Browsing Tag

winter care

ଶୀତ ଋତୁରେ ହଳଦୀ ସେବନ ପାଇଁ ଆପଣାନ୍ତୁ ଏହି ୪ଟି ଉପାୟ, ଦୂର ହେବ ଅନେକ ରୋଗ

ଶୀତ ଋତୁରେ ଥଣ୍ଡା, କାଶ ଏବଂ ଜ୍ୱର ଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ରହିଥାଏ । ଏହି ରୋଗରୁ ବଞ୍ଚିବା ପାଇଁ ନିଜ ଲାଇଫଷ୍ଟାଇଲ ଏବଂ ଡାଏଟରେ ପରିବର୍ତ୍ତନ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଅମେ ନିଜ ଡାଏଟରେ ଏପରି ଜିନିଷ ସାମିଲ କରିବା ଉଚିତ ଯାହା ଆମ ସ୍ୱାସ୍ଥ୍ୟକୁ ଫିଟ…

ଶୀତ ଦିନେ ପାଦ ଯଦି ଥଣ୍ଡା ହେଉଥାଏ, ହୋଇପାରେ ଏହି ୫ ରୋଗର ସଙ୍କେତ

ଶରୀର ଥିଲେ ରୋଗ ଅଛି, ହେଲେ ସମୟ ପୂର୍ବରୁ ଏହି ରୋଗର ନିରାକରଣ କରିବା ବୁଦ୍ଧିମାନର କାର୍ଯ୍ୟ । ଯଦି ରୋଗକୁ ହେଳା କରାଯାଏ ତେବେ ଏହା ମାରାତ୍ମକ ହୋଇପାରେ । ତେଣୁ ସମୟ ପୂର୍ବରୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌ । ଆଜି ଆସନ୍ତୁ ଜାଣିବା ଶୀତ ଦିନରେ କିଛି ହେଲ୍‌ଥ ଟିପ୍ସ । ଯଦି ଶୀତ ଦିନେ…

ଆପଣଙ୍କ ଗୋଇଠି ଶୀତଦିନେ ଫାଟେ କି? କଦଳୀ ଚୋପାକୁ ଏମିତି ବ୍ୟବହାର କରି ପାଆନ୍ତୁ ମୁଲାୟମ ପାଦ

ଶୀତ ଋତୁ ଆରମ୍ଭ ହେବାକୁ ଯାଉଛି। ଶୀତ ପଡ଼ିବା କ୍ଷଣି ହାତ, ଗୋଡ଼, ଗୋଇଠି ଆଦି ଫାଠିବାକୁ ଲାଗିଥାଏ। ଏମିତିରେ ଆପଣ କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆଜି ଆମେ ଆପଣଙ୍କୁ ଗୋଡ଼କୁ ମୁଲାୟମ ରଖିବାର କିଛି ସହଜ ତରିକା କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ନିଜ ଗୋଡ଼କୁ…

ଶୀତଦିନିଆ ଯତ୍ନ: ଶିଶୁଙ୍କ ତ୍ୱଚାକୁ ମୁଲାୟମ ରଖିବା ପାଇଁ ପିଆନ୍ତୁ ନଖଉଷୁମ ଗରମ ପାଣି, ଏହାସହିତ ଜାଣି ରଖନ୍ତୁ ଆଉ…

ଶିଶୁଙ୍କ ତ୍ୱଚା ବହୁତ କୋମଳ ଏବଂ ସେନ୍ସିଟିଭ ହୋଇଥାଏ। ବଡ଼ ଲୋକଙ୍କ ଅପେକ୍ଷା ୫ ଗୁଣା ଅଧିକ ମୁଲାୟମ ହୋଇଥାଏ ସେମାନଙ୍କ ସ୍କିନ୍‌। ତଥାପି ଶୀତଦିନେ ଶିଶୁଙ୍କ ତ୍ୱଚାକୁ ଡ୍ରାଏନେସ୍‌ରୁ ରକ୍ଷା କରିବା ପାଇଁ ଠିକ୍‌ ଭାବେ ଦେଖାଶୁଣା କରିବା ଉଚିତ। ଆଜି ଆମେ ଆପଣଙ୍କୁ ଏହା ସମ୍ବନ୍ଧିତ କିଛି ଟିପ୍ସ…

ପ୍ରବଳ ଥଣ୍ଡା ଯୋଗୁ ବେମାରରେ ପଡ଼ିପାରେ ଆପଣଙ୍କ ଶିଶୁ, ଏହି ଉପାୟରେ କରନ୍ତୁ ତା’ଦେଖାଶୁଣା…

ଦେଶର ସବୁପ୍ରାନ୍ତରେ ଶୀତର ଲହରୀ ଜାରି ରହିଛି। ଥଣ୍ଡାରୁ ରକ୍ଷା ପାଇବାକୁ ଲୋକମାନେ ବିଭିନ୍ନ ପନ୍ଥା ଆପଣାଉଥିବା ଦେଖିବାକୁ ମିଳିଛି। ବଡ଼ମାନେ ତ ଥଣ୍ଡାରୁ ମୁକ୍ତି ପାଇଁ ଗରମ ପୋଷାକ ପିନ୍ଧିବା ସହ ଗରମ ଖାଦ୍ୟ ଭୋଜନ କରୁଛନ୍ତି, କିନ୍ତୁ ଛୋଟ ପିଲା ଏ ଋତୁରେ ଅଧିକ ସମସ୍ୟାର ସମ୍ମୁଖୀନ…