Browsing Tag

winter

ଶୀତରେ ବି ଆସୁଛି ବର୍ଷା, ୨୪ରୁ ୨୭ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷିବା ସମ୍ଭାବନା

ଭୁବନେଶ୍ବର: ଖସୁଛି ପାରଦ, ବଢୁଛି ଶୀତ। ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ବିଭିନ୍ନ ସ୍ଥାନରେ ପାରଦ ୧୨ଡିଗ୍ରୀ ତଳେ ରହିଛି। ପ୍ରବଳ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ। ଥଣ୍ଡା ସାଙ୍ଗକୁ ଘନ କୁହୁଡି ଯୋଗୁଁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫…

ରାଜ୍ୟକୁ ଉତ୍ତରା ପବନ ସିଧା ବହୁଥିବାରୁ ଅଧିକ ଥଣ୍ଡା ଅନୁଭୂତ, ଆସନ୍ତା ଦୁଇଦିନ ଧରି ତାପମାତ୍ରା ଆହୁରି ଖସିବାର…

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ପ୍ରକୋପ ଅଧିକ ରହିଛି। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ଦୁଇଦିନ ଧରି ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି। ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ…

ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ପାରଦ, ପୂର୍ବ ଓ କେନ୍ଦ୍ରୀୟ ଓଡ଼ିଶାରେ ଶୀତ ଲହରୀ

ଭୁବନେଶ୍ୱର: ଡେରିରେ ହେଲେ ବି ଫେରିଛି ଶୀତ। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ତାପମାତ୍ରା ହ୍ରାସ ପାଇଛି। ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି ପାରଦ। ପାଣିପାଗ ବିଭାଗର ସୂଚନା, ଆଗକୁ ଶୀତ ଆହୁରି ବଢିବ। ଦାରିଙ୍ଗବାଡିରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି। ଏହାସହ ଘନ…

ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ପାରଦ, ଆସନ୍ତାକାଲିଠୁ ଆହୁରି ବଢିବ ଶୀତ

ଭୁବନେଶ୍ବର: ଫେରିଲା ଶୀତ। ରାଜ୍ୟର ବିଭିନ୍ନ ସ୍ଥାନରେ ଖସିଲା ପାରଦ। ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି ପାରଦ। ପାଣିପାଗ ବିଭାଗର ସୂଚନା, ଆସନ୍ତାକାଲିଠୁ ଆହୁରି ଖସିପାରେ ତାପମାତ୍ରା। ଫଳରେ ପ୍ରବଳ ଶୀତ ଅନୁଭୂତ ହେବ। ଭୁବନେଶ୍ୱରରେ ୧୬ ଡିଗ୍ରୀକୁ ଖସି ଆସିଛି ସର୍ବନିମ୍ନ ତାପମାତ୍ରା।…

ଶୀତ ଋତୁରେ ଖାଆନ୍ତୁ ଏହି ସବୁ ଫଳ, ବ୍ଲଡ଼ ସୁଗାର ସହ ନିୟନ୍ତ୍ରଣରେ ରହିବ ରକ୍ତଚାପ

ଶୀତ ଋତୁରେ ସାଧାରଣତଃ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । କାରଣ ଏହି ଋତୁରେ ଲୋକେ ଟିକେ ଅଧିକ ଅଳସୁଆ ହେବା ସହ ନିଜ ଖାଦ୍ୟ ପେୟ ପ୍ରତି ସେତେଟା ଧ୍ୟାନ ଦେଇ ନଥାନ୍ତି । କିନ୍ତୁ ଆପଣ ଯଦି ନିଜ ଖାଦ୍ୟ ପେୟ ପ୍ରତି ସାମାନ୍ୟ ସଚେତନ ରହିବେ ତେବେ ନିଶ୍ଚିତ ରୂପେ ରୋଗ ମାନଙ୍କ ଠାରୁ ନିଜକୁ…

