Browsing Tag

whatsapp call

Missed Call ପାଇଁ ନୂଆ ବଟନ

ହ୍ଵାଟ୍ସଆପ ୟୁଜର୍ସଙ୍କ ପାଇଁ ଏକ ବହୁତ ବଡ ଖୁସି ଖବର । Missed Call ପାଇଁ ହ୍ଵାଟ୍ସଆପ ଖୁବ୍ ଶୀଘ୍ର ଏକ ନୂଆ କଲ୍-ବ୍ୟାକ୍ ସେବା ଆରମ୍ଭ କରିବାକୁ ଯାଉଛି। ଏହି ଫିଚର ୱିଣ୍ଡୋଜ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ, ଯାହା ଦ୍ୱାରା ଆପଣ ସହଜରେ ଆପଣଙ୍କର ମିସ୍ ହୋଇଥିବା କଲ କୁ ଟ୍ରାକ୍ କରିପାରିବେ ଏବଂ…

ହ୍ଵାଟ୍ସଆପ୍‌ ଆଣିଲା କମାଲ୍‌ ଫିଚର, ଏବେ ଲାପଟପରେ ବି ହେବ ଅଡିଓ-ଭିଡିଓ କଲ୍‌

କଣ ଆପଣ ବି ଓ୍ଵିଣ୍ଡୋଜ୍‌ ୟୁଜର ଏବଂ ହ୍ଵାଟ୍ସଆପ କଲିଙ୍ଗର ସୁବିଧା ନିଜ ଲାପଟପରେ ଚାହୁଁଛନ୍ତି, ତାହେଲେ ଆପଣଙ୍କ ଏହି ଇଚ୍ଛାକୁ ମେଟା ପୂରା କରିବାକୁ ଯାଉଛି । ମେଟା ଓ୍ଵିଣ୍ଡୋଜ୍‌ ୟୁଜରଙ୍କ ପାଇଁ ହ୍ଵାଟ୍ସଆପ୍‌ ଆପ୍‌ ଲଞ୍ଚ୍‌ କରିଦେଇଛି । ଯେଉଁଥିରେ ୟୁଜର୍ସଙ୍କୁ ଅଡିଓ ଏବଂ ଭିଡିଓ କଲିଙ୍ଗର…

ଏବେ ହ୍ଵାଟ୍ସଆପରେ କଲ୍‌ କଲେ ଦେବାକୁ ପଡିବ ଟଙ୍କା, ଦେବାକୁ ହେବ ମୋଟାଅଙ୍କର ଟଙ୍କା

ହ୍ଵାଟ୍ସଆପର ବ୍ୟବହାର କରୁଥିବା ଗ୍ରାହକଙ୍କୁ ବହୁତ ଗୁଡିଏ ଫିଚର୍ସ ମିଳୁଛି। ତାସହ ଚାଟିଙ୍ଗକୁ ଆହୁରି ଭଲ କରିବା ପାଇଁ କମ୍ପାନୀ ଦିନ ରାତି ପରିଶ୍ରମ କରୁଛି। ସେହିପରି ମିଡିଆକୁ ପଠାଇବା ଏବଂ ରିସିଭ୍‌ କରିବା ମଧ୍ୟ ବହୁତ ସହଜ ହେଉଛି ହ୍ଵାଟ୍ସଆପରେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ…

ହ୍ଵାଟ୍‌ସ ଆପ୍‌ରେ ଆସିଥିଲା ନ୍ୟୁଡ୍‌ ଭିଡିଓ କଲ୍‌, ୨ ଲକ୍ଷ ଟଙ୍କା ଡିମାଣ୍ଡ କରି ଇଞ୍ଜିନିୟର ଠାରୁ ନେଇଗଲେ ୧୪ ହଜାର…

କେନ୍ୟୁଜ୍(ବ୍ୟୁରୋ): ଅଚିହ୍ନା ଫୋନ ନମ୍ବରରୁ ମେସେଜ କିମ୍ବା ଭିଡିଓ କଲ ଆସୁଛି କି ? ସାବଧାନ ! ଆପଣ ବି ହୋଇପାରନ୍ତି ସାଇବର ଠକାମୀର ଶିକାର । ସାଇବର ଠକ ହ୍ଵାଟସ ଆପ୍‌ ଡିପିରେ ସୁନ୍ଦରୀଙ୍କ ଫଟୋ ଲଗାଇ ଲୋକଙ୍କୁ ଫାଶରେ ପକାଉଛନ୍ତି । ପ୍ରଥମେ ଅଚିହ୍ନା ଫୋନ ନମ୍ବରରୁ ମେସେଜ ଓ ବନ୍ଧୁତା ।…