Below header
Browsing Tag

winter

ଦିନରେ କାଟୁଛି ଖରା ରାତିରେ ଖସୁଛି ପାରା, ଧରାକୁ ଛୁଉଁଛି ହାଲୁକା ଶୀତ

ଭୁବନେଶ୍ବର(କେନ୍ୟୁଜ୍):  ଦିନରେ ଖରା କାଟୁଛି  ରାତିରେ ପ୍ରଥମ ଶୀତ ସ୍ପର୍ଷ ମିଳୁଛି। ପାଣିପାଗ ଏବେ ଏଭଳି  ହୋଇଯାଇଛି। ଗତ କାଲି ଠାରୁ ସମଗ୍ର ରାଜ୍ୟରେ  ଶୀତର ହାଲୁକା ବାତାବରଣ ଖେଳିଛି। କିନ୍ତୁ  ଦିନ ବେଳେ  ତାପମାତ୍ର ଅଧିକ ରହୁଥିବାର ଅସହ୍ୟ ତାତି ଅନୁଭୂତ ହେଉଛି। ଏମିତି ହେବା ପଛରେ…

ନୀଳାମ୍ବୁ ଚିଲିକାରେ ମେଲିଛି ରଙ୍ଗର ପସରା, ଶୀତର ପହିଲି ସ୍ପର୍ଶରେ ଆସିଲେଣି ନୂଆ ଅତିଥି

ଟାଙ୍ଗୀ(କେନ୍ଯୁଜ୍): ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଆସିଲେଣି ନୂଆ ଅତିଥି । ଦେଶବିଦେଶରୁ ଲକ୍ଷଲକ୍ଷ ରଙ୍ଗ ବେରଙ୍ଗର ନାନା ପ୍ରଜାତିର ପକ୍ଷୀ ମାନଙ୍କ କାକଳୀରେ ଚିଲିକା ହେଉଛି ମୁଖରିତ । ଏବେ ଚିଲିକା ପାଲିଟିଛି ଦେଶି ବିଦେଶୀ ପକ୍ଷୀମାଙ୍କ ପାଇଁ ଭୂସ୍ୱର୍ଗ । ନିଳାମ୍ବୁ ଚିଲିକାରେ ମେଲିଛି…

ଶୀତ ଆସିଲାଣି, ଏହି ୩ ତରିକାରେ ବ୍ୟବହାର କରନ୍ତୁ ଗ୍ଲିସେରିନ୍‌; ତ୍ୱଚା ହେବ ନାହିଁ କୁଣ୍ଡେଇ

ଶୀତ ପାଖେଇ ଆସିଲାଣି | ସାଧାରଣତଃ ଏହି ଋତୁରେ ଚର୍ମକୁ ସୁରକ୍ଷିତ ରଖିବା ପାଇଁ ଗ୍ଲିସେରିନ ବ୍ୟବହାର କରାଯାଏ | ଏହା ଅନେକ ଫେସ୍ କ୍ରିମ୍ ଏବଂ କ୍ଲିଞ୍ଜରରେ ବ୍ୟବହୃତ ହୋଇଥାଏ | ଗ୍ଲିସେରିନ୍‌ ବହୁତ ଷ୍ଟିକ୍ ବା ଚିପ୍‌ଚିପା ହୋଇଥାଏ, ଯେଉଁ କାରଣରୁ ଏହା ସହଜରେ ଆର୍ଦ୍ରତା, ଧୂଳି ଏବଂ ପ୍ରଦୂଷଣ…

ରାଜ୍ଯର ବିଭିନ୍ନ ସ୍ଥାନରେ ହାଲ୍‌କା ବର୍ଷା ସାଙ୍ଗକୁ କୋହଲା ପାଗ ଅନୁଭୂତ

ଭୁବନେଶ୍ବର : ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଏଭଳି ରହିବ ବୋଲି କହିଛି ଆଞ୍ଚଳିକ…

