Browsing Tag

uttar pradesh

ଛି… ପନିପରିବାରେ ପାଣି ବଦଳରେ ପରିସ୍ରା କରି ଛିଞ୍ଚୁଥିଲା ବେପାରୀ, ଭିଡିଓ ଭାଇରଲ ପରେ ଭୁଲ୍‌ ସ୍ୱୀକାର କଲା

ପନିପରିବାରେ ପରିସ୍ରା ଛିଞ୍ଚି ବିକୁଥିଲେ ଦୋକାନୀ। ଭିଡିଓ ଭାଇରଲ ହେଲା ପରେ ମାନିଲେ ସତ। କଥାଟି ଶୁଣି ହୁଏତ ଆପଣଙ୍କ ତାଜୁବ ଲାଗିପାରେ। କିନ୍ତୁ ଏମିତି କାରନାମା ଉତ୍ତରପ୍ରଦେଶର ଜଣେ ପରିବା ବିକାଳି କରୁଥିଲେ। ଉତ୍ତରପ୍ରଦେଶ ବରେଲୀରେ ଜଣେ ବ୍ୟକ୍ତି ପରିବା ଉପରେ ପରିସ୍ରା ପକାଇ ବିକ୍ରି…

ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ଡିଜେଲ ପକାଇ ଜୀବନ୍ତ ଜଳାଇଲେ ଦୁର୍ବୃତ୍ତ, ପୀଡିତାଙ୍କ ଅବସ୍ଥା ଗୁରୁତର

ଉତ୍ତରପ୍ରଦେଶରେ ପିଲିଭିତରେ ଜଣେ ୧୬ ବର୍ଷୀୟ ଦଳିତ ନାବାଳିକାକୁ ଘରେ ପଶି ଗଣଦୁଷ୍କର୍ମ କରିବା ପରେ ଡିଜେଲ ଢାଳି ନିଆଁ ଲଗାଇ ମାରିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଘଟଣାରେ ନାବାଳିକାଙ୍କୁ ଅର୍ଦ୍ଧଦଗ୍ଧ…

ଗଣେଶ ମୂର୍ତ୍ତି ବସର୍ଜନରେ ଅଘଟଣ: ଉତ୍ତର ପ୍ରଦେଶ ଓ ହରିୟାଣାରେ ୧୧ ମୃତ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ଧୂମ୍‌ଧାମରେ ଭଗବାନ ଗଣେଶ ପୂଜା ଅନୁଷ୍ଠିତ ହୋଇଛି । ମୁମ୍ବାଇ, ହାଇଦ୍ରାବାଦ ସମେତ ଦେଶର ଅନ୍ୟ ସହରରେ ମଧ୍ୟ ଶୁକ୍ରବାର ଗଣେଶଙ୍କ ମୂର୍ତ୍ତି ବିସର୍ଜନ ହୋଇଛି । କିଛି ସ୍ଥାନରେ ଅଘଟଣ ମଧ୍ୟ ଘଟିଥିବା ଜଣାଯାଇଛି । ହରିୟାଣାରେ ଶୁକ୍ରବାର ମୂର୍ତ୍ତି ବିସର୍ଜନ…

ଗଣେଶ ପୂଜାରେ ହନୁମାନ ବେଶ ହୋଇ ନୃତ୍ୟ କରୁଥିଲେ ବ୍ୟକ୍ତି; ନାଚୁ ନାଚୁ ମଞ୍ଚରେ ହିଁ ଟଳି ପଡ଼ିଲେ…ଦେଖନ୍ତୁ ମୃତ୍ୟୁବେଳର…

ବେଳେବେଳେ ଆମ ଚାରିଆଖରେ ଏମିତି ଘଟଣା ସବୁ ଘଟିଥାଏ, ଯାହାକୁ ଦେଖି ସହଜରେ ବିଶ୍ୱାସ କରି ହୁଏ ନାହିଁ। କିଛି ଘଟଣା ଆମକୁ ବିଚଳିତ କରି ଦେଇଥାଏ ତ କିଛି ଘଟଣା ଆମକୁ ସମ୍ପୂର୍ଣ୍ଣ ରୂପେ ସ୍ତବ୍ଧ କରି ଦେଇଥାଏ। ଏବେ ଏହିଭଳି ଏକ ଘଟଣା ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି। ସମସ୍ତେ ନିଜ ପ୍ରିୟ…

