ଟଙ୍କା ପରିଶୋଧ ପାଇଁ ଅଭିନବ ଢଙ୍ଗରେ ପ୍ରତିବାଦ, ସଭାପତିଙ୍କ ଘର ବାରଣ୍ତାରେ ଚୁଲ୍ଲି ଖୋଳି ରାନ୍ଧିଲେ ଭାତ-ତରକାରୀ
ଜଳେଶ୍ବର: ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ଟଙ୍କା ଆତ୍ମସାତ କରିଥିବା ସଭାପତିଙ୍କ ଘର ବାରଣ୍ତାରେ ଟଙ୍କା ପରିଶୋଧ ପାଇଁ ଅଭିନବ ଢଙ୍ଗରେ ପ୍ରତିବାଦ । ମହିଳାମାନେ ସଭାପତିଙ୍କ ଘର ବାରଣ୍ତାରେ ଧାରଣା ଦେବା ସହ ଚୁଲ୍ଲି ଖୋଳି ଭାତ,ତରକାରୀ ରାନ୍ଧି ଖାଇଛନ୍ତି । ବାଲେଶ୍ବର ଜିଲ୍ଲା ଭୋଗରାଇ…