Below header
Browsing Tag

watermelon farm

ବିଦେଶୀ ତରଭୂଜ ଚାଷ କରି ଲକ୍ଷ ଲକ୍ଷ ରୋଜଗାର, ଦୁଇ ଗୁଣା ଲାଭ ପାଉଛନ୍ତି ଚାଷୀ

ବାରିପଦା(କେନ୍ୟୁଜ): ଦିନକୁ ଦିନ ବଢୁଛି ବିଦେଶୀ ତରଭୂଜ ଚାହିଦା । ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ ଅଧୀନ ଦାନ୍ତିଆମୁହାଁ ଖଡିଶୋଲ୍ ପଞ୍ଚାୟତ ଏବେ ବିଦେଶୀ ତରଭୁଜ ହବ୍। ଅଢେଇ ମାସରେ ଚାଷୀ ହେଉଛନ୍ତି ଲକ୍ଷପତି। ମୟୂରଭଞ୍ଜ ବାଲେଶ୍ୱର ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ତରଭୂଜ ପଠାଇ ଲକ୍ଷ…

ଦାଉ ସାଧିଲା ଅଦିନିଆ ବର୍ଷା: ଉପଯୁକ୍ତ ମୂଲ୍ୟ ନମିଳିବାକୁ ତରଭୁଜ ଚାଷରେ ଟ୍ରାକ୍ଟର ମଡାଇଦେଲେ ଚାଷୀ

ପଦ୍ମପୁର (କେନ୍ୟୁଜ): ତରଭୁଜ ଚାଷ ଉପରେ ମଡାଇଦେଲେ ଟ୍ରାକ୍ଟର। ତିନି ଏକର ତରଭୁଜ ଚାଷ ଜମିରେ ଟ୍ରାକ୍ଟର ବୁଲାଇ ହଳ କରିଦେଲେ ଚାଷୀ। ପଦ୍ମପୁର ଉପଖଣ୍ଡ କୁଦୋପାଲି ଗାଁର କ୍ଷୀରୋଦ୍ର ସୁନା ୩ ଏକର ଜମିରେ ଚାଷ କରିଥିଲେ। ଭଲ ଫସଲ ହୋଇଥିଲା। ତରଭୁଜ ବିକ୍ରି କରି ଭଲ ରୋଜଗାର କରିବାର ଆଶା…