ପାଟନା-କୋଟା ଏକ୍ସପ୍ରେସରେ ୨ ଯାତ୍ରୀ ମୃତ, ୬ ଅସୁସ୍ଥ
ଟ୍ରେନରେ ଯାତ୍ରା କରୁଥିବା ସମୟରେ ଦୁଇ ଯାତ୍ରୀଙ୍କ ମୃତ୍ୟୁ । ଟ୍ରେନ ସହ ଜଡ଼ିତ ଏଭଳି ମାମଲା ବାରମ୍ବାର ଆସୁଛି । କେତେବେଳେ ଟ୍ରେନ ବଗି ଅଲଗା ହୋଇଯାଉଛି ତ କେତେବେଳେ ଟ୍ରେନ ଦୁର୍ଘଟଣା ଘଟୁଛି । ବେଳେେବେଳେ କେହି ନା କେହି ଟ୍ରେନ ଲାଇନରେ କଟିଯାଉଥିବାର ଖବର ମଧ୍ୟ ଆପଣମାନେ ଜାଣିଥିବେ ।…