Browsing Tag

train fare

ଏଣିକି ଆଉ ରେଲ ଟିକେଟରେ ବରିଷ୍ଠ ନାଗରିକ ପାଇବେନି ରିହାତି, କେନ୍ଦ୍ର ରେଳ ମନ୍ତ୍ରୀ କଲେ ଏମିତି ଘୋଷଣା

ନୂଆଦିଲ୍ଲୀ : ରେଳ ଭଡ଼ରେ ଆଉ ବରିଷ୍ଠ ନାଗରିକମାନେ ରିହାତି ପାଇବେ ନାହିଁ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନ ଟିକଟରେ ମିଳୁଥିବା ରିହାତି ବ୍ୟବସ୍ଥା ପରବର୍ତ୍ତି…

ଆଜି ଠାରୁ ରେଳଯାତ୍ରା କଲେ ଏଣିକି ପକେଟରୁ ଗଣିବେ ଅଧିକ ଟଙ୍କା, କିଲୋମିଟର ପ୍ରତି ରେଳ ଭଡ଼ା ୧ରୁ ୪ ପଇସା ବୃଦ୍ଧି ହୋଇଛି

କେନ୍ୟୁଜ୍(ବ୍ୟୁରୋ): ଆଜିଠାରୁ ରେଳଯାତ୍ରା କଲେ ଏଣିକି ପକେଟରୁ ଗଣିବେ ଅଧିକ ଟଙ୍କା । ବଢ଼ିଲା ରେଳ ଭଡ଼ା । କିଲୋମିଟର ପ୍ରତି ରେଳ ଭଡ଼ା ୧ରୁ ୪  ପଇସା ବୃଦ୍ଧି ହୋଇଛି । ଅର୍ଡିନାରୀ ନନ୍‌ ଏସି ଟ୍ରେନରେ ରେଳ ଯାତ୍ରୀ ଭଡ଼ା ୧ ପଇସା ବୃଦ୍ଧି ହୋଇଛି । ସେହିପରି ମେଲ୍‌ ଓ ଏକ୍ସପ୍ରେସ ନନ୍‌ ଏସି…

ଚଳିତ ସପ୍ତାହରେ ବଢିପାରେ ଟ୍ରେନ୍‌ ଭଡା, ଟିକେଟ୍‌ ଦାମ୍‌ ୫ ପଇସାରୁ ୪୦ ପଇସା ପର୍ଯ୍ୟନ୍ତ ହୋଇପାରେ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ବଢିପାରେ ଟ୍ରେନ୍‌ ଭଡା । ଟ୍ରେନ୍‌ରେ ଯାତ୍ରା କରିବା ହୋଇପାରେ ମହଙ୍ଗା । ସବୁ ପ୍ରକାର ଟ୍ରେନ୍‌ ପାଇଁ ଟିକେଟ୍‌ ଦାମ୍‌ ୫ ପଇସାରୁ ୪୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଗତ ନଭେମ୍ବର ମାସରୁ ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଞ୍ଜୁରୀ…

ଖୁବ୍‌ ଶୀଘ୍ର ବଢ଼ି ପାରେ ରେଳ ଭଡ଼ା, ଅପେକ୍ଷା ନଭେମ୍ବର ଶେଷକୁ

ନୂଆଦିଲ୍ଲୀ : ଏବେ ରେଳଯାତ୍ରୀଙ୍କ ଉପରେ ପଡ଼ି ପାରେ ଅଧିକ ବୋଝ । ଖୁବ୍‌ ଶୀଘ୍ର ବଢ଼ି ରେଳ ଯାତ୍ରା ଭଡ଼ା ବଢ଼ିବ ବୋଲି ସୂଚନା ମିଳିଛି । ରେଳ ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ । ଚଳିତ ମାସ ଶେଷ ସୁଦ୍ଧା ଭାରତୀୟ ରେଳ ବିଭାଗ ଏକ ନୂଆ ରେଳନୀତି ଘୋଷଣା କରିବାକୁ…