Browsing Tag

winter tips

କେବଳ ତୁଳସୀର ପତ୍ର ନୁହେଁ, ଏହାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବରଦାନ; କରୋନା ସମୟରେ ନିଶ୍ଚୟ କରନ୍ତୁ ସେବନ, ବଢ଼ିବ…

ତୁଳସୀ ଗଛରୁ ଆମକୁ ଅନେକ ପ୍ରକାରର ଔଷଧୀୟ ଗୁଣ ମିଳିଥାଏ, ଯେଉଁ କାରଣରୁ ତୁଳସୀ ପତ୍ର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାର ଫାଇଦା ବିଷୟରେ ଜାଣି ଆପଣ ମଧ୍ୟ ଏହି ପତ୍ରକୁ ଅନେକ ବାର ବ୍ୟବହାର କରିଥିବେ। କିନ୍ତୁ କ’ଣ ଆପଣଙ୍କୁ ଜଣା ଅଛି କି, କେବଳ ତୁଳସୀର ପତ୍ର ନୁହେଁ, ଏହାର…

ଶୀତଦିନର ଥଣ୍ଡା ଆପଣ ସହି ପାରୁ ନାହାନ୍ତି କି, ତୁରନ୍ତ ଡାଏଟ୍‌ରେ ସାମିଲ କରନ୍ତୁ ଏହି ସବୁ ଜିନିଷ; ଶରୀର ରହିବ ଗରମ,…

ଶୀତଦିନ ଆସି ସାରିଛି। ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ଶୀତଦିନେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଥାଏ। ଥଣ୍ଡା ଦିନ ଆସିବା କ୍ଷଣି ସେମାନେ ଗରମ ପୋଷାକ ପିନ୍ଧିବା ଆରମ୍ଭ କରି ଦିଅନ୍ତି। ତଥାପି ସେମାନଙ୍କୁ ଥଣ୍ଡା ଲାଗିଥାଏ। ଯଦି ଆପଣ ବି ଏମିତି ଲୋକଙ୍କ ମଧ୍ୟରୁ ଜଣେ, ତା’…

ନିଜର ମାଛ କାତି ଭଳି ସ୍କିନ୍‌ ଦେଖି ଆପଣଙ୍କୁ ଖରାପ ଲାଗୁଛି କି, ଛୁଟକାରା ପାଇବା ପାଇଁ ଏହି ସବୁ ଟିପ୍ସକୁ କରନ୍ତୁ ଫଲୋ

ଶୀତଦିନେ ତ୍ୱଚା ରୁକ୍ଷ ଏବଂ ଶୁଷ୍କ ହୋଇଯିବା ଅତି ସାଧାରଣ କଥା। ଅତ୍ୟଧିକ ଥଣ୍ଡା କାରଣରୁ ତ୍ୱଚାର କୋମଳତା ନଷ୍ଟ ହୋଇ ଯାଇଥାଏ, ଯାହାଫଳରେ ତ୍ୱଚାରେ ଶୁଷ୍କପଣ ଦେଖା ଦେଇଥାଏ। ଏହିଦିନେ ତ୍ୱଚାର ଯତ୍ନ ନେବା ମଧ୍ୟ ବହୁତ ମୁସ୍କିଲ ହୋଇ ଯାଇଥାଏ। ଏଥିପାଇଁ ମହିଳାମାନେ ବିଭିନ୍ନ ପ୍ରକାର ବ୍ୟୁଟି…

ଶୀତଦିନେ ଦୂର ହୋଇଯିବ ତ୍ୱଚାର କଳାପଣ, ବ୍ୟବହାର କରନ୍ତୁ ହଳଦିଆ ସୋରିଷର ଫେସ୍‌ପ୍ୟାକ; ଫଟାଫଟ୍‌ ଜାଣି ନିଅନ୍ତୁ…

