Below header
Browsing Tag

top odisha news

ଆହୁରି ୨ ଦିନ ଘନ କୁହୁଡ଼ି, ୧୫ ଜିଲ୍ଲାକୁ ୟେଲୋ ସତର୍କତା

ଭୁବନେଶ୍ୱର (କେନ୍ୟୁଜ): ଘନ କୁହୁଡ଼ିରୁ ମିଳୁନି ନିସ୍ତାର। ଆଗାମୀ ୨ ଦିନ ଯାଏ ଜାରି ରହିବ ପ୍ରଭାବ । ଅଧାରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଜାରି ରହିବ । ଆଜି ବି ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । କିଛି ମିଟରରୁ ବି ଦେଖାଯାଉନି ରାସ୍ତାଘାଟ…

୬ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର

ଭୁବନେଶ୍ୱର (କେନ୍ୟୁଜ): ୬ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର। ନୂଆବର୍ଷରେ ନୂଆ ପ୍ରଭାରୀଙ୍କ ସହ କଂଗ୍ରେସ କିଛି ନୂଆ କରିବ ବୋଲି ଆଶା ରଖିଛନ୍ତି ବରିଷ୍ଠ ନେତା। ଅଜୟ କୁମାରଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଦଳର ବହୁ ବରିଷ୍ଠ ନେତା ଓଡ଼ିଶା ବାହାରକୁ ଯାଇ ଅଜୟଙ୍କୁ ଭେଟି ଆଲୋଚନା…

ଓସ୍‌ଡମା ପକ୍ଷରୁ ଚାନ୍ଦବାଲି ବ୍ଲକର ୧୬ ବାତ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ

ଚାନ୍ଦବାଲି :  ଆଗକୁ ଆସୁଛି ବର୍ଷା ଦିନ । ତେଣୁ ସରକାରଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ କରାଯାଇଛି ମକ୍‌ ଡ୍ରିଲ । ଚଳିତ ବର୍ଷ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓସଡମା ତରଫରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ବାତ୍ୟା…