Below header
Browsing Tag

tulasi

ଅଭିଶାପ ପାଇଥିଲେ କିନ୍ତୁ ଶ୍ରୀ ଅଙ୍ଗରେ ଲାଗି ହେଲେ

ହିନ୍ଦୁ ଧର୍ମର ପ୍ରତ୍ୟେକ ଲୋକ ଘରେ ତୁଳସୀ ଗଛ ରଖି ପୂଜା କରି ଥାଆନ୍ତି। ମାନ୍ୟତା ରହିଛି ଯେ ଏହା ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ହୋଇଥାଏ। ତୁଳସୀ ଭଗବାନ କୃଷ୍ଣଙ୍କର ଅତି ପ୍ରିୟ ହୋଇଥାଏ। ହିନ୍ଦୁ ଧର୍ମର ପ୍ରତ୍ୟେକ ପୂଜା ପାଠରେ ତୁଳସୀର ଏକ ଅଲଗା ମହତ୍ତ୍ୱ ରହିଥାଏ। ବିଭିନ୍ନ ମାଙ୍ଗଳିକ…

ଶୁଖିଲା ତୁଳସୀ ପତ୍ର ମଧ୍ୟ କରିପାରେ ଭାଗ୍ୟୋଦୟ ,ଏହାର ପ୍ରୟୋଗ ଦ୍ୱାରା ହୋଇପାରେ ଧନ ଦୌଲତର ବୃଦ୍ଧି

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବିଶେଷ ସ୍ଥାନ ଦିଆଯାଇଛି | ତୁଳସୀ ଗଛ ମା' ଲକ୍ଷ୍ମୀଙ୍କର ବାସ ସ୍ଥାନ ବୋଲି କୁହାଯାଏ | ଭଗବାନ ବିଷ୍ଣୁଙ୍କର ପୂଜା ମଧ୍ୟ ତୁଳସୀ ପତ୍ର ବିନା ଅସମାପ୍ତ ହୋଇଥାଏ | ନିୟମିତ ତୁଳସୀ ଗଛରେ ପାଣି ଦେଲେ ଏବଂ ଦୀପ ଜଳାଇଲେ ସୁଖ ସମୃଦ୍ଧି ମିଳିଥାଏ | ଯେତିକି ମହତ୍ୱ…

ରବିବାର ଦିନ ତୁଳସୀ ଚଉରାରେ ଅର୍ପଣ କରନ୍ତୁ ନାହିଁ ଜଳ, ନଚେତ ଫଳ ହେବ ଓଲଟା

ହିନ୍ଦୁ ଧର୍ମରେ ତୁଳସୀର ଏକ ବିଶେଷ ମହତ୍ତ୍ୱ ରହିଛି । ସନାତନ ଧର୍ମାବଲମ୍ବୀ ମାନେ ନିଜ ନିଜ ଅଗଣାରେ ତୁଳସୀ ଗଛ ଲଗାଇ ତାହାକୁ ପୂଜା କରିଥାନ୍ତି । ଏହି ଗଛରେ ଅନେକ ଔଷଧିୟ ଗୁଣ ଥିବା ସହ ଘରର ବାସ୍ତୁ ଜନିତ ଦୋଷକୁ ମଧ୍ୟ ଏହା ଦୂର କରିଥାଏ | ଏହାବାଦ ଭଗବାନ ବିଷ୍ଣୁଙ୍କର ବି ତୁଳସୀ ଅତି ପ୍ରିୟ…

ତୁଳସୀ ମା’କୁ ଖୁସି କରିବା ପାଇଁ କରନ୍ତୁ ଏହି ଉପାୟ, ଆପଣଙ୍କ ଉପରେ ରହିବ ଦେବତାଙ୍କ ଆଶୀର୍ବାଦ

ଘରେ ତୁଳସୀ ଗଛ ରଖିବା ବହୁତ ଶୁଭ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ, ତୁଳସୀ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ। ଯେଉଁ ଘରେ ତୁଳସୀ ଗଛ ଥାଏ, ସେହି ଘରେ ସୁଖ, ସମୃଦ୍ଧି ବାସ କରିଥାଏ। ଆଜି ଆମେ ଆପଣଙ୍କୁ ତୁଳସୀ ମା'ଙ୍କ ସେବାର କିଛି ଉପାୟ ବିଷୟରେ କହିବୁ, ଯାହାକୁ ଆପଣାଇଲେ ସବୁ ଦେବଦେବୀଙ୍କ…

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

କେନ୍ୟୁଜ୍(ବ୍ୟୁରୋ): ଗତକାଲି ଠାରୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ । ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଅଛି କିନ୍ତୁ ବେଳେ ବେଳେ ଅସୁସ୍ଥତା ଅନୁଭବ କରୁଛନ୍ତି । ଗତକାଲି ଏକ ସାମାଜିକ…

ଆପଣଙ୍କ ତ୍ୱଚାରେ ପ୍ରାକୃତିକ ଚମକ ଆଣିବ ଏହି ଫେସପ୍ୟାକ, ତୁରନ୍ତ କରନ୍ତୁ ବ୍ୟବହାର

ନିଜ ତ୍ୱଚାକୁ ଅଧିକ ଦିନ ଯାଏଁ ଯବାନ ଓ ଉଜ୍ଜ୍ୱଳମୟ ରଖିବା ପାଇଁ ଅଧିକାଂଶ ଝିଅମାନେ ନାମୀ ଦାମୀ କମ୍ପାନୀର ବ୍ୟୁଟି ପ୍ରଡ଼କ୍ଟସ ବ୍ୟବହାର କରିଥାନ୍ତି । ଏଥିପାଇଁ ଅନେକେ ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ବି ପଛାନ୍ତି ନାହିଁ । କିନ୍ତୁ ଏହି ସବୁ ଦାମୀ ପ୍ରଡକ୍ଟ କେବେ କେବେ ଭଲ…