ରାଜ୍ୟକୁ ପୁଣି ଲେଉଟିଲା ଶୀତ, ୧୨ଟି ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ

ଭୁବନେଶ୍ବର: ଖସୁଛି ପାରଦ, ବଢୁଛି ଶୀତ। ରାଜ୍ୟକୁ ପୁଣି ଲେଉଟିଛି ଶୀତ। ୧୨ଟି ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିବ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଅଧିକ ଶୀତ ହେବ। ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ପବନ ପ୍ରଭାବରେ ଶୀତର…

ଜାଡରେ ଥରୁଛି ସାରା ରାଜ୍ୟ: ୧୦ ଡିଗ୍ରୀ ତଳେ ରହିଛି ୧୧ଟି ସ୍ଥାନର ତାପମାତ୍ରା, ସବୁଠୁ ଥଣ୍ଡା ସହର ଫୁଲବାଣୀ

ନୂଆପଡା : ଜାଡରେ ଥରୁଛି ସାରା ରାଜ୍ୟ । ପାରଦ ଖସିବା ସହ ଶୀତ ବଢିଛି । ୧୦ ଡିଗ୍ରୀ ତଳେ ରହିଛି ୧୧ଟି ସ୍ଥାନର ତାପମାତ୍ରା । ରାଜ୍ୟରେ ଫୁଲବାଣୀ ସବୁଠୁ ଅଧିକ ଥଣ୍ଡା ସହର ହୋଇଛି । ନୂଆପଡା ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ସେହିପରି ସୁନାବେଡା ଅଞ୍ଚଳରେ ପ୍ରବଳ ଥଣ୍ଡା ସାଙ୍ଗକୁ…

ଶୀତ ଦିନେ ତ୍ୱଚା ଶୁଷ୍କ ହୋଇଯାଉଛି କି? ତେବେ ବ୍ୟବହାର କରନ୍ତୁ ଏହି ଫେସପ୍ୟାକ୍‌, ତୁରନ୍ତ ଫେରିବ କୋମଳତା

ଥଣ୍ଡା ଦିନେ ଅଧିକାଂଶ ସମୟରେ ଶୁଷ୍କ ତ୍ୱଚାର ସମସ୍ୟା ଦେଖିବାକୁ ମିଳିଥାଏ। ଅତ୍ୟଧିକ ଥଣ୍ଡା କାରଣରୁ ମଧ୍ୟ ତ୍ୱଚାର କୋମଳତା ନଷ୍ଟ ହୋଇଯାଇଥାଏ। ଯାହାଫଳରେ ତ୍ୱଚାରେ ଶୁଷ୍କପଣ ଦେଖାଯାଇଥାଏ। ଏଥିପାଇଁ ମହିଳାମାନେ ବିଭିନ୍ନ ପ୍ରକାର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଏସବୁ…

ଏବର୍ଷ କନ୍ଧମାଳ ଜିଲ୍ଲାରେ କୁହୁଡ଼ି ଅଧିକ ହେଉଥିବା ବେଳେ କମ୍‌ ରହିଛି ଶୀତର ପ୍ରଭାବ

କନ୍ଧମାଳ : ଏବର୍ଷ କନ୍ଧମାଳ ଜିଲ୍ଲାରେ ଶୀତ କମ୍‌ ରହିଛି । ପାଗ ପରିବର୍ତ୍ତନ ହେଉଥିବା ଯୋଗୁଁ କେତେବେଳେ ଶୀତ କମ ଅନୁଭୂତ ହେଉଛି ତ ଆଉ କେତେବେଳେ ଶୀତ ଅଧିକ ହେଉଛି । ଅଞ୍ଚଳରେ କୁହୁଡ଼ି ଅଧିକ ହେଉଥିବା ବେଳେ ଶୀତ ସେହି ଅନୁସାରେ ହେଉ ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅନ୍ୟପକ୍ଷରେ…

