ୱାଶିଂ ମେସିନ୍ ରେ ମିଳୁଛି ବଢ଼ିଆ ଡିସକାଉଣ୍ଟ, ୧୫ ହଜାର ଟଙ୍କାରୁ କମ ରହିଛି ଦାମ୍
ଦିୱାଲୀ ଅବସରରେ ଭାରତର ଅଧିକାଂଶ ଲୋକେ ନୂଆ ଜିନିଷ କିଣୁଛନ୍ତି । ଯଦି ଆପଣ ଏହି ଦିୱାଲୀରେ ନିଜ ଘର ପାଇଁ ଏକ ନୂଆ ୱାଶିଂ ମେସିନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ । ଆପଣ ୧୫,୦୦୦ରୁ କମ୍ ଦାମରେ ଉପଲବ୍ଧ ଭଲ ଭଲ ୱାଶିଂ ମେସିନ୍ କିଣିପାରିବେ,…