Browsing Tag

vaccine in odisha

ରାଜ୍ୟରେ ଦେଢ଼ କୋଟି ଡୋଜ୍‌ ଟପିଲା ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ। ରାଜ୍ୟରେ ଟିକାକରଣ ଦେଢ଼ କୋଟି ଡୋଜ୍‌ ଟପିଲା । ଜାନୁଆରୀ ୧୬ ତାରିଖରେ ଦେଶ ତଥା ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା । ଏହାର ୬ ମାସ ପରେ ରାଜ୍ୟରେ କରୋନା ଟିକାକରଣ ଦେଢ଼ କୋଟି ଡୋଜ୍‌ ଟପିଛି । ଗତକାଲି ୨ ଲକ୍ଷ ୩୬ ହଜାର ୭୭୪ ଜଣ…

ରାଜ୍ୟରେ ୨୦ଲକ୍ଷ ଟପିଲା ଟିକାକରଣ, ଏପ୍ରିଲ ୨ରେ ଆସିବ ଆଉ ୯ଲକ୍ଷ ୮୮ହଜାର ଡୋଜ୍‌

ଭୁବନେଶ୍ବର: ରାଜ୍ୟରେ ୨୦ଲକ୍ଷ ଟପିଛି ଟିକାକରଣ । ୫୬ ଦିନରେ ୨୦ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ପ୍ରଥମ ୧୦ଲକ୍ଷ ଲୋକଙ୍କୁ ଟିକା ଦେବାକୁ ୪୫ଦିନ ଲାଗିଥିବାବେଳେ ଦ୍ୱିତୀୟ ୧୦ଲକ୍ଷ ଲୋକଙ୍କୁ ମାତ୍ର ୧୧ ଦିନରେ ଟିକା ଦିଆଯାଇଛି। ଗତକାଲି ୫୬ ହଜାର ୬୦୧ଜଣ ବରିଷ୍ଠ ନାଗରିକ ଟିକା ନେଇଛନ୍ତି।…

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍‌ କୋଭିଡ୍‌ ଟିକାକରଣ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଦିଆଯିବ ଦ୍ୱିତୀୟ ଡୋଜ୍‌ କୋଭିଡ୍‌ ଟିକା । ଜାନୁୟାରୀ ୧୬ ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀ ଆଜି ଦ୍ୱିତୀୟ ଡୋଜ୍‌ ନେବେ । ପ୍ରଥମ ଡୋଜ୍‌ ନେବାର ୨୮ ଦିନ ପରେ ଆଜି ଦ୍ୱିତୀୟ ଡୋଜ୍‌ ଦିଆଯିବ । ସେପଟେ ଶନିବାର ସୁଦ୍ଧା ସମସ୍ତ…

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ, ପଞ୍ଜୀକୃତ ହୋଇଛି ପାଖାପାଖି ୨୦ ହଜାର ନାମ

ଭୁବନେଶ୍ବର:  ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ । ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣକୁ ନେଇ ବିଏମସ କମିଶନରଙ୍କ ପ୍ରତିକ୍ରିୟା ରଖିଛନ୍ତି। ଗୃହ , ନଗର ଉନ୍ନୟନ ବିଭାଗ ଏବଂ ରାଜସ୍ୱ ବିଭାର ସମ୍ମୁଖ ଯୋଦ୍ଧାମାନଙ୍କୁ ଏହି ଟିକାକରଣରେ ସାମିଲ କରାଯିବ ବୋଲି…