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଆଚ୍ଛାଦିତ ହୋଇରହିବ କୁହୁଡ଼ି, ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ଆରମ୍ଭ ହୋଇଗଲାଣି ଶୀତର ଅନୁଭୂତି । ତା ସାଙ୍ଗକୁ ଘନ କୁହୁଡି। ଅଧିକାଂଶ ସ୍ଥାନରେ ସକାଳ ୧୦ଟା ପର୍ଯ୍ୟନ୍ତ ଯାତାୟତରେ ବାଧା ସୃଷ୍ଟି ହେଉଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଏଭଳି କୁହୁଡି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ଆସନ୍ତା ୨୯ ଯାଏ ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ପଡ଼ିବ ଘନ କୁହୁଡ଼ି, ହେଲେ ରାତିରେ ହ୍ରାସ ପାଇବ ନାହିଁ…

ଭୁବ‌ନେଶ୍ବର(କେନ୍ୟୁଜ୍): ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି । ଆସନ୍ତା ୨୯ ତାରିଖ ଯାଏ ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ୨୭ ତାରିଖରେ ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ସୋନପୁର, ଅନୁଗୁଳ, ଢେଙ୍କାନାଳ,…

ଡହ ଡହ ଖରାରେ ସିଝୁଥିବା ଟିଟିଲାଗଡରେ ଚାଲିଛି ଶୀତର ରାଜୁତି, ୧୨ଡିଗ୍ରୀ ତଳକୁ ଖସି ଆସିଛି ପାରଦ

ଟିଟିଲାଗଡ: ଡହ ଡହ ଖରାରେ ସିଝୁଥିବା ଟିଟିଲାଗଡରେ ଚାଲିଛି ଶୀତର ରାଜୁତି । ପାରଦ ୧୨ଡିଗ୍ରୀ ତଳକୁ ଖସି ଆସିଛି । ଘନ କୁହୁଡି ଯୋଗୁଁ ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ସକାଳ ୧୦ ପର୍ଯ୍ୟନ୍ତ କୁହୁଡି ରହୁଛି। ସକାଳୁ ସକାଲୁ ବିଭିନ୍ନ ପାର୍କ ଓ ଚା ଦୋକାନରେ ଲୋକଙ୍କ ଭିଡ ଜମୁଛି। କିଏ…

ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ କନ୍ଧମାଳରେ ବଢିଛି ଶୀତର ମାତ୍ରା, ଶୀତଠୁ ଅଧିକ ଜମୁଛି କୁହୁଡିର ଆସ୍ତରଣ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳରେ ଥରାଉଛି ଶୀତ । ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଦୁଇ ତିନି ଧରି ଶୀତର ମାତ୍ରା ବଢିବାରେ ଲାଗିଛି । ଶୀତଠୁ ଅଧିକ କୁହୁଡିର ଆସ୍ତରଣ ଜମୁଛି । ଘନ କୁହୁଡି ଚାଦର ତଳେ ଦାରିଙ୍ଗବାଡି, ଫୁଲବାଣୀ ଓ ଉଦୟଗିରି। ଦିନ ଦଶଟା ନହେଲେ ଦୋକାନ ବଜାର ଖୋଲୁନି ।…

ଶୀତ ଦିନରେ ବୁଲିବାର ପ୍ଲାନିଂ କରୁଛନ୍ତି କି ? ଭୁଲରେ ଏହିସବୁ ଜିନିଷକୁ କରନ୍ତୁ ନାହିଁ ଅଣଦେଖା

ଧୀରେ ଧୀରେ ଶୀତଦିନର ଆଗମନ ହେଉଛି। ଶୀତଦିନେ ଆସିବା ମାତ୍ରେ ଶାରୀରିକ ଅସୁସ୍ଥତା ଲାଗୁଥିବା ସତ୍ତ୍ୱେ ଲୋକମାନେ ଏହି ଦିନକୁ ଭଲପାଆନ୍ତି। ଏପରି ଦିନରେ ସାଙ୍ଗ, ବନ୍ଧୁ ଏବଂ ପରିବାର କିମ୍ବା ପାଟର୍ନରଙ୍କ ସହିତ ଟ୍ରିପ୍‌ରେ ଯିବାକୁ ଯାଉଛନ୍ତି। ତେବେ ଅନେକ ଜିନିଷ ଧ୍ୟାନରେ ରଖିବାକୁ ପଡିଥାଏ।…