Browsing Tag

tiger spotted

ଗଜପତି ଜିଲ୍ଲାରେ ବାଘ ଆତଙ୍କ, ଗାଈ ମାରି ଖାଇଲା ବାଘ

ଗଜପତି ଜିଲ୍ଲାରେ ଏବେ ଦେଖା ଦେଇଛି ୨ଟି ବାଘର ଆତଙ୍କ । ପାରଳାଖେମୁଣ୍ଡି ସମେତ ସଂଲଗ୍ନବର୍ତ୍ତୀ ଆନ୍ଧ୍ରର ଗାଁରେ ଗତକାଲି ବିଳମ୍ବିତ ରାତିରୁ ଏକ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ରାୟଗଡ ବ୍ଲକ କୁମୁଳିସିଂ ଗାଁରେ ବାଘ ଆଉ ଏକ ଗାଈ ମାରି ଖାଇଛି । ପାରଳାଖେମୁଣ୍ଡି…

କେନ୍ଦୁଝର : ମହାବଳ ବାଘକୁ ନେଇ ବଢ଼ିଲା ବନବିଭାଗର ଚିନ୍ତା

କେନ୍ଦୁଝର(କେନ୍ୟୁଜ୍‌) :  ମହାବଳ ବାଘକୁ ନେଇ ବଢ଼ିଲା ବନବିଭାଗର ଚିନ୍ତା । କେନ୍ଦୁଝର ଜିଲ୍ଲାରେ ମହାବଳ ବାଘ ଆଗରୁ ଥିଲା ଏବେ ବି ଅଛି । କେନ୍ଦୁଝର ଜିଲ୍ଲାରେ ଗତକାଲି ମହାବଳ ବାଘ ଉପସ୍ଥିତି ସମ୍ପର୍କରେ ପିସିସିଏଫ ଫଟୋ ସହ ସ୍ପଷ୍ଟ କରିଥିଲେ । ଆଜି ବାଘ ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି…

ନୂଆପଡ଼ାରେ ପୁଣି ବାଘ ଆତଙ୍କ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ। ଖରିଆର ରୋଡ ରେଞ୍ଜ ହଳଦୀ ଗାଁରେ ଦେଖାଦେଇଛି ବାଘ। ଆଜି ସକାଳେ ଗାଁ ନିକଟ ସାରଦା ମନ୍ଦିର ଚଟାଣରେ ଦୁଇଟି ବାଘକୁ ଗାଁ ଲୋକେ ଦେଖି ଭୟଭୀତ ହୋଇପଡିଛନ୍ତି । ଗତକାଲି ସଂଧ୍ୟାରେ ମଧ୍ୟ ମନ୍ଦିର ଚଟାଣରେ ବାଘ ଦେଖାଦେଇଥିଲେ। ବାଘ ଭୟରେ…