ଆସନ୍ତା ୨୪ ଘଣ୍ଟା ଛେଚିବ ବର୍ଷା, ୫ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
କେନ୍ୟୁଜ୍(ବ୍ୟୁରୋ): ଫେରିଛି ଲଘୁଚାପ ବର୍ଷା । ଉତ୍ତରପୂର୍ବ ବଙ୍ଗୋପର ସାଗର ଓ ଉତ୍ତର ଓଡ଼ିଶା ତଟ ନିକଟରେ ଲଘୁଚାପ । ଗତ ୨୪ ଘଣ୍ଟାରେ ରାଜ୍ୟ୍ର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହୋଇଛି । ଏହାର ପ୍ରଭାବ ଆହୁରି ୨୪ ଘଣ୍ଟା ରହିବ । ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗିରରେ…