Browsing Tag

woman dead body

ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଯୋଡ଼ା (କେନ୍ୟୁଜ୍) : ବଡ଼ବିଲ ଥାନା କାରା ଖେଣ୍ଡରା ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର। ମୃତକ ନାଲଦା ଅଞ୍ଚଳର ରୀନା ମହାକୁଡ଼। ଗତ ୧୮ ତାରିଖରୁ ନିଖୋଜ ଥିଲେ ରୀନା। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ ସହାୟତାରେ ବଡ଼ବିଲ ପୋଲିସର ଘଟଣାର ତଦନ୍ତ…

ଚନ୍ଦ୍ରଭାଗା ସମୁଦ୍ର କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

ଗୋପ (କେନ୍ୟୁଜ୍‌) : ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଠାରୁ ମାତ୍ର ଦୁଇ ଶହ ମିଟର ଦୂର ସମୁଦ୍ର କୂଳରେ ପଡ଼ିଥିଲା ଜଣେ ମହିଳାଙ୍କ ମୃତଦେହ । ଉଲଗ୍ନ ଅବସ୍ଥାରେ କୂଳରେ ପଡ଼ି ରହିଥିଲା । ଆଜି ସକାଳେ ମର୍ଣ୍ଣିଂଓ୍ଵାକ୍‌ କଲା ବେଳେ ଲୋକେ ଏହାକୁ ଦେଖି ପୋଲିସ୍‌କୁ ଖବର ଦେଇଥିଲେ । ସୂଚନା ପାଇବା…

ପଦ୍ମପୁର: ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ମୃତ ଦେହ ଉଦ୍ଧାର, ବଳାତ୍କାର ପରେ ହତ୍ଯା ସନ୍ଦେହ

ପଦ୍ମପୁର(କେନ୍ଯୁଜ୍): ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଛେଳିଆମାଲ ଜଙ୍ଗଲରୁ ଏକ ମୃତ ଦେହ ପାଇକମାଳ ପୋଲିସ ଉଦ୍ଧାର କରିଛି। ଜଙ୍ଗଲରେ ଜଣେ ମହିଳାଙ୍କ ମୃତ ଦେହ ପଡିଥିବା ଖବର ଗ୍ରାମବାସୀଙ୍କ ଠାରୁ ପାଇବା ପରେ ଘଟଣାସ୍ଥଳରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ବଜିତ ମନବୋଧ ପହଞ୍ଚିଛନ୍ତି।…

ତାଳଚେରରେ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ଯା ନା ଆତ୍ମହତ୍ଯା ସନ୍ଦେହ

ତାଳଚେର(କେନ୍ଯୁଜ୍): ତାଳଚେର କଣିହାଁ ଚିତ୍ତଲପୁର ଗାଁରେ ଜଣେ ମହିଳାଙ୍କ ମୃତ ଦେହ ଘରେ ପଡିଥିବା ଦେଖିବାକୁ ମିଳିଛି। ମହିଳା ଜଣକ ହେଉଛନ୍ତି ସୁମନ୍ତି ସାହୁ। ତାଙ୍କ ବେକରେ ଏକ ଗାମୁଛା ଲାଗିଥିବା ସହ ଘରର ଆସବାବପତ୍ର ଏବଂ ପଇସା ଏଣେତେଣେ ପଡିଥିବାର ଦେଖିବାକୁ ମିଳିଛି। ଏନେଇ ତାଙ୍କୁ ହତ୍ଯା…

ଦୁଃଖ ଉପରେ କରୋନା ଦାଉ: ଛୁଆଟିକୁ ଜନ୍ମ ଦେଇ ଆଖି ବୁଜିଦେଲେ ମହିଳା, ଏବେ ସତ୍କାର ପାଇଁ ଗାଁରେ ପୂରାଇ ଦେଉ ନାହାଁନ୍ତି…

ବାଲେଶ୍ୱର: ହଜିଯାଇଛି ମାନବିକତା । କରୋନା ଆଶଙ୍କାରେ ମୃତଦେହକୁ ଗାଁ ଶ୍ମଶାନକୁ ପୂରାଇ ଦେଲେନି ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ମୟୂରଭଞ୍ଜ ଏକତଳା ଗାଁର ରାମଚନ୍ଦ୍ର ହାଁସଦାଙ୍କ ପତ୍ନୀ ସୁନୀତା ବାସ୍କେ ଉଦଳରେ ଟ୍ରେଜେରି ଅଫିସର…