ଖାଦ୍ୟ ପ୍ରସ୍ତୁତି ପାଇଁ ସୋରିଷ ତେଲ ବ୍ୟବହାର କରାଯାଇଥାଏ। ଖାଦ୍ୟରେ ସୋରିଷ ତେଲର ସ୍ୱାଦ ବହୁତ ଭଲ ଆସିଥାଏ। ସୋରିଷ ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ସୋରିଷ ମଞ୍ଜି ବ୍ୟବହାର ଦ୍ୱାରା ତ୍ୱଚାର ଅନେକ ସମସ୍ୟାରୁ ଛୁଟକାରା ମିଳିଥାଏ। ଏମିତିରେ ଆଜି ଆମେ…

ଶୀତଦିନେ ଫଟା ଓଠର ଦେଖାଶୁଣା ପାଇଁ ଘରେ ବନାନ୍ତୁ ହଳଦୀ ଲିପ୍‌ ବାମ୍‌, ଜାଣି ରଖନ୍ତୁ ତିଆରି କରିବାର ବିଧି

ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ ରହିଛି, ଯାହାକି ତ୍ୱଚା ପାଇଁ ବହୁତ ଲାଭଦାୟକ ହୋଇଥାଏ। ହଳଦୀକୁ ସାଧାରଣତଃ ସ୍କିନ୍‌ କେୟାର କ୍ଷେତ୍ରରେ ବ୍ୟବହାର କରା ଯାଇଥାଏ। ଦାଗହୀନ ତଥା ଆକର୍ଷଣୀୟ ତ୍ୱଚା ପାଇଁ ଚେହେରାରେ ହଳଦୀ ଲଗା ଯାଇଥାଏ। କ’ଣ ଆପଣ ଜାଣିଛନ୍ତି କି, ହଳଦୀ ନା କେବଳ ତ୍ୱଚା…

ଶୀତଦିନ ରାତିରେ ଭୁଲ୍‌ରେ ବି ପିନ୍ଧି ଶୁଅନ୍ତୁ ନାହିଁ ସ୍ୱେଟର, ହାର୍ଟ ଓ ଡାଇବେଟିଜ୍‌ ରୋଗୀଙ୍କ ପାଇଁ ବିପଦ

ଅନେକ ଲୋକ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ରାତିରେ ଉଲ୍‌ କପଡ଼ା ପିନ୍ଧି ହିଁ ଶୋଇ ଯାଆନ୍ତି। କିନ୍ତୁ ଏହା ଏକ ଖରାପ ଅଭ୍ୟାସ, ରାତିରେ ଉଲ୍‌ କପଡ଼ା ପିନ୍ଧି ଶୋଇଲେ ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ। ଯଦି ଆପଣ ସ୍ୱେଟର ପିନ୍ଧି ଶୋଇବାକୁ ଚାହୁଁଛନ୍ତି, ତ ପ୍ରଥମେ କଟନ ବସ୍ତ୍ର ପିନ୍ଧି…

ଶୀତଦିନେ ବ୍ୟବହାର କରନ୍ତୁ ନଡ଼ିଆ ତେଲ, ଜାଣନ୍ତୁ ଏହାର ୪ଟି ଚମତ୍କାରୀ ଲାଭ

ଶୀତଦିନେ ଆପଣ ରୂପି ଏବଂ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ କି, ତା'ହେଲେ ଆଜି ଆମେ ଆପଣଙ୍କୁ ଏହାର ସରଳ ସମାଧାନ ବିଷୟରେ କହିବୁ। ଏ ସବୁ ସମସ୍ୟାକୁ ଚୁଟକିରେ ଦୂର କରିବ ନଡ଼ିଆ ତେଲ। ଆପଣ ଚାହିଁଲେ ଏହାକୁ ନିଜ ସ୍ୱାସ୍ଥ୍ୟ ଏବଂ ସୁନ୍ଦର ଚେହେରା ପାଇଁ ମଧ୍ୟ ଉପଯୋଗ କରିପାରିବେ। ନଡ଼ିଆ ତେଲ…

ଅମୃତ ଠାରୁ କମ୍ ନୁହେଁ ଶୀତ ଦିନର ଖରା, ଜାଣନ୍ତୁ ଏଥିରୁ ମିଳୁଥିବା କିଛି ଆଶ୍ଚର୍ଯ୍ୟକର ଲାଭ ବିଷୟରେ

