୧୦୦ କୋଟି ଟଙ୍କା ଦରମାରେ ନିଯୁକ୍ତ ହୋଇଥିଲେ କିନ୍ତୁ ବର୍ଷକରେ ଚାଲିଗଲା ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ଟେକ୍ନୋଲୋଜି ଦୁନିଆରେ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଆଇଆଇଟିରେ ପଢ଼ିବାକୁ ଚାହାନ୍ତି । ଏବଂ ଦୁନିଆର ଭଲ ଭଲ କମ୍ପାନୀରେ ଚାକିରି କରିବାକୁ ଚାହାନ୍ତି । ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଅର୍ଥାତ୍ ଆଇଆଇଟିରୁ ଡିଗ୍ରୀ ହାସଲ କରିବା ପରେ ବିଶ୍ୱର ଅନେକ ବଡ ଟେକ୍ନୋଲୋଜି କମ୍ପାନୀ…