ସାପ ଯୋଗୁ ନଈ ମଝିରେ ବୁଡ଼ିଗଲା ଡଙ୍ଗା! ସଲିଳ ସମାଧି ନେଲେ ୭; ଡଙ୍ଗାରେ ଥିଲେ ୧୭ ଯାତ୍ରୀ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ଡଙ୍ଗା ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ୫ ଜଣଙ୍କ ମୃତଦେହ ନଈରୁ ଉଦ୍ଧାର କରିଛି। ଖବରରୁ ଜଣାପଡ଼ିଛି, ଗତକାଲି ସନ୍ଧ୍ୟା ସମୟରେ ଏଠାରେ ଏକ ନଈରେ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…

ତାଜମହଲର ନାମ ହେବ ‘ତେଜୋ ମହାଳୟା’ ! ଜୋର୍‌ ଧରିଛି ଚର୍ଚ୍ଚା ଆଲୋଚନା

ଆଗ୍ରାର ତାଜମହଲ ଦୁନିଆର ଅନ୍ୟତମ ଆଶ୍ଚର୍ଯ୍ୟ। ହେଲେ ଏହାର ଅସ୍ତିତ୍ୱକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି। ଯେଉଁଠି ଗୋଟିଏ ପଟେ ରାସ୍ତା, ଛକ ଏବଂ ଜିଲ୍ଲାଗୁଡ଼ିକର ନାମ ବଦଳା ଯାଉଛି, ସେଠି ତାଜମହଲର ନାମ ପରିବର୍ତ୍ତନକୁ ନେଇ ବି ସ୍ୱର ଉଠୁଛି। ଏହାରି ଭିତରେ ଖବର ଆସିଛି କି, ତାଜମହଲର ନାମ…

ସିଓଙ୍କ ଠାରୁ ଡିଆଇଜିଙ୍କ ପର୍ଯ୍ୟନ୍ତ କେହି ଶୁଣିଲେନି, ଶେଷରେ ନିରାଶ ହୋଇ ଜୀବନ ହାରିଲା ଗଣଦୁଷ୍କର୍ମ ପୀଡ଼ିତା…

ଉତ୍ତର ପ୍ରଦେଶ: ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ନିରାଶ ହୋଇ ଜୀବନ ହାରିଲା ଦୁଷ୍କର୍ମ ପୀଡ଼ିତା ନାବାଳିକା। ନ୍ୟାୟ ପାଇଁ ଉଚ୍ଚ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ବି କେହି ଶୁଣିନଥିଲେ। ଏଣୁ ବାଧ୍ୟ ହୋଇ ଦଉଡ଼ି ଦେଇଛି ଏହି ନିରୀହ ପୀଡ଼ିତା। ଉତ୍ତର ପ୍ରଦେଶର…

ରାକ୍ଷୀ ପୂର୍ଣ୍ଣିମାରେ ସହି ପାରିଲେନି ଭାଇର ଗାଳି…ବିଷ ପିଇ ଜୀବନ ହାରିଦେଲେ ଦୁଇ ଭଉଣୀ!

ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ କିଶୋରୀ ଭଉଣୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନା ମୁତାବକ, ବରେଲୀ ଜିଲ୍ଲାର ନଓ୍ଵାବଗଞ୍ଜ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ରାକ୍ଷୀ ପୂର୍ଣ୍ଣିମାରେ ଭାଇର ଗାଳିକୁ ସହି ନ ପାରି ଦୁଇ ଭଉଣୀ ଏଭଳି ଚରମ…

