Browsing Tag

v.k pandiyan

କଟକରେ 5 T ସଚିବ, ବାଦାମବାଡି ବସ୍‌ ଷ୍ଟାଣ୍ଡ ପରିଦର୍ଶନ କରି ଉନ୍ନତିକରଣ ପାଇଁ ସ୍ଥିତିର କଲେ ସମୀକ୍ଷା

କଟକ: କଟକରେ 5 T ସଚିବ ଭି. କେ ପାଣ୍ଡିଆନ୍‌ । ଭୋରରୁ ଅଚାନକ କଟକ ବାଦାମବାଡି ବସ୍‌ ଷ୍ଟାଣ୍ଡ ପରିଦର୍ଶନ କରିଥିଲେ । ବସ୍‌ ଷ୍ଟାଣ୍ଡର ଉନ୍ନତିକରଣ ପାଇଁ ସ୍ଥିତିର ସମୀକ୍ଷା କରିଛନ୍ତି ପାଣ୍ଡିଆନ । ଏହା ପରେ ବାଦାମବାଡି ସେସୁ କାର୍ଯ୍ୟାଳୟ, ଏସ୍‌ସିବି ସମ୍ପ୍ରସାରଣ ପାଇଁ ରାଣୀହାଟ ଯୋବ୍ରା…

ବାଲେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାଳସରୀ ଓ ଉଦୟପୁର ବେଳାଭୂମିର ହେବ ଉନ୍ନତି, ଜଳେଶ୍ୱରରେ ପହଞ୍ଚି ସ୍ଥିତି…

ଜଳେଶ୍ୱର: ବାଲେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାଳସରୀ ଓ ଉଦୟପୁର ବେଳାଭୂମିର ହେବ ଉନ୍ନତି । ଜଳେଶ୍ୱରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ ଭି. କେ. ପାଣ୍ଡିଆନ୍‌ ଓ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ବେଳାଭୂମିର ନକ୍ସା ଦେଖିଛନ୍ତି । ଏହାସହ ବିଭାଗୀୟ ଅଧିକାରୀଙ୍କ ସହ…

କୋଣାର୍କରେ 5T ସଚିବ ଭି. କେ ପାଣ୍ଡିୟାନ୍‌, ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ଓ ବିକାଶକୁ ନେଇ…

କୋଣାର୍କରେ 5T ସଚିବ ଭି. କେ ପାଣ୍ଡିୟାନ୍‌ । ଆଜି ସକାଳେ 5T ସଚିବ କୋଣାର୍କରେ ପହଞ୍ଚି ସୂର୍ଯ୍ୟ ମନ୍ଦିର, ଏହାର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ଓ ବିକାଶ ନେଇ ସମୀକ୍ଷା କରିଛନ୍ତି । ପୁରୀ ଜିଲ୍ଲା ପ୍ରଶାସନର କିଛି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । 5T ସଚିବଙ୍କ ସହ ପୁରୀ ଜିଲ୍ଲାପାଳ…

ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ୍‌, ରାଜ୍ୟବାସୀଙ୍କୁ ଜଣାଇଲେ ନବବର୍ଷର ଶୁଭେଚ୍ଛା

ପୁରୀ : ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍‌ । ତାଙ୍କ ସହ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ, ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ । ଦର୍ଶନ କରିସାରିବା ପରେ ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

5T ସଚିବଙ୍କ ଭୋର ପ୍ରାୟ ସାଢେ ୪ଟା ବେଳେ ଅଚାନକ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରିଦର୍ଶନ, ବିକାଶମୂଳକ କାର୍ଯ୍ୟର କଲେ…

ଭୁବନେଶ୍ବର: 5T ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରିଦର୍ଶନ । ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ସେ ଅଚାନକ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିରର ଭିତର ଓ ବାହାରର ବିକାଶମୂଳକ କାର୍ଯ୍ୟର ତଦାରଖ କରିଥିଲେ 5T ସଚିବ। ନିକଟରେ ମନ୍ଦିରର…

ଆଜି ଭୋର ୫ଟାରେ କଟକ ବଡ ମେଡିକାଲରେ ପହଞ୍ଚିଲେ 5T ସଚିବ ଭି.କେ ପାଣ୍ଡିଆନ୍‌

କଟକ : SCB ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ। ଆଜି ସନ୍ଧ୍ୟା ୬ଟା ୩୦ରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ SCBର ସବୁ ବିଭାଗୀୟ ମୁଖ୍ୟ, ଛାତ୍ର, ପ୍ରଶାସନିକ କର୍ତ୍ତୃପକ୍ଷ ମଧ୍ୟ ବୈଠକରେ ଯୋଗଦେବେ। ଆଜି ଭୋର ୫ଟାରେ କଟକ ବଡ ମେଡିକାଲରେ ପହଞ୍ଚିଥିଲେ 5T ସଚିବ…

ଅଭିନବ ଢ଼ଙ୍ଗରେ ଦୀପାବଳି ପାଳିଲେ 5-T ସଚିବ ଭି.କେ.ପାଣ୍ଡିଆନ୍‌

ଭୁବନେଶ୍ୱର(କେନ୍ୟୁଜ୍): ଦୀପାବଳିରେ ଅଧିକାରୀମାନେ ବିଭିନ୍ନ ବାଳାଶ୍ରମ ଗସ୍ତ କରି ସେମାନଙ୍କ ସହ ଦୀପାବଳି ପାଳିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ସ୍ପୋର୍ଟସ ହଷ୍ଟେଲ ଅନ୍ତେବାସୀଙ୍କ ସହ ଦୀପାବଳୀ…