Browsing Tag

winter

ଥଣ୍ଡା ଦିନେ କାହିଁକି ଅଧିକ ଖାଇଥାନ୍ତି ବାଦାମ, ଜାଣନ୍ତୁ କ’ଣ ରହିଛି ଏହା ପଛରେ ଲାଭ

ବାଦାମକୁ ଫାଇବର ଏବଂ ପ୍ରୋଟିନର ଗନ୍ତାଘର ବା ପାଓ୍ଵାରହାଉସ୍‌ କୁହାଯାଇଥାଏ। ଆଜ୍ଞା ହଁ ବାଦାମ ତ ପ୍ରତ୍ୟେକ ସିଜନ୍‌ ରେ ମିଳିଥାଏ । କିନ୍ତୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଏହାକୁ ଥଣ୍ଡା ଦିନେ କାହିଁକି ଅଧିକ ସେବନ କରାଯାଇଥାଏ। ଜାଣି ନାହାଁନ୍ତି ନା ! ତେବେ ଆସନ୍ତୁ ଜାଣିବା ବାଦାମରେ କି…

ଶୀତରେ କେଶ ଝଡ଼ିବା ସମସ୍ୟା ଅଧିକ ଦେଖାଯାଉଛି କି? ତେବେ ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

ଶୀତ ଋତୁର ମଜା ବଡ଼ ନିଆରା । କାରଣ ସ୍ୱାଦିଷ୍ଟ ଖାଇବା ଏବଂ ଆଳସ୍ୟର ଆନନ୍ଦ ଶୀତ ଦିନେ ନିଆଯାଇଥାଏ । ଏସବୁ ମଧ୍ୟରେ ଶୀତ ଦିନେ ଥଣ୍ଡା-କାଶ ଠାରୁ ଆରମ୍ଭ କରି ତ୍ୱଚା ଏବଂ କେଶ ସମ୍ପର୍କିତ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏହି ଦିନରେ କେଶ ନିଜର ସୌନ୍ଦର୍ଯ୍ୟ ହରାଇଥାଏ। ଏହି କାରଣରୁ କେଶରେ ଅଧିକ…

ଲୁଚକାଳି ଖେଳୁଛି ଶୀତ: କିଛି ଦିନର ଥଣ୍ଡା ପରେ କନ୍ଧମାଳରୁ ଶୀତ ଉଭାନ୍

କନ୍ଧମାଳ: କିଛି ଦିନର ଶୀତ ପରେ କନ୍ଧମାଳରୁ ଶୀତ ଉଭାନ। ନଭେମ୍ବରରୁ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଜିଲ୍ଲାରେ ସାଧାରଣତଃ ଶୀତ ଅନୁଭୂତ ହୋଇଥାଏ। ପ୍ରତିବର୍ଷ ଏହି ଋତୁରେ ପର୍ଯ୍ୟଟକମାନେ କନ୍ଧମାଳରେ ପ୍ରକୃତିର ମଜା ନେବା ସହ ଶୀତ ଉପଭୋଗ କରିଥାନ୍ତି। କନ୍ଧମାଳ ଜିଲ୍ଲାକୁ ଏଥର ଡେରିରେ ଶୀତ…

ଧୀରେ ଧୀରେ ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ, ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରୀ

ଭୁବନେଶ୍ବର: ଥଣ୍ଡାରେ ଥରିବ ସାରା ଓଡ଼ିଶା। ଧୀରେ ଧୀରେ ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ। ଗତ ଦୁଇ ଦିନ ହେଲା ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ଖସିଆସିଛି। ଆଗକୁ ଆହୁରି ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ…

କନ୍ଧମାଳ ଜିଲ୍ଲାକୁ ଆସିଛି ପହଲି ଶୀତ, ଘନ କୁହୁଡି ସାଙ୍ଗକୁ ହାଲ୍‌‌କା ଥଣ୍ଡା ଅନୁଭୁତ

କନ୍ଧମାଳ: ଲଘୁଚାପ ଜନିତ ସମ୍ଭାବ୍ଯ ବର୍ଷା ପରେ ଶୀତ ଜିଲ୍ଲା ଭାବେ ଖ୍ଯାତି ଅର୍ଜନ କରିଥିବା କନ୍ଧମାଳ ଜିଲ୍ଲାକୁ ଆସିଛି ପହଲି ଶୀତ । ପ୍ରତ୍ଯେକ ବର୍ଷ ଅକ୍ଟୋବର ମାସ ଆରମ୍ଭରୁ ହିଁ ଶୀତ ଆସିଥାଏ କିନ୍ତୁ ଚଳିତ ବର୍ଷ ଶୀତ ବିଳମ୍ବରେ ଆସିଥିଲେ ମଧ୍ୟ ପ୍ରଥମେ ଘନ କୁହୁଡି ସାଙ୍ଗକୁ ହାଲ୍‌‌କା…

ଗତ ୪ଦିନର ଲଗାଣ ବର୍ଷା ପରେ ଏବେ ପୁଣି ଫେରିଛି ଶୀତ, କୋହଲା ପାଗ ସାଙ୍ଗକୁ ଘନ କୁହୁଡି ସାଧାରଣ ଜୀବନକୁ କରିଛି…

