Browsing Tag

whatsapp privacy policy

ହ୍ବାଟ୍ସଆପରେ ଚାଟ୍ କରିବେ କିନ୍ତୁ କେହି ବି ଦେଖିପାରିବେନି ଆପଣଙ୍କ ଫୋନ୍ ନମ୍ବର, ଆସିଲା ନୂଆ ପ୍ରାଇଭେସୀ ଫିଚର

ହ୍ବାଟ୍ସଆପରେ ଏମିତି ତ ଅନେକ ପ୍ରାଇଭେସୀ ଫିଚର ଦିଆଯାଇଛି, କିନ୍ତୁ ଏବେ ଆପରେ ଏକ ନୂଆ ଫିଚର ଯୋଡି ହେବାକୁ ଯାଉଛି । ହ୍ବାଟ୍ସଆପ୍ ନିଜର ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଫୋନ୍ ନମ୍ବର ପ୍ରାଇଭେସୀ ନାମରେ ଏକ ଫିଚର ଆରମ୍ଭ କରିବାକୁ ଯାଉଛି । ୱାବେଟାଇନଫୋର ଏକ ରିପୋର୍ଟ ମୁତାବକ ନୂଆ…

ଆଉ ହେବେନି ଠକାମିର ଶିକାର, ଏମିତି ବ୍ୟବହାର କରନ୍ତୁ ହ୍ୱାଟସଆପ

ଦେଶରେ ଅଧିକାଂଶ ମୋବାଇଲ ଫୋନ ବ୍ୟବହାକାରୀ ମାନେ କେବଳ ମେସେଜିଙ୍ଗ ଆପ ପାଇଁ ହ୍ୱାଟସଆପ ବ୍ୟବହାର କରିଥାନ୍ତି | ଏହି ସମୟରେ ହ୍ୱାଟସଆପରେ ଆପଣଙ୍କର ପ୍ରୋଫାଇଲ୍ ଫଟୋକୁ ଅନେକ ଲୋକ ଦେଖିଥାନ୍ତି | ଏଭଳି ପରିସ୍ଥିତିରେ କେଉଁ ମାନେ ଆପଣଙ୍କ ପ୍ରୋଫାଇଲ୍ ଫଟୋକୁ ଦେଖିପାରିବେ ସେଥିପାଇଁ ଅନେକ ଉପାୟ…

Whatsapp ପ୍ରାଇଭେସୀ ପଲିସି ଗ୍ରହଣ କରିବାର ଶେଷ ସୁଯୋଗ, ନଚେତ ଡିଲେଟ ହୋଇଯିବ ଆକାଉଣ୍ଟ

ପ୍ରାଇଭେସି ପଲିସିକୁ ନେଇ ଗତ କିଛିଦିନ ହେଲାଣି ଚର୍ଚ୍ଚାରେ ରହିଛି ମେସେଜିଂ ଆପ୍ ହ୍ୱାଟ୍ସଆପ୍। ପ୍ରଥମେ ପ୍ରାଇଭେଟ୍ ପଲିସିକୁ ଗ୍ରହଣ ନକଲେ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ ବୋଲି କମ୍ପାନୀ କହିଥିଲା। ପଲିସି ଗ୍ରହଣ କରିବାର ଶେଷ ତାରିଖ ୧୫ ପର୍ଯ୍ୟନ୍ତ ରଖାଯାଇଥିଲା। ତା’ପରେ ପୁଣି ମତ ବଦଳାଇଥିଲା…

ହ୍ୱାଟସଆପ: ପ୍ରାଇଭେସି ପଲିସି ମାନି ନଥିବା ୟୁଜର୍ସଙ୍କ ପାଇଁ ଫିଚର୍ସ ସୁବିଧା ନାହିଁ

ହ୍ୱାଟସଆପ ନିଜ ୟୁଜର୍ସଙ୍କ ପାଇଁ ଆଣିଥିବା ନୂଆ ନିୟମ ଅର୍ଥାତ ଏହାର ନୂଆ ପ୍ରାଇଭେସି ପଲିସିକୁ ସ୍ୱିକାର କରିବାର ସମୟ ସୀମାକୁ ସମାପ୍ତ କରିଦେଇଛି । ଯେଉଁ ୟୁଜର୍ସ ଏହି ନିୟମକୁ ମାନିଛନ୍ତି, କେବଳ ସେମାନେ ହିଁ ଏହି ଆପର ବ୍ୟବହାର କରିପାରିବେ । ନଚେତ ଅଲଗା ୟୁଜର୍ସଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ…

ହ୍ଵାଟସଆପ୍‌ ୟୁଜର୍ସଙ୍କୁ ଆଶ୍ୱସ୍ତି, ତିନିମାସ ଯାଏ ଦେବାକୁ ପଡ଼ିବିନି ବ୍ୟକ୍ତିଗତ ତଥ୍ୟ

କେନ୍ୟୁଜ୍(ବ୍ୟୁରୋ): ବଢିଲା ହ୍ଵାଟସ୍‌ଆପ୍‌ର ପ୍ରାଇଭେସୀ ପଲିସି ଲାଗୁ ତାରିଖ। ତିନି ମାସ ପାଇଁ ଘୁଞ୍ଚିଲା । ଫେବ୍ରୁଆରି ୯ରୁ ପ୍ରାଇଭେସି ପଲିସି ଲାଗୁ କରିବାକୁ କଂପାନୀ ଘୋଷଣା କରିଥିଲା। କିନ୍ତୁ ଚାରିଆଡୁ ସମାଲୋଚନା ଓ ପ୍ରତିବାଦ ପରେ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ମେ'…

ହ୍ବାଟସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର: ପଛକୁ ହଟିଲା ହ୍ବାଟସଆପ୍, ଏବେ ଲାଗୁ ହେବ ନାହିଁ ନୂଆ ପ୍ରାଇଭେସି ପଲିସି

ହ୍ବାଟସଆପ୍ ୟୁଜର୍ସଙ୍କ ଚିନ୍ତା ଦୂର ହେଲା। ସମଗ୍ର ବିଶ୍ବରୁ ହେଉଥିବା ବିରୋଧ ପରେ ଏବେ ହ୍ବାଟସଆପ୍ ନିଜ ପଲିସି ପାଇଁ ନୂଆ ନିଷ୍ପତ୍ତି ନେଇଛି। କମ୍ପାନୀ ନିଜର ନୂଆ ପ୍ରାଇଭେସି ପଲିସିକୁ ଫେରାଇ ନେବା ପାଇଁ ନିଷ୍ପତ୍ତି ନେଇଛି। ରିପୋର୍ଟ ମୁତାବକ, ହ୍ବାଟସଆପ୍ ନୂଆ ପ୍ରାଇଭେସି…