Browsing Tag

Vodafone plan

Vodafoneର ୧୦୦ ଟଙ୍କାରୁ କମ୍‌ ଦାମର ପ୍ଲାନ, ଯେଉଁଥିରେ ଅନଲିମିଟେଡ୍‌ କଲିଙ୍ଗ୍‌ ସହିତ ମିଳିବ ୧GB ଡାଟା

ଟେଲିକମ୍ କମ୍ପାନୀ ଗ୍ରାହକଙ୍କୁ ନିଜର ବେଷ୍ଟ ସୁବିଧା ଯୋଗାଇଦେବା ପାଇଁ ଲଗାତାର ନୂଆ ନୂଆ ଟାରିଫ୍ ପ୍ଲାନ ଲଞ୍ଚ କରୁଛି। ଏହି ପରିପ୍ରେକ୍ଷକ୍ଷୀରେ ଭୋଡାଫୋନ ଗ୍ରାହକଙ୍କ ପାଇଁ ଦୁଇ ନୂଆ ପ୍ଲାନ ଲଞ୍ଚ କରିଛି ଯାହା ୧୦୦ ଟଙ୍କାରୁ କମ୍ ଅଟେ। ଏହି ଦୁଇ ପ୍ଲାନରେ ଫ୍ରି ଅନଲିମିଟେଡ୍ କଲିଙ୍ଗ ସହିତ…

Vodafoneର ସବୁଠାରୁ ଶସ୍ତା ପ୍ଲାନ, ମାତ୍ର ୨୦ ଟଙ୍କା ରିଚାର୍ଜ କରି ପୂରା ମାସ ପାଆନ୍ତୁ ଏହି ସୁବିଧା

ଟେଲିକମ୍ କମ୍ପାନୀମାନଙ୍କ ମଧ୍ୟରେ ବଢ଼ୁଥିବା ପ୍ରତିଯୋଗିତାକୁ ଲକ୍ଷ୍ୟ କରି ଭୋଡାଫୋନ ଶସ୍ତା ପ୍ଲାନର ଅଫରକୁ ଉପସ୍ଥାପନା କରିଛି। କମ୍ପାନୀ ନିଜର ୨୦ ଟଙ୍କାର ପ୍ଲାନକୁ ପୁଣିଥରେ ମାର୍କେଟକୁ ଆଣିଛି। ଯେଉଁଥିରେ ଏବେ ଫୁଲ୍ ଟକଟାଇମର ବେନିଫିଟ୍ ସହିତ ୨୮ ଦିନର ଭାଲିଡଟୀ ଏକ୍ସଟେନସନର ମଧ୍ୟ ସର୍ଭିସ…

ଭୋଡାଫୋନ ଅପଡେଟ୍ କରିଛି ୩୬୫ ଦିନର ଏହି ପ୍ଲାନ, ଏବେ ପ୍ରତିଦିନ ମିଳିବ ୧.୫ଜିବି ଡାଟା

ଭୋଡାଫୋନ ଇଣ୍ଡିଆ ନିଜର ବାର୍ଷିକ ପ୍ଲାନକୁ ଅପଡେଟ କରିଛି। ଭୋଡାଫୋନର ୩୬୫ ଦିନ ପ୍ଲାନ ୧,୬୯୯ ଟଙ୍କାର ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ମିଳିବା ସହିତ ସମସ୍ତ ନେଟୱାର୍କରେ ୩୬୫ ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍ କଲିଂ ମଧ୍ୟ ମିଳିବ ଏବଂ ପ୍ରତିଦିନ ଏସଏମଏସ ମଧ୍ୟ ମିଳିବ। ଜଣାଇବାକୁ ଚାହିଁବୁ…

ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ଭୋଡାଫୋନ ଆଣିଲା ନୂଆ ପ୍ଲାନ, ଜାଣନ୍ତୁ କଣ ରହିଛି ଫାଇଦା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଜିଓର ପ୍ରବେଶ ପରେ ଅନ୍ୟାନ୍ୟ ଟେଲିକମ କମ୍ପାନୀମାନେ ଜିଓ ସହିତ ପ୍ରତିଦ୍ବିନ୍ଦ୍ବିତା କରି ବିଭିନ୍ନ ଲୋଭନିୟ ଅଫର ଦେଉଛନ୍ତି। ଗ୍ରାହକ ମାନଙ୍କୁ ବାନ୍ଧି ରଖିବା ପାଇଁ ନୂଆ ନୂଆ ପ୍ଲାନ ମଧ୍ୟ ଘୋଷଣା କରୁଛନ୍ତି। ଏହି ରେସରେ ଭୋଡାଫୋନ ମଧ୍ୟ ପଛରେ ପଡିନାହିଁ। ଏବେ…

ଭୋଡାଫୋନ ଲଞ୍ଚ କଲା ‘ପାରିବାରିକ ପ୍ଲାନ୍’, ଏକାସାଥିରେ ୫ ଲୋକ କରିପାରିବେ ବ୍ୟବହାର

ଭୋଡାଫୋନ ଗତ କିଛି ସପ୍ତାହ ଠାରୁ ଲଗାତର ଭାବେ ନୂଆ ପ୍ଲାନ ଲଞ୍ଚ କରୁଛି। ଏବେ କମ୍ପାନୀ ନିକଟରେ ୫୯୯ ଟଙ୍କାର ୧୮୦ ଦିନର ବୈଧତା ସହିତ ନୂଆ ପ୍ରି-ପ୍ରେଡ୍ ପ୍ଲାନ ଲଞ୍ଚ କରିଛି। ପ୍ରୀ-ପେଡ୍ ପରେ ଏବେ ଭୋଡାଫୋନ ଏକ ପୋଷ୍ଟପେଡ ପ୍ଲାନ ବଜାରକୁ ପ୍ରବାହିତ କରିଛି ଯାହାର ଲାଭ ପୂରା ପରିବାରକୁ ହେବ।…