ଅଜବ ନିଶା: ସାପକୁ ବେକରେ ପକାଇ ଭିଡିଓ ସୁଟିଂ କରୁଥିଲେ ବ୍ୟକ୍ତି, ଆଉ ତା’ ପରେ

ସୋସିଆଲ ମିଡିଆରେ ଆପଣ ଅନେକ ଭାଇରଲ ଭିଡିଓ ଦେଖୁଥିବେ। ଏଥିରେ କିପରି ବିଭିନ୍ନ ପ୍ରକାରର ଜୀବଜନ୍ତୁକୁ ନେଇ ମଧ୍ୟ ଅନେକ ଭିଡିଓ ଦେଖିବାକୁ ମିଳୁଛି। ଏପରି ସ୍ଥଳେ ସାପକୁ ନେଇ ଆପଣ ଅନେକ ଭିଡିଓ ନିଶ୍ଚିତ ଦେଖୁଥିବେ। କେଉଁଠି କିଏ ସାପ ସହିତ ଭିଡିଓ କରୁଥିବା ବେଳେ ଆଉ କିଏ ସାପ ସହିତ ଖେଳୁଛି ତ…

ଆଜିଠୁ ବସ୍‌ରେ ମାଗଣା ଯାତ୍ରା କରିବେ ମହିଳା; ରକ୍ଷା ବନ୍ଧନରେ ଭଉଣୀମାନଙ୍କୁ ବଡ଼ ଉପହାର ଦେଲେ ୩ ରାଜ୍ୟର ସରକାର…

ରକ୍ଷା ବନ୍ଧନ ଅବସରରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣା ସରକାର ଯାନବାହାନଗୁଡ଼ିକରେ ମାଗଣା ଯାତ୍ରାର ଉପହାର ପ୍ରଦାନ କରିଛନ୍ତି। ଏହି ୩ ରାଜ୍ୟର ସମସ୍ତ ରୋଡ୍‌େଓ୍ଵଜ ବସ୍‌ରେ ମହିଳାମାନେ ଆଜିଠୁ ନିଃଶୁଳ୍କ ଯାତ୍ରା କରି ପାରିବେ। ୟୁପିର ଯୋଗୀ ସରକାର ବସ୍‌ଗୁଡ଼ିକରେ ମାଗଣା ଯାତ୍ରାର…

ରାସନ କାର୍ଡଧାରୀଙ୍କୁ ଏବେ ମିଳିବ ପୌଷ୍ଟିକ ତତ୍ତ୍ୱଯୁକ୍ତ ଚାଉଳ, ଉପକୃତ ହେବେ ୧୫ ହଜାର କୋଟି ଲୋକ

ସରକାର ରାସନ କାର୍ଡ ଧାରକଙ୍କ ଫାଇଦା ପାଇଁ ସମୟ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ଏବେ ଉତ୍ତରପ୍ରଦେଶ ସରକାର ତରଫରୁ ସାର୍ବଜନିକ ରାସନ ବିତରଣ ପ୍ରଣାଳୀରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ଅନୁଯାୟୀ, ୨୦୨୩ ଆରମ୍ଭରୁ ରାଜ୍ୟରେ ରାସନ ବିତରଣ…

ଗଣଦୁଷ୍କର୍ମରୁ ଜନ୍ମିତ ପୁଅ ୨୭ ବର୍ଷ ପରେ ଅଭିଯୁକ୍ତକୁ ଧରାଇଲା! ମା’ ଦ୍ୱାରା ରୁଜୁ କରାଇଲା ମାମଲା, ଜଣେ ଗିରଫ

ଉତ୍ତର ପ୍ରଦେଶ: ୨୭ ବର୍ଷ ତଳର ଏକ ଗଣଦୁଷ୍କର୍ମ ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ମହମ୍ମଦ ରଜି। ରଜି ହାଇଦ୍ରାବାଦରୁ ନିଜ ଘରକୁ ଆସିଥିବା ବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ସୂଚନା ମୁତାବକ, ୩ ମାସ ପୂର୍ବେ ଲକ୍ଷ୍ନୌର ଜଣେ ମହିଳା ତାଙ୍କୁ ଗଣଦୁଷ୍କର୍ମ…