ଅନ୍ଧବିଶ୍ବାସକୁ ବିଶ୍ବାସ କରି ଗାଁ ଲୋକେ ଛୁଇଁଲେନି ଶବ, ସରପଞ୍ଚ କଲେ ସଂସ୍କାର
ନୟାଗଡ଼(କେନ୍ୟୁଜ୍): ସାହି ଭିତରେ ପଚିଶଢି ଗନ୍ଧାଉଥିଲା ଶବ । ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା ପୁରା ଗାଁ । ହେଲେ ଶବଟିକୁ ଉଠାଇବା ପାଇଁ କେହିବି ଦେଖାଇ ନଥିଲେ ମାନବିକତା । ସଂସ୍କାର କରିବା ପାଇଁ ଆଗେଇ ଆସିବା ତ ଦୂରର କଥା ପାଖ ବି ମାଡ଼ି ନଥିଲେ । ମୃତ ବ୍ୟକ୍ତିଙ୍କର ନା ଥିଲେ ପରିବାର ନା ଥିଲେ…