ପ୍ରଥମ ଥର ପାଇଁ ଏତେ ଶସ୍ତାରେ ମିଳୁଛି ଏହି ଗାଡି, ଜାଣନ୍ତୁ Triumph Speed T4 ର ନୂଆ ପ୍ରାଇସ୍
ଭାରତରେ ସ୍ପୋର୍ଟସ୍ ବାଇକର କ୍ରେଜ୍ ବହୁତ ରହିଛି । ଯଦି ଆପଣ ଭାରତୀୟ ବଜାରରେ ଉପଲବ୍ଧ ଏକ ସ୍ପୋର୍ଟ ଏବଂ ଷ୍ଟାଇଲିସ୍ ବାଇକ୍ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଆପଣଙ୍କୁ ଏକ ଦମଦାର ବାଇକ୍ ବିଷୟରେ କହିବୁ । ଯାହାର ନାମ ରହିଛି Triumph Speed T4 । କମ୍ପାନି ଏହି ବାଇକ ଉପରେ ୧୭ ହଜାର…