀବନ । କିନ୍ତୁ କାଲିଠାରୁ ୫ ଦିନ ପର୍ଯ୍ୟନ୍ତ ଆଶ୍ବସ୍ତୀ ଦେବ ପାଣିପାଗ।   ଆସନ୍ତା ୫ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି । ଏହାର ପ୍ରଭାବରେ ତାତି କମିପାରେ । ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରି…

ଠାକୁରମୁଣ୍ଡା ଅଞ୍ଚଳରେ କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି, ଉଡାଇନେଲା ଘର ଛାଉଣୀ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀ ପବନରେ ଅନେକ ଲୋକଙ୍କ ଘର ଛାଉଣୀ ଉଡିଯାଇଥିବା ଜଣାପଡିଛି। ରାତି ପ୍ରାୟ ୭ଟା ସମୟରେ ପବନର ବେଗ ବୃଦ୍ଧି ହେବାରୁ କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁମୁରିଆ ଗ୍ରାମର ପର୍ଶୁରାମ ନାୟକଙ୍କ ଘରର…

ଭଦ୍ରକ ଗୋପସାହିରେ ବଜ୍ରାଘାତରେ ଜଳିଗଲା ୨୨ ବଖରା ଘର, ୧୧ଟି ପରିବାର ସର୍ବସ୍ୱାନ୍ତ

ଭଦ୍ରକ: ବଜ୍ରାଘାତରେ ଜଳିଗଲା ୨୨ ବଖରା । ୧୧ ପରିବାର ସର୍ବସ୍ୱାନ୍ତ । ଭଦ୍ରକ ତିହିଡି ବ୍ଲକ ଅଚକ ପଂଚାୟତ ଗୋପସାହିରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ବଜ୍ରପାତ ହୋଇଥିଲା । ଚାହୁଁ ଚାହୁଁ ନିଆଁ ବ୍ୟାପିଯାଇଥିଲା। ପରେ ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ।…

ବାଲେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଥଣ୍ଡରଷ୍ଟର୍ମ ରିସର୍ଚ୍ଚ ସେଣ୍ଟର, ସୂଚନା ଦେଲେ ଆଇଏମଡି ମହାନିର୍ଦ୍ଦେଶକ

ବାଲେଶ୍ୱର: ଦେଶର ପ୍ରଥମ ଥଣ୍ଡରଷ୍ଟର୍ମ ରିସର୍ଚ୍ଚ ଟେଷ୍ଟବେଡ ଓଡ଼ିଶାରେ ହେବ । ବାଲେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଥଣ୍ଡରଷ୍ଟର୍ମ ରିସର୍ଚ୍ଚ ସେଣ୍ଟର । ଏହି ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ, DRDO ଓ ISROର ମିଳିତ ସହଯୋଗରେ…

କାଳ ହେଲା ବଜ୍ରପାତ, ଚାଲିଗଲା ଜୀବନ

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଚୁଟିଆପଶି ଗ୍ରାମରେ ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ଯକ୍ତି ଜଣକ ହେଉଛି ଚୁଟିଆପଶି ଗ୍ରାମର ପ୍ରଶାନ୍ତ କୁସୁମୁଳିଆ। ସୂଚନା ମୁତାବକ ବ୍ଯକ୍ତି ଜଣକ ଘରେ ଥିବା ବେଳେ ହିଁ ବଜ୍ରପାତର ଶିକାର  ହୋଇଥିଲେ। ବଜ୍ରପାତର…

ଆସନ୍ତାକାଲି ବଡ଼ ଧରଣର କାଳବୈଶାଖୀ ସମ୍ଭାବନା! ବିଜୁଳି ଓ ଘଡ଼ଘଡ଼ି ସହ ହେବ ପ୍ରବଳ ବର୍ଷା

ଭୁବନେଶ୍ବର: ଆସନ୍ତାକାଲି ବଡ଼ ଧରଣର କାଳବୈଶାଖୀ ହେବାର ସମ୍ଭାବନା ରହିଛି । ୫୦ରୁ ୬୦କିମି ବେଗରେ ପବନ ବହିବା ସହିତ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୪ ଜିଲ୍ଲାକୁ ଅରେଞ୍ଜ…

ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ । ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ୬ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଭୀଷଣ…

ବରଗଡ଼ରେ କାଳବୈଶାଖୀ ତାଣ୍ଡବ, ୮ଟି ବ୍ଲକରେ ପ୍ରବଳ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି

ବରଗଡ଼: ବରଗଡ଼ରେ କାଳବୈଶାଖୀ ତାଣ୍ଡବ । ପ୍ରାୟ ୮ଟି ବ୍ଲକରେ ପ୍ରବଳ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅମଳ ହୋଇଥିବା ଧାନ ଓ ପରିବା ଫସଲ ମଧ୍ୟ ନଷ୍ଟ ହୋଇଛି । ବରଗଡ଼ ଜିଲ୍ଲା ଭେଡେନ ବ୍ଲକର ଲୁପୁରସିଙ୍ଗା ପଞ୍ଚାୟତ, ସୋହେଲା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । କାଳବୈଶାଖୀ…