ଫ୍ୟାନ୍ଙ୍କୁ ଧୋକା ଦେଲେ ଉର୍ବଶୀ, ସୋସିଆଲ ମିଡିଆରେ ପୁଣିଥରେ ହେଲେ ଟ୍ରୋଲର ଶିକାର
ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ଗତ କିଛି ଦିନ ହେବ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଉର୍ବଶୀଙ୍କ ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ଖୁବ୍ ଟ୍ରୋଲ ହେବାକୁ ପଡ଼ୁଛି। ଉର୍ବଶୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ସ ମଧ୍ୟ ଭାଇରାଲ ହେଉଛି। ଏଥିପାଇଁ ଉର୍ବଶୀ ବହୁତ ଦୁଃଖିତ ଅଛନ୍ତି। ତେବେ…