ଭୁବନେଶ୍ବର: ଫେରିଲା ଶୀତ । ଗତ ୪ଦିନର ଲଗାଣ ବର୍ଷା ପରେ ଏବେ ପୁଣି ଶୀତ ଫେରିଛି । କୋହଲା ପାଗ ସାଙ୍ଗକୁ ଘନ କୁହୁଡି ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଛି । ଶୀତର ମାତ୍ରା ଏତେ ଅଧିକ ରହିଛି ଯେ,ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । ପାଗ ଅନୁକୂଳ ନଥିବାରୁ ଚାଷୀ ମଧ୍ୟ ନାହିଁ ନଥିବା…

ଛାଡିଲା ଅଦିନିଆ ବର୍ଷା: ଆଉ ତିନି ଦିନ ଥରାଇବ ଥଣ୍ଡା, ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ଛାଡିଲା ବର୍ଷା, ବଢିବ ଶୀତ। ଆଉ ତିନି ଦିନ ଥରାଇବ ଥଣ୍ଡା। ତାପମାତ୍ରା ୩ରୁ ୫ ଡିଗ୍ରୀକୁ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ବାଲେଶ୍ୱର, ଅନୁଗୁଳ, କଟକ, ସୋନପୁର ଓ…

ଆଗକୁ ଆହୁରି ବଢିବ ଶୀତ, ୧୬ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡି ସତର୍କତା

ଭୁବନେଶ୍ବର: ଆଗକୁ ଆହୁରି ବଢିବ ଶୀତ । ୩ରୁ ୪ ଡିଗ୍ରୀ କମିବ ତାପମାତ୍ରା । ୧୬ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡି ସତର୍କତା ଦିଆଯାଇଛି । ତେଣୁ ଯିବା ଆସିବା କରିବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି । ହେଲେ ଆଜି ସାମାନ୍ୟ ଶୀତ କମ୍ ରହିଛି । ମାଲକାନଗିରିର…

ପୁଣି ଲେଉଟିଲା ଶୀତ, ରାଜ୍ୟରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି ତାପମାତ୍ରା

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଲେଉଟିଲା ଶୀତ । ସାରା ରାଜ୍ୟରେ ପୁଣି ଶୀତ ଲହରି । ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି । ଆସନ୍ତା ୨ ତିନି ଦିନ ଶୀତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବ୍ରହ୍ମପୁରରେ ମଧ୍ୟ ପୁଣି ଥରେ ଶୀତର ଅନୂଭୂତ…

ଦୁଇ ଦିନ ଭିତରେ କମିବ ଶୀତ, ଆଜି ୮ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ବର: କମୁଛି ଶୀତ, ବଢିବ ତାପମାତ୍ରା । ପୂର୍ବ ଅପେକ୍ଷା ୨ରୁ ତିନି ଡିଗ୍ରୀ ତାପାମତ୍ରା ବୃଦ୍ଧି ହୋଇଛି । ଦିନେ ଦୁଇ ଦିନ ଭିତରେ ଶୀତ ଆହୁରି କମିବ । ଫଳରେ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଜି ୮ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି…

ଶୀତରୁ ରକ୍ଷା ପାଇବା ପାଇଁ ରୁହନ୍ତୁ ସତର୍କ, ଦିଅନ୍ତୁ ଏହି ବିଶେଷ ଦିଗ ପ୍ରତି ଧ୍ୟାନ

ଡେରିରେ ହେଉ ପଛେ ଚଳିତ ବର୍ଷ ଶୀତର ପ୍ରଭାବ ବେଶ୍ ଅଧିକ ରହିଛି । ଛୁଆଠୁ ବୁଢା ସମସ୍ତେ ପ୍ରବଳ ଶୀତ ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ସକାଳ ୯ଟା ପୂର୍ବରୁ କୁଡିରର ପ୍ରକୋପ ଛାଡୁନାହିଁ । ତେଣୁ ଦୈନନ୍ଦିନ ଜୀବନରେ ବାଧା ଉପୁଯୁଛି । ଏନେଇ ଲୋକେ ଦିନ ହେଉ ଅବା ରାତି ଶୀତ ବସ୍ତ୍ର ପିନ୍ଧି ବାହାରକୁ…

ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ, ୩୧ରୁ ଆହୁରି ବଢିବ ଶୀତ

ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ନୂଆବର୍ଷରେ ପାଗ କୋହଲା ଓ ମେଘୁଆ ରହିପାରେ । କେତେକ ସ୍ଥାନରେ ହାଲକା ଓ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗତକାଲି ରାଜ୍ୟର ଅନେକ ସ୍ଥାନରେ ମେଘୁଆ ଓ କୋହଲା ପାଗ ଲାଗି ରହିଥିଲା । ଆଜି ସକାଳେ ମଧ୍ୟ ପାଗ ଆଂଶିକ ମେଘୁଆ ଓ…