Browsing Tag

uttarkashi tunnel

ଟନେଲ ଭିତରେ ୪୦ ଜୀବନ, ‘ଆମେରିକୀୟ ଓଗାର’ ମେସିନ୍ ସାହାଯ୍ୟରେ ଶୁରଙ୍ଗ କରି ବିଛାଯାଉଛି ପାଇପ୍

ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ । ‘ଆମେରିକୀୟ ଓଗାର’ ମେସିନ୍ ସାହାର୍ଯ୍ୟରେ ଶୁରଙ୍ଗ କରି ପାଇପ୍ ବିଛାଯାଉଛି । ଏହି ମେସିନ୍ ସାହାଯ୍ୟରେ ଆବର୍ଜନା ହଟାଯିବା ପରେ ପ୍ରାୟ ୭୦ ମିଟର ପାଇପ୍ ପକାଯିବ । ଏହାପରେ ଶ୍ରମିକମାନଙ୍କୁ…

ଉତ୍ତରକାଶୀ ଟନେଲରେ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଉତ୍ତରପ୍ରଦେଶ ଓ ଝାରଖଣ୍ଡ ଟିମ୍

ଉତ୍ତରକାଶୀ ଟନେଲରେ ଦୁର୍ଘଟଣାରେ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ୫ଦିନ ହେବ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଶ୍ରମିକ । ୫ଦିନ ପରେ ବି ସରୁନି ରେସକ୍ୟୁ ଅପରେସନ୍ । ଉଦ୍ଧାର ହୋଇ ପାରୁନାହାନ୍ତି ଉତ୍ତରକାଶୀରେ ଟନେଲ ତଳେ ଫସିଥିବା ୪୦ ଶ୍ରମିକ । କେତେବେଳେ ଭୂସ୍ଖଳନ ଓ କେତେବେଳେ…

ଉତ୍ତରକାଶୀ ଟନେଲ୍‌ ଦୁର୍ଘଟଣା: ଦିଲ୍ଲୀ ମେଟ୍ରୋ, ନରୱେ ଓ ଥାଇଲାଣ୍ଡର ବିଶେଷଜ୍ଞଙ୍କଠାରୁ ହାସଲ କରାଯାଉଛି ଅଭିଜ୍ଞତା

ଉତ୍ତରାଖଣ୍ଡ ଟନେଲ୍‌ ଦୁର୍ଘଟଣାର ବୁଧବାର ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ରିଲିଫ ଓ ଉଦ୍ଧାର କାର୍ଯ୍ୟ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ନିକଟରେ ପହଞ୍ଚିବାର ଉଦ୍ୟମ ସଫଳ ହୋଇପାରି ନାହିଁ। ଏହାରି ଭିତରେ ଖବର ଆସିଛି ଯେ ରେସ୍‌କ୍ୟୁ ଅପରେସନରେ…

ଟନେଲ ତଳେ ଫସିରହିଛନ୍ତି ୫ ଓଡ଼ିଆ ଶ୍ରମିକ, ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ଟନେଲ୍ ଧ୍ବଂସାବଶେଷ ତଳେ ଫସିଥିବା ଶ୍ରମିକଙ୍କ ଭିତରେ ଅଛନ୍ତି ଓଡ଼ିଶାର ୫ଜଣ। ସେମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ୩ଜଣ, ନବରଙ୍ଗପୁର ଜଣେ ଓ ଅନ୍ୟ ଜଣେ ଶଙ୍କର୍ଷଣପୁରର। ଆଶା ଆଶଙ୍କାରେ ଅଛନ୍ତି ୫ ଓଡ଼ିଆଙ୍କ ପରିବାର ଲୋକ । ସୁରକ୍ଷିତ ଉଦ୍ଧାରକୁ ଅନାଇ ବସିଛନ୍ତି ।…