Browsing Tag

Tulsi

ତୁଳସୀ ପତ୍ରରୁ ତିଆରି କରନ୍ତୁ ପ୍ରାକୃତିକ ଟୋନର, ଚେହେରାରୁ ବାହାରି ଯିବେ ସବୁ ଜୀବାଣୁ

ଆମ ଚେହେରାରେ ହେଉଥିବା ବ୍ରଣ, ଦାଗ, ଚିହ୍ନ ଆଦି ସମସ୍ୟା ପଛରେ ଜୀବାଣୁ କାରକ ହୋଇଥାଆନ୍ତି, ଯାହାଙ୍କୁ ଖାଲି ଆଖିରେ ଦେଖିବା ସମ୍ଭବ ହୋଇ ନ ଥାଏ। ଏହି ଜୀବାଣୁଗୁଡ଼ିକ ସାଧାରଣ ଭାବେ ମୁହଁ ଧୋଇଲେ ମଧ୍ୟ ବାହାରିଯାଇ ପାରି ନ ଥାଆନ୍ତି। କିନ୍ତୁ ଯଦି ଆପଣ ତୁଳସୀ ପତ୍ରରେ ତିଆରି ନ୍ୟାଚୁରାଲ ଟୋନର…

କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଥିଲେ ଏମିତି ସେବନ କରନ୍ତୁ ତୁଳସୀ, ଶୀଘ୍ର ମିଳିବ ମୁକ୍ତି

ଶରୀରରେ ପୋଷକ ତତ୍ତ୍ୱ ଓ ପାଣି ଅଭାବରୁ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ହୋଇପାରେ। ଏହି କାରଣରୁ ଶରୀରରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ। କିନ୍ତୁ ଆୟୁର୍ବେଦ ଓ ପୋଷକ ତତ୍ତ୍ୱରେ ଭରପୂର ତୁଳସୀ ସେବନ କଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରେ। ବିଶ୍ୱାସ ହେଉନଥିଲେ ବି ଏହା ସତ। କିଡ୍‌ନୀ ଷ୍ଟୋନ୍‌…

ଖରାଦିନେ ମଧ୍ୟ ଦେଖାଯିବେ ସତେଜ, ବାସ୍‌ ଘରେ ତୁଳସୀକୁ ଏହିଭଳି ଭାବେ କରନ୍ତୁ ବ୍ୟବହାର

ଖରାଦିନ ଆରମ୍ଭ ହୋଇଗଲାଣି। ଘରୁ ବାହାରକୁ ବାହାରବା ମାତ୍ରେ ତ୍ୱଚା ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମୀ ସଂସ୍ପର୍ଶରେ ଆସି ଝାଉଁଳି ପଡ଼ିଥାଏ, ଯଦ୍ଦ୍ଵାରା ତ୍ୱଚାରେ ଟ୍ୟାନିଂ ଏବଂ ବ୍ରଣ ସମସ୍ୟା ଦେଖାଦେଇଥାଏ। ବିଶେଷ କରି ଏହି ସମସ୍ୟା ଖରାଦିନେ ହିଁ ଅଧିକ ବଢ଼ିଯାଇଥାଏ। ଏଥିରୁ ନିସ୍ତାର ପାଇବା…

ଲକ୍ ଡାଉନ୍ ସମୟରେ ମହାପ୍ରଭୁଙ୍କ ପାଇଁ ତୁଳସୀ ଆଣୁଛନ୍ତି ବାଙ୍କୀର ଗୁନ ବାବା, ପ୍ରତ୍ୟେକ ଦିନ ସାଇକେଲ୍‌ରେ ଯାତ୍ରା…

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ତୁଳସୀର ଅଭାବ । ଲକଡାଉନ୍‌ ଯୋଗୁ ବିଭିନ୍ନ ସ୍ଥାନରୁ ଆସିପାରୁନି ତୁଳସୀ । ଏମିତି ସମୟରେ ବାଙ୍କୀର ଯୁବକ ଗୁନ ବାବା ଓରଫ ରତ୍ନାକର ବେହେରା ମହାପ୍ରଭୁଙ୍କ ପାଇଁ ତୁଳସୀ ଆଣିଛନ୍ତି । ପ୍ରତ୍ୟେକ ଦିନ ସାଇକେଲ୍‌ରେ ୨୨୦ କିଲୋମିଟର ଯିବା ଆସିବା କରି…

ଏସବୁ ଦିନରେ ତୁଳସୀ ମୂଳରେ ଆଦୌ ଅର୍ପଣ କରନ୍ତୁନି ଜଳ, ମାଡ଼ି ଆସିବ ଦୁଃଖର କଳାବାଦଲ

ଭଗବାନ ବିଷ୍ଣୁଙ୍କ ସବୁଠାରୁ ବଡ଼ ଭକ୍ତ ଥିଲେ ତୁଳସୀ। ଏଣୁ ହିନ୍ଦୁ ଧର୍ମରେ ତୁଳସୀକୁ ପବିତ୍ର ବୃକ୍ଷ ବୋଲି କୁହାଯାଏ। ସକାଳୁ ସ୍ନାନ କରିସାରିବା ପରେ ପ୍ରତ୍ୟେକ ଓଡ଼ିଆ ଘରେ ତୁଳସୀ ମୂଳରେ ପାଣି ଦେବା ପରମ୍ପରା ରହିଛି। ଘରର ଝିଅ, ବୋହୂମାନେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ତୁଳସୀ ପୂଜନ କରିବା…

କାହିଁକି ଗଣେଶଙ୍କ ପୂଜାରେ ଲାଗେ ନାହିଁ ତୁଳସୀ, ଜାଣନ୍ତୁ ଏନେଇ କଣ କହିଛନ୍ତି ପ୍ରଭୁ ଗଜାନନ

ହିନ୍ଦୁ ଧର୍ମରେ ହରି ଶୟନ ଏକାଦଶୀର ଅନେକ ମହତ୍ୱ ରହିଛି। ଆଷାଢ଼ ମାସ ଶୁକ୍ଳ ପକ୍ଷରେ ଏହି ଦିନଟି ପଡ଼ିଥାଏ । ହରି ଶୟନ ଏକାଦଶୀ ପରେ ସମସ୍ତ ଧର୍ମ କାର୍ଯ୍ୟ ଆରମ୍ଭ ହୋଇଥାଏ । ଯେପରି କି ବିବାହ, ନାମକରଣ ଏବଂ ଗୃହ ପ୍ରବେଶ ଭଳି ଶୁଭ କାର୍ଯ୍ୟ କରାଯାଇଥାଏ। ଏଥିସହ ଭଗବାନ ବିଷ୍ଣୁଙ୍କ ରୂପ…