ଭିଜିଲାନ୍ସ ଜାଲରେ ଗିରଫ ହେଲେ ଚନ୍ଦନପୁର ଏଆରଆଇ, ଜବତ ହେଲା ୫୧ ହଜାର ଟଙ୍କା
ପୁରୀ: ଭିଜିଲାନ୍ସ ଜାଲରେ ଚନ୍ଦନପୁର ଏଆରଆଇ । ପୁରୀ ଜିଲ୍ଲା ପୁରୀ ତହସିଲ ଅନ୍ତର୍ଗତ ଚନ୍ଦନପୁର ଆରଆଇ ଅଫିସରେ କାର୍ଯ୍ୟରତ ଏଆରଆଇ ପବିତ୍ର କୁମାର କାଣ୍ଡି ଙ୍କୁ ଲାଞ୍ଚ ମାଗିବା ଓ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି। ଗିରଫ ବେଳେ ତାଙ୍କ ଠାରୁ ନଗଦ ୫୧ହଜାର ଟଙ୍କା…