ଟ୍ୱିନ ସିଟିରେ ଜୋରଦାର ଚାଲିଛି ବ୍ଲକିଂ-ଚେକିଂ, ଦିନକରେ ଅମାନିଆଙ୍କ ଠାରୁ ଆଦାୟ ହେଲା ୭ ଲକ୍ଷ ୫୩ ହଜାର ଜରିମାନା
ଭୁବନେଶ୍ୱର (କେନ୍ୟୁଜ): ହକି ବିଶ୍ୱକପ ପାଇଁ ଟ୍ୱିନ ସିଟିରେ ବ୍ୟାପକ ବ୍ୟବସ୍ଥା ହୋଇଛି । ସେପଟେ କମିଶନରେଟ୍ ପୋଲିସ ଆକ୍ସନ ମୋଡକୁ ଆସିଛି । ବଢାଇଛି ନାଇଟ୍ ପାଟ୍ରୋଲିଂ । ଏପରିକି ରାଜଧାନୀର ସବୁ ଛକ ଓ ଗଳିକନ୍ଦିରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରିଛି ପୋଲିସ । ଅପରାଧୀଙ୍କ ତାଲିକା…