Browsing Tag

wearing masks

iPhone ପାଇଁ ଆସିଲା ଶାନ୍‌ଦାର ଅପ୍‌ଡେଟ୍‌, ମାସ୍କ ପିନ୍ଧିବା ପରେ ବି କାମ କରିବ ଫେସ୍‌ ଅନ୍‌ଲକ୍‌

ଯଦି ଆପଣଙ୍କ ପାଖରେ ବି ଆପଲ ଆଇଫୋନ୍‌ ଅଛି ଓ ମାସ୍କ ଯୋଗୁ ଫୋନ୍‌କୁ ଅନ୍‌ଲକ୍‌ କରିବାରେ ସମସ୍ୟା ଉପୁଜୁଛି ତେବେ ଆପଣଙ୍କ ପାଇଁ ଖୁସି ଖବର। ଆପଲ ଆଇଓଏସ୍‌ ୧୪.୫ ବିଟା ଭର୍ସନ ରିଲିଜ୍‌ କରିଛି। ଏହି ଅପ୍‌ଡେଟ୍‌ର ସବୁଠୁ ବଡ଼ ଫାଇଦା ହେଉଛି ମାସ୍କ ପିନ୍ଧିବା ପରେ ବି ଆପଣ ନିଜ ଆଇଫୋନ୍‌କୁ ଫେସ୍‌…

ମାସ୍କ ନ ପିନ୍ଧି ସାପକୁ ମୁହଁରେ ଗୁଡେଇ ହୋଇଥିଲେ ଏହି ବ୍ୟକ୍ତି, ଆଉ ତା’ ପରେ…

କରୋନା ମହାମାରୀ ପାଇଁ ଏବେ ସବୁଠି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଯାଇଛି। ମାସ୍କ ଏମିତି ଏକ ହତିଆର, ଯାହାକୁ ପିନ୍ଧିବା ପରେ ଆମେ କରୋନାରୁ ରକ୍ଷା ପାଇପାରିବା। ତେବେ ଏହାରି ଭିତରେ ଏକ ଭିଡିଓ ଖୁବ ଭାଇରଲ ହେଉଛି। ଭିଡ଼ିଓଟି ଇଂଲଣ୍ଡର। ଏହି କରୋନା କାଳରେ ସେଠାକାର ସରକାର ବି ମାସ୍କ…

ମାସ୍କ ପିନ୍ଧିବା ସମୟରେ ଏହି ଛୋଟ ଛୋଟ ଭୁଲ ବି ଡାକି ଆଣିବ ବିପଦ, ଏ ନେଇ Video ଜାରି କଲା WHO

ବିଶ୍ୱରେ କରୋନା ଭାଇରସ ମାମଲା ଲଗାତାର ବଢ଼ିବାରେ ଲାଗିଛି। ଏଥିରୁ ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧିବା ବହୁତ ଜରୁରୀ। ତେବେ ଅନେକ ସମୟରେ ଦେଖାଯାଉଛି କି, କିଛି ଲୋକ ମାସ୍କ ପିନ୍ଧିବାରେ ଭୁଲ କରିଦେଉଛନ୍ତି। ଏହି ଭୁଲ ଯୋଗୁ ସଂକ୍ରମଣର ଆଶଙ୍କା ଆହୁରି ବଢିଯାଉଛି। ଏ ନେଇ ବିଶ୍ୱ…

ଲକ୍ ଡାଉନରେ ନିଆରା ବାହାଘର: ବାଜିଲାନି ବାଜା ଆସିଲେନି ବରଯାତ୍ରୀ, ମାସ୍କ ପିନ୍ଧି ବାହା ହେଲେ ବରକନ୍ୟା

ଅନୁଗୁଳ: ନା ବାଜା, ବାଜଣା। ନା ବାଣ କି ବରଯାତ୍ରୀ। ବନ୍ଧୁବାନ୍ଧବଙ୍କ କୋଳାହଳ ବି ନାହିଁ। ମାତ୍ର ୮ଜଣ ଲୋକରେ ସମ୍ପନ୍ନ ହୋଇଛି ବିବାହ ଉତ୍ସବ। ବରକନ୍ୟା ମୁହଁରେ ମାସ୍କ ପିନ୍ଧି ବିବାହ କରିଛନ୍ତି। ସାରା ଦେଶରେ କରୋନା କାୟା ବିସ୍ତାର କରୁଥିବାବେଳେ ଅନୁଗୁଳ ଜିଲ୍ଲା ତାଳଚେର କାରିଗରପଡାରେ…

ଆଜିଠୁ ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା, ସାରା ରାଜ୍ୟରେ କଡାକଡି ଭାବେ ପାଳନ ହେବ ଏହି ନିୟମ

ଭୁବନେଶ୍ବର: ଆଜିଠୁ ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା । ସାରା ରାଜ୍ୟରେ କଡାକଡି ଭାବେ ଏହି ନିୟମ ପାଳନ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କାଶ କିମ୍ବା ଛିଙ୍କିବା ବେଳେ ଭୂତାଣୁ ସଂକ୍ରମଣ ବ୍ୟାପୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର…