ବିବାହ ବାର୍ଷିକ ସେଲିବ୍ରେସନ୍ ବେଳେ ପେଟ ଲୁଚାଇଲେ ଅନୁଷ୍କା, ଫଟୋ ହେଉଛି ଭାଇରାଲ
ବଲିଉଡର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଯେତେବେଳେ ବି ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ଯୋଡି ବିଷୟରେ କଥାବାର୍ତ୍ତା କରାଯାଏ । ସେହି ଲିଷ୍ଟରେ ସବୁଠାରୁ ଉପରେ କେବଳ ଗୋଟିଏ ନାମ ରହିଥାଏ ଏବଂ ତାହା ହେଉଛି…