ଅନେକ ଚେଷ୍ଟା କରିବା ପରେ ମଧ୍ୟ ବଢୁନାହିଁ ଓଜନ, ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ
ଆପଣମାନେ ଜାଣିଥିବେ ଓଜନ ବଢାଇବା ଏବଂ ଓଜନ କମ୍ କରିବା ବହୁତ କଷ୍ଟକର ହୋଇଥାଏ । କିଛି ଲୋକ ଅଛନ୍ତି ଯେଉଁମାନେ କିଛି ବାହାର ଖାଦ୍ୟ ନଖାଇବା ଦ୍ୱାରା ମଧ୍ୟ ସେମାନଙ୍କ ଓଜନ ବଢିବାକୁ ଲାଗିଥାଏ । ତେବେ ଅଧିକ ଓଜନ ରହିବା ମଧ୍ୟ ଅନେକ ରୋଗର କାରଣ ହୋଇଥାଏ । ସେହିଭଳି ପତଳା ହେବା ଦ୍ୱାରା ମଧ୍ୟ…