ଶୀତଦିନେ ସକାଳର ଖରା କୌଣସି ଅମୃତ ଠାରୁ କମ୍ ନୁହେଁ । ଆନନ୍ଦଦାୟକ ହେବା ସହିତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ସୂର୍ଯ୍ୟକିରଣର ୫ଟି ଲାଭ ବିଷୟରେ, ଯାହା ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ ।…

ଶୀତଦିନେ ହାତଗୋଡ଼ ଥଣ୍ଡା ହୋଇଯାଉଛି କି? କାରଣ ହୋଇପାରେ ଏହି ୩ଟି ମାରାତ୍ମକ ରୋଗ

ଶୀତଦିନେ ହାତ ପାଦ ଥଣ୍ଡା ହୋଇଯିବା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ କମ୍ବଳ ଓ ରେଜେଇ ଭିତରେ ଥିବା ବେଳେ ମଧ୍ୟ ପାଦ ଥଣ୍ଡା ରହିଥାଏ, ଫଳରେ ସାଧାରଣ ତାପମାତ୍ରାକୁ ଆସିବାକୁ ଅଧିକ ସମୟ ଲାଗେ। ତେବେ ଏହା କେବଳ ଥଣ୍ଡା ଯୋଗୁ ନୁହେଁ କିଛି ରୋଗ ଯୋଗୁ ମଧ୍ୟ କମ୍ବଳ ମଧ୍ୟରେ ଥିଲେ ବି ପାଦ…

ଶୀତଋତୁରେ ରୋମାନ୍ସ କରିବାର ହିଟ ଆଣ୍ଡ ଫିଟ୍‌ ଫର୍ମୁଲା, ଥରେ ନିଶ୍ଚୟ ପଢ଼ନ୍ତୁ କାମରେ ଆସିବ

ନିଜ ପ୍ରେମକୁ ମଜବୁତ ଏବଂ ଲଙ୍ଗ ଲାଷ୍ଟିଙ୍ଗ୍‌ କରିବାକୁ ଚାହୁଁଥିବା ପ୍ରେମୀ ଯୋଡି ଏହି ସହଜ ଟିପ୍ସକୁ ନିହାତି ଜାଣିବା ଦରକାର। ନିଜ ସାଥିଙ୍କ ସହିତ ବ୍ଲାଙ୍କେଟରେ ସାରା ରାତି ରହିବା ଦ୍ୱାରା ପ୍ରେମ ଏବଂ ଉତ୍ସାହ ଭରି ରହିଥାଏ। ହେଲଦି ସିଜନ କୁହାଯାଉଥିବା ଶୀତ ଋତୁରେ ଆପଣଙ୍କ ପ୍ରେମକୁ ମଧ୍ୟ…

ଶୀତଦିନେ ହାତ ଶୁଷ୍କ ହୋଇଯାଉଥିଲେ ଲଗାନ୍ତୁ ଏହି ଚାରିଟି ଘରୋଇ ମାସ୍କ, ତ୍ୱଚା ହେବ ମୁଲାୟମ

ଋତୁ ପରିବର୍ତ୍ତନ ଯୋଗୁ ଖାସ୍‌ କରି ଶୀତଦିନେ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ସହ ହାତଗୋଡ଼ ମଧ୍ୟ ଶୁଷ୍କ ହୋଇଯାଏ। ଥଣ୍ଡାଦିନେ ଶରୀରର ତୈଳାଂଶ କମିଯାଇଥାଏ, ଫଳରେ ତ୍ୱଚା ରୁକ୍ଷ ଓ ଟାଣ ହୋଇଯାଏ। ମହିଳାମାନେ ଶୀତଦିନେ ମୁହଁର ଧ୍ୟାନ ରଖୁଥିବା ବେଳେ ଗୋଡ଼ହାତର ଏତେ ଯତ୍ନ ନେଇନଥାନ୍ତି। ଫଳରେ ହାତ…