Browsing Tag

veer surendra sai airport

ଉଡ଼ାନ ଯୋଜନାରେ ଆଜିଠୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ସେବା ଆରମ୍ଭ କରିବ ଆଲାଏନ୍ସ ଏୟାର

ଝାରସୁଗୁଡ଼ା(କେନ୍ୟୁଜ୍) : ଉଡ଼ାନ ଯୋଜନାରେ ଆଜିଠୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ସେବା ଆରମ୍ଭ କରିବ ଆଲାଏନ୍ସ ଏୟାର। ଝାରସୁଗୁଡ଼ାରୁ ରାୟପୁର ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ କରିବ। ଭୁବନେଶ୍ୱରରୁ ସକାଳ ୯ଟା ୨୫ ମିନିଟରେ ବିମାନ ଉଡ଼ାଣ ଭରିବ। ଝାରସୁଗୁଡ଼ାରେ…

ଆସନ୍ତାକାଲିଠୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ଉଡିବ ବିମାନ

କେନ୍ୟୁଜ୍: ଆସନ୍ତାକାଲିଠୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ରାୟପୁରକୁ ଉଡିବ ବିମାନ। ଝାରସୁଗୁଡ଼ା ବୀର ସୁରେନ୍ଦ୍ରସାଏ ଏୟାରପୋର୍ଟରୁ ସ୍ପାଇସଜେଟ୍‌ ସଫଳ ହେବା ପରେ କାଲିଠୁ ଏଲୟନ୍ସ ଏୟାର ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହେବ। ପୂର୍ବରୁ ଚଳିତ ମାସ ୧ରୁ ଏହି ସେବା ଆରମ୍ଭ ହେବାର…

ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ, ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ…

ଝାରୁସୁଗୁଡ଼ା : ଶେଷରେ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେଲା ଝାରୁସୁଗୁଡ଼ା ବିମାନବନ୍ଦର । ଏନେଇ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି । ଏ ବାବଦରେ ଓଡ଼ିଆରେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ । ଓଡ଼ିଶାବାସୀଙ୍କୁ ସେ…