ଥଣ୍ଡା ଦିନେ ଆପଣଙ୍କ ତ୍ୱଚାକୁ ଯୁବା ରଖିବ ଡାଳିମ୍ବ ଚୋପା, ଜାଣନ୍ତୁ କିପରି କରିବେ ବ୍ୟବହାର

ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ ଡାଳିମ୍ବ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହାର ଚୋପା ମଧ୍ୟ ତ୍ୱଚାକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ। ଡାଳିମ୍ବ ଚୋପାରେ ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଅକ୍ସିଡେଣ୍ଟ ଏବଂ ଇଂଫ୍ଲୋମେଟ୍ରି ଭଳି ତତ୍ତ୍ୱ ରହିଥାଏ, ଯାହା ତ୍ୱଚା ସମ୍ବନ୍ଧୀୟ ଅନେକ…

ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ ଘନ କୁହୁଡ଼ି, ଆଗାମୀ ୫ ଦିନ ଯାଏଁ ପାଣିପାଗରେ ନାହିଁ ବିଶେଷ ପରିବର୍ତ୍ତନ

କେନ୍ୟୁଜ୍‌: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ କୁହୁଡ଼ି। ଆଗାମୀ ୫ ଦିନ ଯାଏ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବନାହିଁ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ହ୍ରାସ ହୋଇପାରେ । ସେହିପରି ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗି ରହିବ। ଏନେଇ ଆଞ୍ଚଳିକ…

ଶୀତ ଦିନେ ସାବୁନ୍ ବ୍ୟବହାର ଦ୍ୱାରା ତ୍ୱଚା ଅଧିକ ଶୁଷ୍କ ହୋଇଯାଉଛି କି? ତେବେ ଲଗାନ୍ତୁ ଏହି ଘରୋଇ ପ୍ୟାକ୍

ଶୀତ ଦିନେ ଅଧିକାଂଶ ତ୍ୱଚାରେ ଶୁଷ୍କତା ଦେଖାଯାଇଥାଏ। ଏଥିସହ ପାଦ, ହାତ ମଧ୍ୟ ଶୁଷ୍କ ହୋଇଯାଏ, ଯାହା ଦେଖିବାକୁ ଖୁବ୍ ଖରାପ ଲାଗିଥାଏ। ଏହିକାରଣରୁ ଶୀତ ଦିନେ ତ୍ୱଚା ପ୍ରତି ଅଧିକ ଯତ୍ନ ନେବା ଆବଶ୍ୟକ। କିନ୍ତୁ ପ୍ରତ୍ୟେକ ଦିନ ଗାଧୋଇବା ସମୟରେ ସାବୁନ ବ୍ୟବହାର କରିବା ଦ୍ୱାରା ତ୍ୱଚା ଅଧିକ…

ଶୀତ ଦିନରେ ଏମିତି ନିଅନ୍ତୁ ତ୍ବଚାର ଯତ୍ନ, ଆପଣାନ୍ତୁ ଏହି ସହଜ ଟିପ୍ସ ଆଉ ପାଆନ୍ତୁ କୋମଳ ତ୍ବଚା

ଶୀତ ଦିନ ଆସିବା ମାତ୍ରେ ତ୍ବଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଏ। ଗରମ ପାଣି ସ୍ନାନ କରିବା , ହିଟର ଓ ବ୍ଲୋଏରର ଅଧିକ ବ୍ୟବହାର ଠାରୁ ମଧ୍ୟ ସ୍କିନ୍ ଧିରେ ଧିରେ ଖରାପ ଓ ଶୁଖିଲା ଦେଖାଯାଏ। ଥଣ୍ଡା ପାଗରେ ତ୍ୱଚାର ଖାସ୍ ଯତ୍ନ ନେବାକୁ ପଡ଼ିଥାଏ । ଏମିତି କିଛି ଖାସ୍ ଟିପ୍ସ ରହିଛି, ଯାହାକୁ ଆପଣାଇ…